ସ୍ତ୍ରୀ ଯୋଗାଡ କରୁଥିଲା ସ-ଏକ୍ସ କଷ୍ଟମର…ମାଷ୍ଟରକ୍ୟାଣ୍ଟିନ ଛକରେ ରେଟ୍ ଫିକ୍ସ କରୁଥିଲା କାଜଲ…

ବନ୍ଧୁଗଣ ଏବେ ଏକ ଘଟଣା ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଭୁବନେଶ୍ବରରେ ପୁଣି ପରଦାଫାସ ହେଇଛି ସ-ଏକ୍ସ ର-ଆକେଟର । ଜଣେ ଯୁବତୀ ଏହି ସ-ଏକ୍ସ ର-ଆକେଟ ଚଲାଉ ଥିବାର ସୂଚନା ରହିଛି । ତେବେ ଏହି ଘଟଣା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ତେବେ ଗତ କିଛି ଦିନ ତଳେ ଜଣେ ଯୁବକ ସାଇବର ଥାନାକୁ ଆସି ଜଣେ ଯୁବତୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ।

ଯୁବକ ଜଣକ ଗୁଗଲରୁ ଏସକର୍ଟ ସର୍ଭିସର ନମ୍ବର ଆଣି ଯୋଗାଯୋଗ କରିଥିଲେ । ତାଙ୍କୁ ଜଣେ ଯୁବତୀ ନିଜକୁ କାଜଲ ସିଂହ କହି ଉକ୍ତ ଯୁବକଙ୍କୁ ମାଷ୍ଟର କାଣ୍ଟିନ ଡକାଇ ଥିଲେ । ଯୁବକଙ୍କୁ ସେ ସର୍ଭିସ ଦେବା କଥା କହି ଡକାଇ ଥିଲେ ଆଉ ଏହା ପରେ ଯୁବକ ମାଷ୍ଟର କାଣ୍ଟିନରେ ପହଞ୍ଚି ଥିଲେ ।

ପ୍ରଥମେ ସେ ଯୁବକଙ୍କ ଠାରୁ ସିକ୍ୟୁରିଟୀ ପାଇଁ 2 ହଜାର ଟଙ୍କା ନେଇଥିଲେ । ତା ପରେ ତାଙ୍କୁ ଗୋଟେ ହୋଟେଲ ରୁମ୍ କୁ ଯିବା ପାଇଁ କହିଥିଲେ । ସେହି ରୁମ୍ ରେ ଯେଉଁ ସର୍ଭିସ ସେ ଦେବେ ବୋଲି କହିଥିଲେ ସେହି ସର୍ଭିସ ପାଇଁ ଯୁବତୀ ତାଙ୍କ ଠାରୁ 27 ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଯେତେବେଳେ ଯୁବକ ହୋଟେଲ ଯାଇ ପହଞ୍ଚିଲେ ସେତେବେଳେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା ।

କାରଣ ହୋଟେଲରେ ତାଙ୍କର ସେଭଳି କୌଣସି ବୁକିଙ୍ଗ ବା ସର୍ଭିସ ଦିଆ ଯାଇ ନଥିଲା । ତେଣୁ ସେ ସାଇବର ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ସାଇବର ପୋଲିସ ଷ୍ଟେସନରେ ଏକ ତଦନ୍ତ କରଯାଇଥିଲା । ଏକ ସ-ଏକ୍ସ ର-ଆକେଟ ଗ୍ୟାଙ୍ଗ ଭୁବନେଶ୍ବରରେ କାମ କରୁଥିବା କଥା ଜଣା ପଡିଥିଲା । ଏମାନେ କିଛି ଯୁବତୀ ମାନଙ୍କୁ ରଖି ଏସକର୍ଟ ସର୍ଭିସ ନାମରେ ଲୋକଙ୍କୁ ଠକି ପଇସା ନେଇଯାଉଥିଲେ ।

ଏହି ଏସକର୍ଟ ସର୍ଭିସ ନାମରେ ଯେଉଁ ମାନେ ଠକୁ ଥିଲେ ସେମାନଙ୍କ ମଧ୍ୟରୁ 5 ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ମହିଳା ଅଛନ୍ତି । ଏହି ଗ୍ୟାଙ୍ଗର ମୁଖ୍ୟ ଥିଲେ ସୁଶାନ୍ତ ପାତ୍ର ତାଙ୍କ ସାଙ୍ଗରେ ତାଙ୍କ ନିଜର ସ୍ତ୍ରୀ ଏବଂ ଆଉ ଦୁଇଜଣ ଝିଅଙ୍କୁ ନିୟୋଜିତ କରିଥିଲେ । ସ୍ତ୍ରୀ ଯୋଗାଡ କରୁଥିଲେ ସ-ଏକ୍ସ କଷ୍ଟମର ଆଉ ଲୋକଙ୍କୁ ଠକୁ ଥିଲେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *