ନମସ୍କାର ବନ୍ଧୁଗଣ ବର୍ତ୍ତମାନ ର ବ୍ୟସ୍ତତା ଭରା ଜୀଵନ ରେ ସବୁବେଳେ ଲୋକମାନେ ଚିନ୍ତା ରେ ରହୁଛନ୍ତି । କାମ ଚିନ୍ତା,ପାଠ ପଢା ଚିନ୍ତା,ଘର ଚିନ୍ତା ଆଦି ଅନେକ ଚିନ୍ତା ଯୋଗୁଁ ସେମାନେ ଠିକ ଭାବରେ ଶୋଇ ମଧ୍ୟ ପାରୁ ନାହାନ୍ତି କିମ୍ବା ଖାଇବା ମଧ୍ୟ ଖାଇ ପାରୁ ନାହାନ୍ତି । ତେବେ ସେଥିପାଇଁ ଜୀଵନ ରେ ଟିକେ ଖୁସି ଏବଂ ରିଲାକ୍ସ ରହିବା ଆବଶ୍ୟକ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଲାଫ୍ଟର ମେଡ଼ିସିନ ନେଇ ଆସିଛୁ କିଛି ଜୋକ୍ସ ରୂପରେ ଯାହା ଦ୍ୱାରା ଆପଣଙ୍କ ସେହି ଚିନ୍ତା ଭରା ଜୀଵନ ରେ ଟିକେ ହସ ଆସିଯିବ । ଯାହା ଯୋଗୁଁ ଆପଣ ଖୁସି ଏବଂ ଉଲହାସ ରେ ନିଜର କାମ କରି ପାରିବେ । ତେବେ ଆସନ୍ତୁ ଜାଣିନେବା ସେହି ଜୋକ୍ସ ଗୁଡିକ କଣ କଣ ।
୧- ସ୍ତ୍ରୀ- ତୁମେ ମୋ ଜନ୍ମଦିନ କେମିତି ଭୁଲି ଗଲ ।
ସ୍ୱାମୀ- ଆରେ ତୁମ ଜନ୍ମଦିନ କିଏ କେମିତି ମନେ ରଖିବ । ତୁମର ବୟସ ବଢୁଛି ବୋଲି ଜଣା ହିଁ ପଡୁନି ।
ସ୍ତ୍ରୀ- (ଖୁସି ହୋଇ) ସତରେ! ହଉ ମୁଁ ତୁମ ପାଇଁ କ୍ଷୀରି ନେଇ ଆସୁଛି ।
୨- ପୁଅ- ବାପା କିଏ ଜଣେ ବାହାରେ କବାଟ ପାଖରେ ଆସିଛି ।
ବାପା- କିଏ ?
ପୁଅ- ଜଣେ ନିଶ ଵାଲା ।
ବାପା- ଯା କହି ଦେ ଦରକାର ନାହିଁ ।
୩- ଆଜିର ଯୁଗ ସତରେ କଳିଯୁଗ ।
ଯେଉଁ ସାଙ୍ଗ ର ବାହାଘରରେ ଦିଲ ଜାନ ରୁ ନାଚୁଥିଲୁ ।
ସେ ନିଜ ବାହାଘର ଆଲବମ ନିଜ ସ୍ତ୍ରୀ ସହ ମୋ ଫଟୋ ଦେଖି କହୁଛି ଏଟା ମଅ-ଦୁଆ ଟା ।
୪- ଶିକ୍ଷକ- କହିଲ ଦେଶରେ ସବୁଠାରୁ ସଚ୍ଚୋଟ ପୋଲିସ କେଉଁଠି ଦେଖାଯାଏ ।
ପପୁ- ମାଡାମ ସାଵଧନ ଇଣ୍ଡିଆରେ ।
ଶିକ୍ଷକ ତାପରେ ମଆଡ଼ ଉପରେ ମଆଡ଼ ଦେଇ ଚାଲିଲେ ।
୫- ହରିଷ- ଆରେ ତୋ ଆଖି ଫୁଲିଛି କଣ ପାଇଁ?
ପପୁ- ଆରେ କାଲି ମୋ ସ୍ତ୍ରୀ ର ଜନ୍ମଦିନ ଥିଲା ।
ହରିଷ- ତ ଏଥିରେ ତୋ ଆଖି କଥା କେଉଁ ଆଡେ ଆସିଲା ।
ପପୁ- ଆରେ ସେ ଗଧ ଦୋକାନୀ ଵାଲା କେକ ରେ ତପସ୍ୟା ବଦଳରେ ହାପି ବାର୍ଥ ଡେ ସମସ୍ୟା ଲେଖି ଦେଇଥିଲା !!
୬-ସେଠ- ଆଛା ଟାଇମ କେତେ ହେଇଛି ଦେଖିଲୁ ।
ଚାକର- ମୋତେ ଘଂଟା ଚିନ୍ହି ଆସେନି ।
ସେଠ- ହଉ କିଛି ନୁହେଁ ଆଛା କୁହ କି ବଡ଼ କଣ୍ଟା କେଉଁଠି ଏବଂ ଛୋଟ କଣ୍ଟା କେଉଁଠି ।
ଚାକର- ଦୁଇଟା ଯାକ ଘଂଟା ଭିତରେ ଅଛି ।
୭- ସ୍ୱାମୀ ନିଜ ସ୍ତ୍ରୀ କୁ ।
ମୋର ଶେଷ ପଏଗ ଚାଲିଛି ମୁଁ ଅଧ ଘଣ୍ଟା ଭିତରେ ପହଁଚୁଛି
ଯଦି ନ ପହଞ୍ଚେ ତେବେ ସେହି ମେସେଜ କୁ ଆଉ ଥରେ ଦେଖିନେବ !!
୮- ସନ୍ତା- ଆଜିଠାରୁ ମୁଁ ନିଜ ସ୍ୱାସ୍ଥ୍ୟ ପାଇଁ ଚିନ୍ତା କରିବି । ସବୁଦିନ ସକାଳୁ ବୁଲିବାକୁ ଯିବି ।
ସ୍ତ୍ରୀ- ଠିକ ଅଛି ।
ସନ୍ତା- ଭୋର ୪ଟା ରୁ ରେଡି ହୋଇ ବାହାରକୁ ଗଲା ଭାରି ।
ହେଲେ ବାହାରେ ବହୁତ ଥଂଡା ଏବଂ କୁହୁଡି ଥିଲା ।
ତାପରେ ଘରକୁ ଆସି ନିଜ ସ୍ତ୍ରୀ କୁ କୁଣ୍ଢେଇ ଦେଲା ।
କହିଲା ଜାନୁ ବାହାରେ ବହୁତ ଥଂଡା ।
ସ୍ତ୍ରୀ- ହଁ ଆଉ ଏହି ଅଜବ ମଣିଷ ବାହାରକୁ ଚାଲିବାକୁ ଯାଇଛି ।
ସନ୍ତା ବେହୋଶ !!
9- ସ୍ତ୍ରୀ ସ୍ଵାମିକୁ ଚାକରାଣୀ ସହିତ ଶୋଇ ଥିବାର ଦେଖିନେଲା
ଚାକରାଣୀ – କ୍ଷମା କରିବେ ମେମ ସାହାବ
1000 ଟଙ୍କା ଲୋଭରେ ପଡି ଯାଇଥିଲି
ସ୍ତ୍ରୀ – କିନ୍ତୁ ମୁଁ ତତେ 5000 ଟଙ୍କା ଦେବି
ପ୍ରଥମେ ମତେ କହ କି ସାହାବ ଙ୍କୁ ତୁ କେମିତି ପଟେଇଥିଲୁ
ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆପଣଙ୍କୁ ଏହି ଜୋକ୍ସ ଗୁଡିକ କେମିତି ଲାଗିଲା କମେନ୍ଟ କରନ୍ତୁ । ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଫଲୋ କରନ୍ତୁ ।