Odia Jokes- ସ୍ତ୍ରୀ ସ୍ଵାମିକୁ ଚାକରାଣୀ ସହିତ ଶୋଇ ଥିବାର ଦେଖିନେଲା, ଚାକରାଣୀ – କ୍ଷମା କରିବେ ମେମ ସାହାବ,1000 ଟଙ୍କା ଲୋଭରେ ପଡି ଯାଇଥିଲି…

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ସମସ୍ତ ଲୋକ ଟଙ୍କା ଅର୍ଜନ କରିବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ସେମାନେ ନିଜ କାମରେ ଏତେ ବ୍ୟସ୍ତ ହୋଇଯାଉଛନ୍ତି ଯେ ସେମାନେ ନିଜର ମନୋରଞ୍ଜନ କରିପାରୁ ନାହାନ୍ତି । ବନ୍ଧୁଗଣ ଆପଣ ମାନଙ୍କ ମନୋରଞ୍ଜନ ପାଇଁ ଆଜିଆମେ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ଏହି ଓଡିଆ ଜୋକ୍ସ ଗୁଡିକୁ ପଢିବା ପରେ ଆପଣ ମାନଙ୍କ ଦିନ ମଧ୍ୟ ବହୁତ ଭଲ ଭାବରେ ଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ ।

୧. ଯଦି ଆପଣ ଲଢେଇ କରି ମାଡ ଖାଇ ଘରକୁ ଆସିବେ… ତା ହେଲେ ଘର ଲୋକଙ୍କ ରିଆକ୍ସନ

ବାପ – ଛାଡିଦେ ତୁ ଏବେ ଠାରୁ ସେ ଟୋକା ପାଖକୁ ଯିବୁନାହିଁ ।

ମା- ଆରେ ମୋ ପୁଅର କି ଅବସ୍ଥା କରିଛି…

ଭଉଣୀ- ଭାଇ, ବହୁତ କଷ୍ଟ ହେଉଛି କି ?

ପ୍ରେମିକା- କୁକୁର ପରିକା ମାଡ ଖାଇ ମୋ ସାମ୍ନାରେ କାହିଁକି ଛିଡା ହୋଇଛ ?

ହେଲେ ସାଙ୍ଗ ମାନେ- ଭାଇ ତୁ ଚିନ୍ତା କର ନାହିଁ, ଆରେ ହେଇ ଗାଡି ବାହାର କର, ସେ ଶଳାକୁ ଘରୁ ବାହାର କରି ମାରିବା

୨. ପପୁର ସ୍ତ୍ରୀ ପପୁକୁ କହିଲା…

ସ୍ତ୍ରୀ- ଦେଖ, ମୁ କାମ କରିବା ସମୟରେ ମତେ କିସ୍ କରନି

ସେହି ସମୟରେ ଚାକରାଣୀ କହିଲା- ମ୍ୟାଡମ ଭଲ ଭାବରେ ବୁଝେଇ ଦିଅ

ମୁଁତ ବୁଝେଇ ବୁଝେଇ ଥକି ଯାଇଛି

୩. ଭଉଣୀର ବିବାହ ହେଉଥିଲା ସେହି ସମୟରେ ଭାଇ କହିଲା…

ଭାଇ- ବାପା ମୋ ଭଉଣୀ ଖାଲି କାନ୍ଦୁଛି ହେଲେ ଭିଣେଇ ଭାଇ ତ କାନ୍ଦୁ ନାହାନ୍ତି ?

ବାପା- ବୁଝିଲୁ ପୁଅ, ତୋ ଭଉଣୀ ଖାଲି ଗେଟ ପର୍ଯ୍ୟନ୍ତ କାନ୍ଦିବ ହେଲେ ତୋ ଭିଣେଇ ଜୀବନ ସାରା କାନ୍ଦିବ

୪. ଗ୍ରାହକ- ପପୁ ତୋ ବାପାଙ୍କର ରସ ଗୋଲାର ଦୋକାନ ଅଛି ନା, ତୋର ମନ ହୁଏନି ଖାଇବା ପାଇଁ ?

ପପୁ- ବହୁତ ମନ ହୁଏ ଅଙ୍କଲ ହେଲେ ବାପା ଗଣିକି ରଖନ୍ତି ସେଥିପାଇଁ ଖାଲି ଟିକେ ଚୁସିକି ମିଠାକୁ ମୁ ରଖିଦିଏ ।

ଗ୍ରାହକ ବେହୋସ

୫. ସ୍ତ୍ରୀ ସ୍ଵାମୀକୁ କହିଲା…

ସ୍ତ୍ରୀ- ସବୁ ବେଳେ ମୋ ମୁଣ୍ଡ ବିନ୍ଧୁଛି, ଲାଗୁଛି ଡାକ୍ତରଙ୍କ ପାଖକୁ ଯିବାକୁ ପଡିବ

ସ୍ଵାମୀ- ଆରେ ଡାକ୍ତର ପାଖକୁ ଗଲେ କଣ ହେବ, ତମ ମୁଣ୍ଡ ଯେତିକି ବଡ ଅଛି ସେତିକି ବଡ ବିନ୍ଧା ହେବ ନା

କିଛି ସମୟ ପରେ ସ୍ଵାମୀର ସମ୍ପୂର୍ଣ  ଶରୀର ବିନ୍ଧିଲା

୬. ସ୍ଵାମୀ ସ୍ତ୍ରୀ ଥରେ ଭୁତ ଫିଲ୍ମ ଦେଖୁଥିଲେ…

ହଠାତ ସ୍କ୍ରିନ ଉପରେ ଭୁତ ଆସିଗଲା ।

ସେହି ସମୟରେ ସ୍ତ୍ରୀ ଚିତ୍କାର କରି କହିଲା- ଇଲୋ ବୋଉଲୋ

ସ୍ଵାମୀ- ହେଇ ଦେଖ ତମେ ତ ତମ ବୋଉକୁ ବହୁତ ସହଜରେ ଚିହ୍ନି ଗଲ

୭. ସ୍ତ୍ରୀ ସ୍ଵାମିକୁ ଚାକରାଣୀ ସହିତ ଶୋଇ ଥିବାର ଦେଖିନେଲା

ଚାକରାଣୀ – କ୍ଷମା କରିବେ ମେମ ସାହାବ

1000 ଟଙ୍କା ଲୋଭରେ ପଡି ଯାଇଥିଲି

ସ୍ତ୍ରୀ – କିନ୍ତୁ ମୁଁ ତତେ 5000 ଟଙ୍କା ଦେବି

ପ୍ରଥମେ ମତେ କହ କି ସାହାବ ଙ୍କୁ ତୁ କେମିତି ପଟେଇଲୁ

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published.