ଷ୍ଟେଜ ଉପରେ ନାଚି ଲକ୍ଷେ ଟଙ୍କା ଗଣିଲେ Rani Panda, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ସବୁବେଳେ ବିବାଦୀୟ ଘେରାରେ ରହୁଥିବା ରାଣୀ ପଣ୍ଡା ଦଶହରାରେ ନିଜର କମାଲ ଦେଖାଇଛନ୍ତି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ସାଧାରଣତଃ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଯାତ୍ରା ଜଗତରେ ନିଜର ଦବଦବା ଜାରି ରଖିଛନ୍ତି । କୌଣସି କାରଣରୁ ସେ ବିବାଦ ଘେରାରେ ଥିଲେ ଆପଣ ତାହା ଭଲ ଭାବରେ ଜାଣିଛନ୍ତି । ରାଣୀ ଙ୍କ ଫ୍ୟାନ୍ସ ମାନେ ତାଙ୍କୁ ବହୁତ ସନ୍ନମାନ ଦେବା ସହିତ ବହୁତ ଭଲପାଇବା ମଧ୍ୟ ଦେଇ ଆସିଛନ୍ତି ।

କିନ୍ତୁ କିଛି ଲୋକେ ଅଛନ୍ତି ଯେଉଁମାନେ ରାଣୀ ଙ୍କୁ ସବୁବେଳେ ନାନା ପ୍ରକାରର କଥା କହିଥାନ୍ତି । ମାତ୍ର ରାଣୀ କୌଣସି କଥା କୁ କେବେ ମଧ୍ୟ ଖାତିର କରନ୍ତି ନାହିଁ । ଖବର ଅନୁଯାୟୀ ପବିତ୍ର ଦୂର୍ଗା ପୂଜା ଉପଲକ୍ଷେ ଅଭିନେତ୍ରୀ ରାଣୀ ପଣ୍ଡା ଭୁବନେଶ୍ଵର ର ରଶୁଲଗଡ ରେ ଏକ ଷ୍ଟେଜ ପ୍ରୋଗ୍ରାମ ନିମନ୍ତେ ନିମନ୍ତ୍ରିତ ହୋଇ ଯାଇଥିଲେ ।

ସେଠାରେ ସେ ବହୁତ କଥା କହି ଦର୍ଶକ ଙ୍କ ମନ ମୋହିବା ସହିତ ସୁନ୍ଦରତାର ସହିତ ନୃତ୍ୟ ମଧ୍ୟ ପରିବେଷଣ କରିଥିଲେ । ଯାହାକୁ ଦେଖି ଲୋକେ ବହୁତ ପସନ୍ଦ କରିଥିଲେ ଏବଂ ପୂଜା କମିଟି ର ସଦସ୍ୟ ମାନେ ରାଣୀ ଙ୍କୁ ନେଇ କିଛି ଏପରି କହିଥିଲେ ତାହା ଜାଣିଲେ ଆପଣଙ୍କ ଓଠରେ ହସ ଝଲସି ଉଠିବ ଏବଂ ଚିନ୍ତା କରିବେ ଯେ ରାଣୀ ଙ୍କୁ ଷପୋର୍ଟ କରୁଥିବା ତଥା ସନ୍ନମାନ ଦେଉଥିବା ଲୋକେ ଏବେ ମଧ୍ୟ ଅଛନ୍ତି ।

ଆସନ୍ତୁ ତେବେ ଜାଣିନେବା ସେମାନେ କଣ କହିଛନ୍ତି ? ପୂଜା କମିଟି ତରଫରୁ ରାଣୀ ଙ୍କୁ ଅଶେଷ ଅଶେଷ ଶୁଭେଚ୍ଛା ଦେବା ସହିତ କହିଛନ୍ତି କମିଟି କୁ ଆସି ସମସ୍ତଙ୍କୁ ଏଣ୍ଟଟେରମେଣ୍ଟ କରୁଥିବାରୁ ସେମାନେ ବହୁତ ଗର୍ବିତ ଏବଂ ସେ ଜଣେ କଳାକାର ଏବଂ ଯାତ୍ରାରେ ସେ କେଉଁଠି କଣ ବିବାଦୀୟ ଥିଲେ ତାହା କେହି ଜାଣିନାହାନ୍ତି ଯେ ସଂପୂର୍ଣ୍ଣ ଘଟଣା କଣ ?

ମାତ୍ର ତାଙ୍କର ଏତେ ବଡ କମିଟି ଷ୍ଟେଜ ରେ ସେ ଭଲ ପରିବେଷଣ କରିଲେ ଭଦ୍ରତା ସହିତ । ସେମାନେ ଆହୁରି କହିଛନ୍ତି ଯେ ସେ ମଧ୍ୟ ଗୋଟିଏ ଝିଅ ଆମ ଓଡିଶାର ଗୋଟିଏ ଗର୍ବ ତଥା ଗୋଟେ କଳାକାର । ଲୋକେ ତାଙ୍କୁ ଦେଖିବା ନିମନ୍ତେ ବର୍ଷା ରେ ମଧ୍ୟ ଅପେକ୍ଷା କରିଥିଲେ ।

ସେ ଭଲ ପରଫୋର୍ମ କରିବା ସହିତ ଭଲ କଥା ମଧ୍ୟ କହିଛନ୍ତି । ମାତ୍ର ତାଙ୍କୁ କୌଣସି ପଇସା ନ ଦିଆଯାଇ ନିମନ୍ତ୍ରିତ କରାଯାଇଥିଲା । ରାଣୀ ପଣ୍ଡା ଆସନ୍ତା ବର୍ଷ ୧ ଲକ୍ଷ ଟଙ୍କା ଡୋନେସନ କରିଛନ୍ତି ଦୂର୍ଗା ମା’ ଙ୍କ ମୂର୍ତ୍ତି ପାଇଁ ବୋଲି ପୂଜା କମିଟି ସୂଚନା ଦେଇଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *