ସ୍ଟେଜ ସୋ’ରେ ଫୁଲ ଘାଣ୍ଟିଦେଲେ Viral Boy Santanu, ଲୋକ ହେଲେ ଦିବାନା…ଦେଖନ୍ତୁ ଏହି ଭିଡିଓ

ନମସ୍କାର ବନ୍ଧୁଗଣ ତେବେ ଆପଣ ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଥିବା ଲୋକ ରିଆଳିଟି ସୋ ଓଡ଼ିଶା ର ନୂଆ ସ୍ବର ଆପଣ ମାନେ ନିଶ୍ଚୟ ଦେଖିଥିବେ । ତେବେ ଏହି ରିଆଳିଟି ସୋ ଟି ବହୁତ୍ କମ ଦିନ ରେ ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ତେବେ ବନ୍ଧୁଗଣ ଆପଣ ଏହି ରିଆଳିଟି ସୋ ରେ ଆପଣ ମାନେ ଶାନ୍ତନୁ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଓ ଦେଖିଥିବେ ମଧ୍ୟ ।
ତେବେ ଶାନ୍ତନୁ ଏହି ରିଆଳିଟି ସୋ ରେ ନିଜ ସୂ ମଧୁର କଣ୍ଠ ରୁ ବହୁ ସାରା ଗୀତ ଗାଇବା ସହିତ ବହୁତ୍ ସାରା ମଜା ମସ୍ତି କରିଛନ୍ତି ।

ତେବେ ବର୍ତ୍ତମାନ ସମୟ ରେ ଶାନ୍ତନୁ ବେଶ୍ ଲୋକ ପରିଚିତ ହୋଇ ପାରିଛନ୍ତି ମାତ୍ର କିଛି ଦିନ ମଧ୍ୟ ରେ । ତେବେ ବନ୍ଧୁଗଣ ଶାନ୍ତନୁ ଭଲ ଗୀତ ଗାଇବା ସହିତ ଭଲ ଅଭିନୟ ଏବଂ ଭଲ ନାଚ କରି ଜାଣନ୍ତି । ତେବେ ଏହି ରିଆଲିଟି ସୋ କୁ ଆସିବା ପୂର୍ବ ରୁ ସେ ଓଡ଼ିଶା ର ଡ୍ରମେବାଜ୍ ନିଜ ଜବରଦସ୍ତ ଅଭିନୟ ଦେଖାଇ ଥିଲେ । ତେବେ ବର୍ତ୍ତମାନ୍ ସମୟ ରେ ଶାନ୍ତନୁ ସୋସିଆଲ ମିଡିଆରେ ବେସ ଚର୍ଚ୍ଚା ରେ ଅଛନ୍ତି ଓ ସେଥିପାଇଁ ତାଙ୍କୁ ଭାଇରାଲ ବଏ ବୋଲି ମଧ୍ୟ ଡକା ଯାଏ ।

ତେବେ ବର୍ତ୍ତମାନ ସମୟ ରେ ଶାନ୍ତନୁ ବେସ ଲୋକ ପରିଚିତ ହୋଇ ସାରିଛନ୍ତି ଓ ଦର୍ଶକ ମାନେ ମଧ୍ୟ ଶାନ୍ତନୁ ଙ୍କୁ ବେସ ପସନ୍ଦ କରୁଛନ୍ତି । ତେବେ ସୋସିଆଲ ମିଡିଆ ରେ ଗୋଟିଏ ପିଲା ବେସ ଚର୍ଚ୍ଚା ରେ ରହୁଛି ସେ ହେଉଛି ଶାନ୍ତନୁ । ତେବେ ସେ ଆଲବମ ରେ ମଧ୍ୟ ଗୀତ ଗାଇ ସାରିଲେଣି ତେବେ ବର୍ତ୍ତମାନ ସମୟରେ ଶାନ୍ତନୁ ଘରେ ଘରେ ପରିଚିତ ଏବଂ ଲୋକ ପ୍ରିୟ ତେବେ ସେ ବର୍ତ୍ତମାନ ଷ୍ଟେଜ ପୋଗ୍ରାମ ମଧ୍ୟ କରୁଛନ୍ତି ।

ତେବେ ସେ କଳା ପଥର ରେ ଦୋଳ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସେଠାରେ ନିଜର ସୁନ୍ଦର ସୁନ୍ଦର ଗୀତ ଗାଇ ଲୋକ ମାନଙ୍କ ହୃଦୟ କୁ ଜିଣି ବାରେ ସଫଳ ହୋଇ ଥିଲେ । ତେବେ ଲୋକମାନେ ମଧ୍ୟ ଶାନ୍ତନୁ ଙ୍କ ଗୀତ କୁ ଖୁବ ଉପଭୋଗ କରୁଥିଲେ ଏବଂ ପସନ୍ଦ ମଧ୍ୟ କରୁଥିଲେ । ତେବେ ବର୍ତ୍ତମାନ ସବୁଆଡେ ଶାନ୍ତନୁ ଭାଇରାଲ ହେବାରେ ଲାଗିଛନ୍ତି । ସେ ନିଜର ଇଣ୍ଟରଭିୟୁ ମଧ୍ୟ ଦେଉଛନ୍ତି ।

ତେବେ ଶାନ୍ତନୁ ଙ୍କ ସ୍ୱର ର ଯାଦୁ ରେ ସମସ୍ତ ଙ୍କୁ ଦିୱାନା କରିଛି । ପିଲାର ଭିଡ଼ିଓ ଦେଖି ଆପଣ ମାନେ ଜାଣି ପାରିବେ ଏବଂ ତାର ସ୍ୱର ସୁଣିଲେ ଜାଣି ପାରିବେ । ଏହିଥି ପାଇଁ ତାଙ୍କର ଲୋକପ୍ରିୟତା ଓ ଲୋକଙ୍କର ତାଙ୍କ ପ୍ରତି ଥିବା ଆକର୍ଷଣ କୁ ଲକ୍ଷ୍ୟ କରି ତାଙ୍କୁ ଷ୍ଟୁଡିଓ ରେ ଅନେକ ଗୀତ ଗାଇବାର ଅଫର ମଧ୍ୟ ମିଳୁଛି । ଆଉ ତାଙ୍କର ମୁହଁର ଦୁଇ ପଦ ନଟଖଟି କୈତୁକିଆ କଥା ସୁଣିବାକୁ ଅନେକ ଜଣ ତାଙ୍କର ସାକ୍ଷ୍ୟାତ କରିବାକୁ ମଧ୍ୟ ଘରେ ପହଁଚିଜାଉଛନ୍ତି ।

ତେବେ ସେ ଯେଉଁ ଭଳି ଭାବେ ନିଜର ଗୀତ ଗାଉଛନ୍ତି । ବେଶ ଶୃତି ମଧୁର ଏବଂ ହୃଦୟ ଛୁଇଁବା ଭଳି ଲାଗୁଛି । ଜାହାକୁ ସୁଣିବା ପରେ ଖୁସୀ ହେଉଛନ୍ତି ସମସ୍ତେ କାରଣ କେବଳ ଗୀତ ନୁହେଁ ବରଂ ଗୀତ ସାଙ୍ଗକୁ ପିଲାଟିର କଥା ଏବଂ ଅଭିନୟ ମଧ୍ୟ ବହୁତ ଆକର୍ଷଣିୟ ଅଟେ । ତେବେ ଏତେ କମ ବୟସରେ ଏତେ ସଫଳତା ମିଳିବା ବହୁତ ଭାଗ୍ୟ ର କଥା । ତେବେ ଆପଣ ମାନଂକୁ ଶାନ୍ତନୁ କିପରି ଲାଗନ୍ତି ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *