ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶ୍ରୀମନ୍ଦିର ପତିତ ପାବନ ବାନାରେ ବସିଲା ଚିଲ । ମାଡି ଆସୁଛି କି ନୂଆ ବିପତ୍ତି ! ତେବେ ବର୍ତ୍ତମାନର ତାଜା ଖବର ଅନୁଯାଇ ଶ୍ରୀମନ୍ଦିର ନୀଳଚକ୍ର ବାନା ଉପରେ ଚିଲ ବସିଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ତେବେ ଏପରି ଦୃଶ୍ୟ ଦେଖିବା ପରେ ଏହାକୁ ନେଇ ଶ୍ରୀମନ୍ଦିର ପୂଜକ ତଥା ଶ୍ରଦ୍ଧାଳୁ ମାନଙ୍କ ମନରେ ଏକ ବହୁତ ପ୍ରଶ୍ନ ଉଠିଛି ? କାରଣ ଶ୍ରୀକ୍ଷେତ୍ରରେ ପୂର୍ବ କିଛି ଦିନ ତଳେ ଏହିଭଳି ଭାବେ ଶ୍ରୀମନ୍ଦିର ଚାରିପଟେ ଚିଲ ଦଳ ଉଡି ବୁଲୁଥିଲେ ।
ତାପରେ ପରେ ଓଡିଶାରେ ହଟାତ ୨ ଟି ବଡ ବଡ ରେଳ ଦୁର୍ଘଟଣା ଘଟି ଯାଇଥିଲା । ଯେଉଁ ରେଳ ଦୁର୍ଘଟଣାରେ ଶହ ଶହ ଲୋକଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ଅନେକ ଲୋକ ଗୁରୁତର ଭାବେ ଆହତ ହୋଇଯାଇଥିଲେ । ସେବେ ଠାରୁ ହିଁ ଲୋକଙ୍କ ମନରେ ଏକ ଭୟ ରହିଯାଇଛି । ଯେ ଶ୍ରୀମନ୍ଦିର ଆଖପାଖରେ ଚିଲ ବୁଲିଲେ କିମ୍ବା ମନ୍ଦିର ଉପରେ ଆସି ଚିଲ ବସିବା ଦୃଶ୍ୟଟି ଜମାରୁ ମଧ୍ୟ ଶୁଭ ସଂକେତ ନୁହେଁ ।
ତେବେ ପୁରୀ ମନ୍ଦିର ନୀଳଚକ୍ର ଉପରେ ଚିଲ ବସିଥିବାର ଦୃଶ୍ୟ ବର୍ତ୍ତମାନ ସମୟରେ ଲୋକଙ୍କ ମନରେ ଅନେକ କିଛି ଭୟ ସୃଷ୍ଟି କରିଦେଉଛି । କଣ ଏହା ପୁଣି କିଛି ବିପଦର ସଂକେତ ନେଇକରି ଆସୁଛି । ଏପରି ଅନେକ କିଛି କଥା ଲୋକଙ୍କ ମନରେ ଘାରୀ ହେଉଛି । କାରଣ ପୁରୀ ମନ୍ଦିର ଚାରିପଟେ ଚିଲ ବୁଲିବା ହେଉ । କିମ୍ବା ନୀଳ ଚକ୍ର ଉପରେ ଚିଲର ବସିବା । ଏହା କଣ ସତରେ କିଛି ବିପତ୍ତିର ଆଗାମୀ ସୂଚନାକୁ ଇଙ୍ଗିତ କରିଥାଏ ।
ପ୍ରଭୁ ଜଗନ୍ନାଥ ହେଉଛନ୍ତି କୋଟି କୋଟି ଭକ୍ତଙ୍କର ଭଗବାନ । ତାଙ୍କ କୃପା ଥିଲେ, ଓଡିଶା କଣ ସାରା ବିଶ୍ଵରେ ହେବାକୁ ଥିବା ବଡ ବଡ ବିପତ୍ତି ମଧ୍ୟ ଟଳି ଯାଇଥାଏ । ହେଲେ ପୁରୀ ଶ୍ରୀମନ୍ଦିରର ନୀଲଚକ୍ର ଉପରେ ଚିଲ ବସିବାର ଦୃଶ୍ୟକୁ ଦେଖି ପୁରୀ ସେବାୟତ ମାନେ ନିଜର ଏପରି କିଛି ପ୍ରତିକ୍ରିୟା ରଖିଛନ୍ତି । ଯେଉଁଠାରେ ବଡ ବଡ ସେବାୟତ ମାନେ କହିଛନ୍ତି । ଯେ ପୁରୀ ମନ୍ଦିର ଉପରେ ଚିଲ ବସିବା ଅଶୁଭ ସଂକେତ ଅଟେ । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବର ପାଇଁ ଆମ ସହ ଯୋଡି ହୋଇ ରୁହନ୍ତୁ । ଆମ ପେଜକୁ ଲାଇକ୍, କାମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ