ବନ୍ଧୁଗଣ, ସୂଚନା ଅନୁଯାୟୀ ଏସପି ମ୍ୟାଡାମ ନିଜ ପାଦ କୁ ଅଟକାଇ ପାରି ନାହାନ୍ତି । କୁନି କୁନି ପିଲା ଙ୍କ ର ହସ ହସ ମୁହଁ ଦେଖି ମ୍ୟାଡାମ ଙ୍କର ପାଦ ଜେଭଳି ଆପେ ଆପେ ନାଚି ଯାଇଥିଲା । ଏସପି ପିଲା ଙ୍କ ସହିତ ନାଚି ନାଚି ଯେମିତି ଗୋଟିଏ ଅଲଗା ଦୁନିଆରେ ହଜିଯାଇଛନ୍ତି । ତେବ କାର୍ଯ୍ୟ ବ୍ୟସ୍ଥତା ଭିତରେ ପିଲା ଙ୍କ ସହିତ ଏହିଭଳି ହସି, ନାଚି, ଝୁମୀ ଯିବାର ମଜା କିଛି ଅଲଗା ହୋଇଥାଏ । ଏହା ବହୁତ ଶାନ୍ତି ଦେଇଥାଏ ବୋଲି ଏସପି କହିଛନ୍ତି ।
ଏହି ଦୃଶ୍ୟ ଦେଖିଲେ ଆପଣ ମଧ୍ୟ ବୁଝି ପାରିବେ । ତେବେ କିଶୋରୀ ଜାଗୃତି ସପ୍ତାହ ପାଳନ ଉତ୍ସବରେ ଗୀତ ଗଇଛନ୍ତି ନବରଂଗ ପୁରା ଜିଲ୍ଲା ଆରୋକ୍ଷ ଅଧକ୍ଷ୍ୟ ଏସ ସୁଶ୍ରୀ । ନବରଙ୍ଗପୁର ଜିଲ୍ଲା ମିଶନ ହାଣ୍ଡି ପଞ୍ଚାୟତ ର ଏକମ୍ବା ସରକାରୀ ଅଞ୍ଚଳର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କିଶୋରୀ ଜାଗୃତି ସପ୍ତାହ ଅନୁଷ୍ଠିତ ହୋଇଥିଲା ଏବଂ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ନବରଙ୍ଗପୁର ର ଏସପି ଏସ ସୁଶ୍ରୀ ।
କାର୍ଯ୍ୟକ୍ରମ ରେ ନିଜେ ଉପସ୍ଥିତ ରହି କିଶୋରୀ ମାନଙ୍କୁ ନିଜେ ଉତ୍ସାହିତ କରିବା ସହ ନିଜେ ମଧ୍ୟ ଗୀତ ଗାଇଥିଲେ । ଏଥି ସହିତ ନବରଙ୍ଗପୁର ମାଝିଗୁଡା ଠାରେ ଥିବା ଦିନଦୟାଳ ଅନାଥ ଆଶ୍ରମ ରେ ମଧ୍ୟ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେଉଁଠାରେ ପିଲା ମାନଙ୍କ ଗହଣରେ ମିଶି ନାଚିଥିଲେ ଏସପି ମ୍ୟାଡାମ ।
ତେବେ ଏହିଭଳି କାର୍ଯ୍ୟକ୍ରମ କୁ ସମସ୍ତେ ପ୍ରଶଂସା କରିବା ସହିତ ଛାତ୍ର ଛାତ୍ରୀ ମାନେ ମଧ୍ୟ ଅନେକ ଖୁସି ଅଛନ୍ତି ବୋଲି କହିଛନ୍ତି । ତେବେ କୁନି କୁନି ପିଲା ଙ୍କ ଗହଣରେ ମିଶି ତାଙ୍କ ସହିତ ପିଲା ପାଲଟିଯାଇ ନାଚି ଏକା ସହିତ ଭୋଜନ କରି ନିଜ ମନର ଖୁସି କୁ ବ୍ୟକ୍ତ କରିଛନ୍ତି ଏସପି ଏସ ସୁଶ୍ରୀ । ସ୍ଥାନୀୟ ବାସିନ୍ଦା ଏବଂ ବିଦ୍ୟାଳୟ ରେ ଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ଏସପି ମ୍ୟାଡାମ ଙ୍କ ପ୍ରଶଂସା କରିଥିଲେ ।
ନିଜ ମଧ୍ୟରେ ଭେଦ ଭାବ ନ ରଖି ସମସ୍ତଙ୍କ ମଧ୍ୟରେ ଖୁସି ର ବାତାବରଣ ଆଣିପାରିଥିଲେ ଏସପି ମୋହଦୟା । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।