South ଫିଲ୍ମରେ ସବୁଠୁ ଅଧିକ Fees ନିଅନ୍ତି ଏହି 5 ଲୋକପ୍ରିୟ Actress, ନଂ 1 ଙ୍କ ଫୀସ କେତେ ଜାଣିଲେ ଆପଣ ଚମକି ପଡିବେ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜଣାଇଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସାଉଥର କିଛି ସୁନ୍ଦରୀ ଅଭିନେତ୍ରୀଙ୍କ ଫିସ ବିଷୟରେ କହିବାକୁ ଯାଉଛୁ । ଏହି ଅଭିନେତ୍ରୀ ମାନେ ଗୋଟେ ଫିଲ୍ମ ପାଇଁ କେତେ ଟଙ୍କା ଚାର୍ଜ କରନ୍ତି ଆସନ୍ତୁ ଜାଣିବା ।


ଅନୁସ୍କା ସେଟି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଅନୁସ୍କା ସେଟି । ଅନୁସ୍କା ନିଜ ଜବରଦସ୍ତ ଅଭିନୟ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଅନୁସ୍କା ଜଣେ ତେଲୁଗୁ ଅଭିନେତ୍ରୀ ଅଟନ୍ତି ଓ ସେ ଗୋଟେ ଫିଲ୍ମ କରିବା ପାଇଁ 2.5 ରୁ 3 କୋଟି ଟଙ୍କା ଚାର୍ଜ କରନ୍ତି ।

ପ୍ରିୟମଣି- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ପ୍ରିୟମଣି । ଆପଣ ମାନେ ସମସ୍ତେ ଅନେକ ସୁପର ହିଟ ଫିଲ୍ମରେ ପ୍ରିୟମଣିଙ୍କୁ ଦେଖିଥିବେ । ପ୍ରିୟମଣି ଜଣେ ତାମିଲ ଅଭିନେତ୍ରୀ ଅଟନ୍ତି । ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ପ୍ରିୟମଣି ଗୋଟେ ଫିଲ୍ମ ପାଇଁ 2.5 ରୁ 3 କୋଟି ଟଙ୍କା ଚାର୍ଜ କରନ୍ତି ।

କାଜଲ ଅଗ୍ରୱାଲ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ସାଉଥର ଜଣାଶୁଣା ଅଭିନେତ୍ରୀ କାଜଲ ଅଗ୍ରୱାଲ । ମୁମ୍ବାଇ ମହରାଷ୍ଟ୍ରରେ ଜନ୍ମ ଗ୍ରହଣ କରିଥିବା କାଜଲ ଅଗ୍ରୱାଲ ସାଉଥ ସହ କେତେକ ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ତାଙ୍କ ସୁନ୍ଦରତା ଓ ଅଭିନୟକୁ ଲୋକମାନେ ବେସ ପସନ୍ଦ କରନ୍ତି । କାଜଲ ଗୋଟେ ଫିଲ୍ମ ପାଇଁ 1 ରୁ 1.5 କୋଟି ଟଙ୍କା ଚାର୍ଜ କରନ୍ତି ।

ସାମନ୍ଥା- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ସାମନ୍ଥା । ସାମନ୍ଥା ସାଉଥ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ସାମନ୍ଥା ଅନେକ ସୁପର ହିଟ ଫିଲ୍ମରେ କାମ କରିଛନ୍ତି । ବନ୍ଧୁଗଣ ସାମନ୍ଥା ଗୋଟେ ଫିଲ୍ମ କରିବା ପାଇଁ 1 କୋଟି ଟଙ୍କା ଚାର୍ଜ କରନ୍ତି ।

ହଂସିକା ମୋଟବାନୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ହଂସିକା ମୋଟବାନୀ । ହଂସିକା ନିଜ କାରିୟରର ଆରମ୍ଭ ପ୍ରଥମେ ଏକ ଶିଶୁ କଳାକାର ରୂପେ କରିଥିଲେ । ସେ ବଲିଉଡରେ ନିଜର ଡେବ୍ୟୁ କରିଥିଲେ ମଧ୍ୟ ସାଉଥ ଅଭିନେତ୍ରୀ ରୂପେ ପରିଚିତ । ତାଙ୍କ ଲୋକପ୍ରିୟତା ବେସ ଅଧିକ ରହିଚି ଓ ସେ ଅନେକ ସୁପର ହିଟ ଫିଲ୍ମରେ କାମ କରିଛନ୍ତି । ହଂସିକା ଗୋଟେ ଫିଲ୍ମ ପାଇଁ 75 ରୁ 1 କୋଟି ଟଙ୍କା ଚାର୍ଜ କରନ୍ତି ।

Leave a Reply

Your email address will not be published. Required fields are marked *