‘ମୋତେ ଲକ୍ଷେ ଟୋକା ପ୍ରପୋଜ କରିଛନ୍ତି, ହେଲେ ମୁଁ…’ ନିଜ ଜୀବନର କିଛି ଅକୁହା କଥା କହିଦେଲେ ଯାତ୍ରା ହିରୋଇନ Soni, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେଶ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଲୋକପ୍ରିୟ ଯାତ୍ରା ଅଭିନେତ୍ରୀ ସୋନିଙ୍କ ବିଷୟରେ କହିବାକୁ ଯାଉଛୁ । ସୋନି ନିଜ ଜବରଦସ୍ତ ଡ୍ୟାନ୍ସ ଓ ଅଭିନୟ ଦ୍ଵାରା ଯାତ୍ରା ଜଗତରେ ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକ ପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ତେବେ ଗତ କିଛି ଦିନ ତଳେ ସୋନି ଏକ ସାକ୍ଷାତ୍କାରରେ ନିଜ ଲଭ ଲାଇଫ ବିଷୟରେ କହିଥିଲେ ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତେବେ ସୋନି ନିଜ ଇନ୍ଟର୍ଭିୟୁ ରେ କହିଛନ୍ତି କି ମୋ ଜୀବନରେ ଜଣଙ୍କୁ ଭଲ ପାଇଛି । ଏମିତି କେଉଁ ଝିଅ ନାହିଁ ଯେ କହିବ ମୋ ସ୍ପର୍ଶରେ ପୁଅ ଆସିନି ଆଉ ଏମିତି କେଉଁ ପୁଅ ନାହିଁ ଯାହାର ସ୍ପର୍ଶରେ କେଉଁ ଝିଅ ଆସିନି’ ।

ଆଗକୁ ସେ କହିଛନ୍ତି-‘ମୋ ଲାଇଫରେ ବି ଜଣେ ଆସିଥିଲେ ହେଲେ ଏବେ ଏଣ୍ଡ । ଘରେ ଯେଉଁଠି ଚଏସ କରିବେ ସେଠି ବିବାହ କରିବି । ତେବେ ରୂପ ଯୌବନ ଚିର ସ୍ଥାୟୀ ନୁହେଁ ସେମିତି ଟଙ୍କା, ଘର ଦ୍ଵାରା ଓ ବ୍ୟାଙ୍କ ବାଲାନ୍ସ ମଧ୍ୟ ଚିର ସ୍ଥାୟୀ ନୁହେଁ । ଆଜି ମୁଁ ଏଇ ଲେବୁଲରେ ଅଛି କାଲି ମୁଁ ଥାଳି ଧରି ଭିକ ମାଗିପାରେ । ତେଣୁ ମୁଁ ଲାଇଫରେ ଭାବିନି ଆଗକୁ କଣ କରିବି କଣ ହେବି ଏବେ ଯାହା ଅଛି ମଣିଷ ଦିନେ ଜନ୍ମ ଦିନେ ମରଣ’ ।

ତେବେ ମଣିଷ ଜୀବନ ସବୁବେଳେ ହସ ଆଉ ଅନ୍ୟଙ୍କୁ ବି ହସାଅ କାହାକୁ ଦୁଃଖ ଦିଅନି । ଏବେ ମୋତେ ଲାଗୁଛି ମୋତେ ଲକ୍ଷେ ପରେ ପ୍ରପୋଜ କଲେଣି । କିନ୍ତୁ ମୋର ଇଣ୍ଟରେଷ୍ଟ ନାହିଁ ଲଭ ପାଇଁ । ଯେଉଁଠି ବି ଆମର ସ୍ଟେଜ ପର୍ଫରମାନ୍ସ ହୁଏ ସେଇଠି ୭/୮ ଜଣ ଆସନ୍ତି କୁହନ୍ତି ମ୍ୟାଡମ ସେଲଫି ନେବୁ, ମ୍ୟାଡମ ଅଟୋଗ୍ରାଫ ଦିଅନ୍ତୁ ।

ବହୁତ ଖୁସି ଲାଗେ ନିହାତି ମୁଁ କେଉଁ ଜନ୍ମରେ କଣ କରିଥିଲି ମୋ ବାପାଙ୍କ ଆଶୀର୍ବାଦ ଆପଣ ମାନଙ୍କ ଭଲ ପାଇବା ମୋର ମେହେନତ’ ଆଗକୁ ସେ କହିଛନ୍ତି-‘ଦର୍ଶକ ମାନଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ ଯେହେତୁ ଆପଣ ମାନେ ମୋତେ ସେତିକି ଭଲ ପାଇବା ନ ଦେଇଥିଲେ ମୁଁ ଏଠି ପହଞ୍ଚି ନ ଥାନ୍ତି । ତେବେ ସୋନି ଯାତ୍ରା ଜଗର ର ଲୋକ ପ୍ରିୟ ଗାୟିକ ବିଜୟ କୁମାର ଙ୍କ ମାଧ୍ୟମ ରେ ସେ ଜଲିଉଡ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ ।

ତେବେ ସେ କୋଣାର୍କ ଗଣନାଟ୍ଯ ରେ ଲିଡ ଡ୍ୟାନ୍ସର ଭାବେ ନିଜ କ୍ଯାରିୟର ଆରମ୍ଭ କରିଥିଲେ । ତେବେ ସବୁଠାରୁ ବଡ କଥା ହେଲା ଯେ ସେ ବର୍ତ୍ତମାନ ମଧ୍ୟ ସେହି କୋଣାର୍କ ଗଣନାଟ୍ୟ ରେ ନିଜ ନାଚ ଜାରି କରିଛନ୍ତି । ତେବେ ସେ କହିଛନ୍ତି କି ତାଙ୍କ କ୍ୟାରିୟର କୋଣାର୍କ ଆରମ୍ଭ କରିଛନ୍ତି ଓ ସେହି ଗଣନାଟ୍ୟ ରେ ନିଜ କ୍ଯାରିୟର ଶେଷ କରିବେ । ତେବେ ସେ ତାଙ୍କ ଜୀବନ ରେ ବହୁତ ପରିଶ୍ରମ କରିଛନ୍ତି ଓ ବର୍ତ୍ତମାନ ମଧ୍ୟ କରୁଛନ୍ତି । ତେବେ ଓଡିଆ ଚଳଚିତ୍ର ଦୁନିଆ ରେ ଅଭିନୟ କରିବାକୁ ସୁଯୋଗ ମିଳିଥିଲେ ମଧ୍ୟ ଅଭିନୟ କରି ନ ଥାନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *