‘ଆଜିକାଲି ପଇସା ଯଉଠି, ଟୋକି ସେଇଠି…ସୋନାଲିର ପଇସା ବାଲା ବଏଫ୍ରେଣ୍ଡ ତାକୁ…’ ଦେଖନ୍ତୁ କେମିତି ମିଡିଆ ସାମ୍ନାରେ Sonali ଉପରେ ବର୍ଷିଲେ Rani Panda, ଆଉ ଯାହା ସବୁ କହିଲେ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମାଜ ରେ ଏତେ ପ୍ରକାର ଘଟଣା ଘଟିଛି ଯାହା ଭାବି ହେବ ନାହିଁ । ପ୍ରତ୍ୟେକ ଦିନ ପ୍ରତ୍ୟେକ ମୁହୂର୍ତ୍ତ ରେ କିଛି ନା କିଛି ଘଟଣା ଘଟୁଛି । ଆପଣ ମାନେ ଜାଣିଥିବେ ପ୍ରେମ ପାଇଁ ବହୁତ୍ ଜଣ ନିଜ ଜୀବନ ଦେଇ ଦେଇଛନ୍ତି ଏବଂ ନେଇ ଯାଇଛନ୍ତି ମଧ୍ୟ । ଏବେ ସବୁ ଦିନ ସୌମ୍ୟ ଏବଂ ସୋନାଲି ଙ୍କ ପ୍ରେମ ସମ୍ପର୍କ କୁ ନେଇ ଚର୍ଚ୍ଚା ଲାଗି ରହିଛି । ସୋନାଲି ଙ୍କ ପାଇଁ ସୌମ୍ୟ ଆତ୍ମହତ୍ୟା କରିଛନ୍ତି । ସବୁଦିନ ସୋସିଆଲ ମିଡ଼ିଆ ବିଭିନ୍ନ ଫୋଟ ଏବଂ ଅଡିଓ ମଧ୍ୟ ଶୁଣିବାକୁ ମିଳୁଛି ।

ତେବେ ଆପଣ ମାନେ ଜାଣିଥିବେ ସୌମ୍ୟ ଏବଂ ସୋନାଲି ପରଷ୍ପର କୁ ପ୍ରେମ କରିଥିଲେ । ବିବାହ ପାଇଁ ମଧ୍ୟ ଯୋଜନା କରିଥିଲେ । ଉଭୟ ଉଭୟ ଙ୍କ ପରିବାର ସହ ମଧ୍ୟ ମିଶିଥିଲେ । ହେଲେ ଏତେ ସବୁ ପରେ ମଧ୍ୟ ଉଭୟ ଏକ ହୋଇ ପାରିଲେ ନାହିଁ । ଯେଉଁ ପୁଅ ଦିନେ ବର ବେଶ ରେ ବାହା ହେବାକୁ ଯାଇଥାନ୍ତା ସେ କୋକେଇ ରେ ମଶାଣି କୁ ଚାଲି ଗଲା । ଏହି ଦୁଃଖ ଖବର ଶୁଣି ସମସ୍ତେ ବିଭିନ୍ନ ମତ ଦେଉଛନ୍ତି ।

ବହୁତ୍ ଜଣ ସୌମ୍ୟ ଙ୍କ ନ୍ୟାୟ ଦାବି ରେ ଆଗକୁ ଆସୁଛନ୍ତି । ସୌମ୍ୟ ଙ୍କ ପରିବାର ବହୁତ୍ ଦୁଃଖ ରେ ଭାଙ୍ଗି ପଡିଛନ୍ତି । କେହି ବି ବିଶ୍ୱାସ କରି ପାରୁ ନାହାଁନ୍ତି ଏହି ପରି କିଛି ଘଟିଛି ବୋଲି । ଏବେ ସୋସିଆଲ ମିଡ଼ିଆ ରେ ପ୍ରତିଦିନ ସେହି ଖବର ଦେଖିବାକୁ ମିଳୁଛି । ତେବେ ତାହାକୁ ନେଇ ବର୍ତ୍ତମାନ ମୁହଁ ଖୋଲିଛନ୍ତି ଆଲବମ କୁଇନ ରାଣୀ ପଣ୍ଡା । ତେବେ ରାଣୀ ପଣ୍ଡା ବର୍ତ୍ତମାନ କହିଛନ୍ତି କି ପ୍ରେମ ର ମହତ୍ତ୍ଵ ଆଜି କାଲି ର ଛୁଆ ମାନେ ବୁଝି ପାରୁ ନାହାଁନ୍ତି ।

ତେବେ କିଛି ଝିଅ ମାନେ ସବୁବେଳେ ଯେଉଁଠି ଅଧିକ ପଇସା ସେଇଠାକୁ ପଳେଇବେ । ପଇସା ସବୁ କିଛି ତାଙ୍କ ପାଇଁ ପ୍ରେମ ର ମୂଲ୍ୟ କିଛି ନାହିଁ । ତେବେ ସେ ଏହା ମଧ୍ୟ କହିଛନ୍ତି କି ମୋ ପାଖରେ ବି ପଇସା ଵାଲା ପିଲା ଆସୁଛନ୍ତି କିନ୍ତୁ ଭଲପାଇବା ପଇସା ଦେଖି ହୁଏ ନାହିଁ ହୃଦୟ ରୁ ହୋଇଥାଏ । ତେବେ ମୋତେ ବି ଧମକ ମିଳୁଛି କିନ୍ତୁ ମୁଁ କାହାକୁ ଚିତା କାଟି ଧନୀ ହେବାକୁ ଚାହିଁ ନାହିଁ । ଯଦି ମୁଁ ମରିବି ତେବେ କିମ୍ବା ଆତ୍ମହତ୍ୟା କରିବି ତା ପୂର୍ବରୁ ସବୁ କାରଣ ଏବଂ ଦୋଷୀ ର ନାଁ ଲେଖିକି ଯିବି ।

ତେବେ ସୋନାଲି କୁ ନିବେଦନ କରୁଛି ସେ ମିଡ଼ିଆ ଆଗରେ ଆସି ନିଜର କଥା ସଫେଇ ଦିଅନ୍ତୁ ଯଦି ନ ଆସିବେ ତେବେ ଆମେ ସବୁ ତାଙ୍କ ଘର ପାଖକୁ ଯିବାକୁ ବାଧ୍ୟ ହେବୁ । ତେବେ ସୋନାଲି ସାରସ୍ୱତ ବଳରେ ଏପର୍ଯ୍ୟନ୍ତ ଚୁପ ହୋଇ ରହିଛି ଯଦି ସେ ମୁହଁ ନ ଖୋଲେ ତେବେ ପରେ ରାଣୀ ପଣ୍ଡା କୁ ଦୋଷ ଦେବ ନାହିଁ । ତେବେ ଶେଷ ରେ ସେ କହିଛନ୍ତି କି ଭଲ ପାଉଛ ଯଦି ହୃଦୟ କୁ ଭଲ ପାଅ କାହାର ପଇସା କୁ ନୁହେଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *