ହିରୋଇନ Somalin ଙ୍କ ଶାଶୁ ବୋଲନ୍ତି ବଢିଆ ଗୀତ, ଦେଖନ୍ତୁ Live ଭିଡିଓ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣି ଥିବେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଗତ କିଛି ଦିନ ହେବ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରହୁଛନ୍ତି । ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ସୋମାଲିନ । ଆପଣ ମାନେ ସମସ୍ତେ ସୋମାଲିନଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ ।

ସୋମାଲିନ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ତେବେ ବନ୍ଧୁଗଣ ଗତ କିଛି ଦିନ ତଳେ ସୋମାଲିନ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେ ନିଶୀଥ ନାୟକ ନାମକ ଏକ ଯୁବକଙ୍କ ସହ ବିବାହ କରିଛନ୍ତି । ବନ୍ଧୁଗଣ ବିବାହ ପୂର୍ବରୁ ବି ସୋମାଲିନ ନିଜ ସ୍ଵାମୀଙ୍କ ସହ ଅନେକ ଥର ସୋ-ସି-ଆ-ଲ ମି-ଡି-ଆରେ ନଜର ଆସିଛନ୍ତି ।

ବିବାହ ପରେ ସୋମାଲିନ୍ ପ୍ରଥମ ଥର ପାଇଁ ନିଜ ଶାଶୁଙ୍କ ସହ ଲାଇଭ ଆସିଛନ୍ତି । ଏହି ଲାଇଭ ଭିଡିଓରେ ସୋମାଲିନ୍ ନିଜ ଶାଶୁଙ୍କ ବିଷୟରେ ଏପରି କିଛି କଥା କହୁଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସୋମାଲିନଙ୍କର ସେହି ଲାଇଭ ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଏହି ଲାଇଭ ଭିଡିଓରେ ସୋମାଲିନ୍ ତାଙ୍କର ଜଣେ ସାଙ୍ଗଙ୍କ ସହ କଥା ହେଉଥିବାର ନଜର ଆସୁଛନ୍ତି । କଥା ହେବା ପରେ ସୋମାଲିନ୍ ଙ୍କ ମା ତାଙ୍କୁ ଖୁଆଉ ଛନ୍ତି । ସୋମାଲିନ୍ ଲାଇଭ ଭିଡିଓରେ କହୁଛନ୍ତି, ତାଙ୍କ ଶାଶୁ ବହୁତ ଭଲ ଗୀତ ଗାନ୍ତି ଏହା ଶୁଣିବା ପରେ ତାଙ୍କ ସାଙ୍ଗ କହୁଛନ୍ତି, ସୋମାଲିନ୍ ଓ ତାଙ୍କ ଶାଶୁଙ୍କୁ ଏକା ସହ ଗୋଟେ ଗୀତ ଗାଇବା ପାଇଁ ।

ସେହି ସମୟରେ ସୋମାଲିନ୍ ଙ୍କ ଶାଶୁ ଲାଇଭ ଭିଡିଓକୁ ଆସୁଛନ୍ତି ଓ ଗୀତ ଗାଇବା ବିଷୟରେ କହୁଛନ୍ତି । ସୋମାଲିନ୍ ଶାଶୁଙ୍କ ମତରେ, ସେ ଏହି ଲାଇଭ ଭିଡିଓରେ ଗୀତ ଗାଇ ଦେଖାଇ ଥାନ୍ତେ ହେଲେ ତାଙ୍କ ତଣ୍ଟି ବସି ଯାଇଛି । କିନ୍ତୁ ବନ୍ଧୁଗଣ ସୋମାଲିନ୍ ତାଙ୍କ ଶାଶୁ ସହ ମିଶି ଏକ ବଡ ଯୋଜନା କରୁଥିବାର ଜଣା ପଡୁଛି । ତା ହେଲେ ଆପଣ ମାନଙ୍କୁ ଏହି ଲାଇଭ ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *