Live ଭିଡିଓ ରେ ସ୍ବାମୀଙ୍କ ସହିତ Somalin କଲେ ଏମିତି କାମ, ଦେଖିଲେ ଆଶ୍ଚର୍ଯ୍ୟ ହେବେ ଆପଣ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଓଡିଆ ଇଣ୍ଡଷ୍ଟ୍ରୀ ରେ ଏଭଳି ଅନେକ ତାରକା ଙ୍କର ବିବାହ ଚର୍ଚ୍ଚାରେ ରହି ଆସିଛି । ଆଜି ଆମ୍ଭେ ଆପଣ ମାନଙ୍କୁ ଜାଙ୍କଲିନ ଙ୍କ ଭଉଣୀ ସୋମାଲିନ ଙ୍କ କଥା କହିବାକୁ ଯାଉଅଛୁ । ନିକଟରେ ସୋମାଲିନ ଙ୍କ ବିବାହ ସମାପ୍ତ ହୋଇ ସାରିଛି । ଜାଙ୍କଲିନ ସୋମାଲିନ ଙ୍କ ବଡ ଭଉଣୀ ଅଟନ୍ତି । ଜାଙ୍କଲିନ ଙ୍କ ବିବାହ ପରେ ବର୍ତ୍ତମାନ ସୋମାଲିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।


ସୋମାଲିନ ଙ୍କ ବିବାହ ବହୁତ ଧୂମ ଧାମରେ ଆୟୋଜନ କରାଯାଇଥିଲା । ତେବେ ବିବାହ ରେ ମେହେନ୍ଦି ଠାରୁ ଆରମ୍ଭ କରି ସଙ୍ଗୀତ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଉତ୍ତମ ଭାବରେ ସମାପ୍ତ ହୋଇଥିଲା । ତେବେ ବିବାହ ପରେ ପ୍ରଥମ ଥର ପାଇଁ ନିଜ ସ୍ୱାମୀ ନିଶିତ ଙ୍କ ସହ ଲାଇଭ ଆସିଥିଲେ ଏବଂ ନିଜ ଫ୍ୟାନ ମାନଙ୍କ ସହ ଖୁବ କଥା ମଧ୍ୟ ହୋଇଥିଲେ । ତେବେ ଆସନ୍ତୁ ଜାଣିନେବା ସେ ଲାଇଭ ଭିଡିଓ ରେ ଆସି ନିଜ ଫ୍ୟାନ ମାନଙ୍କ ସହ କଣ କଥା ହୋଇଥିଲେ ।

ତେବେ ସୋମାଲିନ ଜଣେ ଜଣାଶୁଣା ଏବଂ ଜଣେ ପ୍ରସିଦ୍ଧି ଚେହେରା ଓଲିଉଡ ଇଣ୍ଡଷ୍ଟ୍ରୀ ର । ତେବେ ସେ ନିଜର ସୁନ୍ଦରତା ଏବଂ ଅଭିନୟ ରେ ଲୋକ ମାନଙ୍କ ହୃଦୟ ରେ ଘର କରି ପାରିବାରେ ସକ୍ଷମ ହୋଇ ପାରିଥିଲେ । ତେବେ ସେ ବର୍ତ୍ତମାନ ବିବାହ କରି ସାରିଛନ୍ତି ନିଶିତ ନାୟକ ଙ୍କୁ ଏବଂ ବିବାହ ପରେ ସେ ପ୍ରଥମ ଥର ନିଜ ଇଂଷ୍ଟାଗ୍ରାମ ରେ ଲାଇଭ ଆସିଥିଲେ ନିଜ ସ୍ୱାମୀ ଙ୍କ ସହ । ତେବେ ସେହି ଲାଇଭ ଭିଡିଓ ରେ ସେ ଖୁବ ଖୁସି ଥିବାର ନଜର ଆସିଥିଲେ ।

ତେବେ ସେ ନିଶିତଙ୍କ ଗାଲ ଚିପି ତାଙ୍କୁ ଟେଡି ବୀୟର ବୋଲି କହୁଥିଲେ ଏବଂ ଏହା ମଧ୍ୟ କହୁଥିଲେ କି ମୋର ପାଣ୍ଡା ଦରକାର ହେଲେ ମୋତେ ଦେଉ ନାହାନ୍ତି । ତେବେ ନିଶିତ ଉତ୍ତର ଦେଇଥିଲେ କି ମୁଁ ଥାଉ ଥାଉ ପାଣ୍ଡା କଣ ଦରକାର । ଏହା ସହ ତାଙ୍କ ଫ୍ୟାନ ମାନେ ତାଙ୍କ ବିବାହ ପାଇଁ ଶୁଭକାମନା ଦେବା ସହ ସେ ନିଜ ଜୀଵନ ରେ ସୁଖରେ ଶାନ୍ତି ରେ ଏବଂ ଖୁସିରେ ରୁହନ୍ତୁ ବୋଲି ମଧ୍ୟ ଶୁଭେଚ୍ଛା ଦେଇଥିଲେ ।


ଏହା ସହ ଜଣେ ଫ୍ୟାନ କହିଥିଲେ କି ସୋମାଲିନ ବିବାହ କରିଦେଲେ କିନ୍ତୁ ଓଡ଼ିଶାର କେତେ ପୁଅ ଙ୍କ ହୃଦୟ ଭାଙ୍ଗି ଯାଇଛି । ତେବେ ନିଶିତ କହିଥିଲେ କି ଭଲ କଥା ନା ମୋତେ ସମସ୍ତେ ଜେଲସି କରିବେ ମୋତେ ବହୁତ ମଜା ଲାଗିବ । ତେବେ ଆଉ ଜଣେ ଫ୍ୟାନ ପଚାରିଥିଲେ କି ଏହା ଲଭ ମ୍ୟାରେଜ ନା ଆରେଞ୍ଜ ମ୍ୟାରେଜ । ତେବେ ସେ କହିଥିଲେ କି ଏହା ସମ୍ପୂର୍ଣ୍ଣ ଆରେଞ୍ଜ ମ୍ୟାରେଜ । ତେବେ ପ୍ରଥମ ଗିଫ୍ଟ କଣ ମିଳିଛି ପଚାରିବାରୁ ସେ ଏକ ସ୍ପିକର ମିଳିଛି ବୋଲି କହିଥିଲେ ।

ତେବେ ନିଶିତ ଙ୍କୁ କଣ ଗିଫ୍ଟ ମିଳିଛି ପଚାରିବାରୁ ସେ ଉତ୍ତର ରେ କହିଥିଲେ କି ମୁଁ ନିଜେ ହିଁ ଗୋଟିଏ ଗିଫ୍ଟ ତାଙ୍କ ପାଇଁ ଆଉ କଣ ଗିଫ୍ଟ ଦେବି । ତେବେ ଏହି କଥାରେ ନିଶିତ ମଧ୍ୟ ହଁ କହିଥିଲେ । ତେବେ ଏହି ପରି ଭାବରେ ସେ ନିଜର ଲାଇଭ ଭିଡିଓ ରେ ନିଜ ଫ୍ୟାନ ମାନଙ୍କ ସହ କଥା ହୋଇଥିଲେ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *