ଅଷ୍ଟମଙ୍ଗଳାରେ ବାପ ଘରକୁ ଯାଇ କଣ ସବୁ କାଣ୍ଡ କଲେ Somalin, ଦେଖିଲେ ହସି ହସି ଗଡିବେ ଆପଣ ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ଓଲିଉଡ ହେଉ କିମ୍ବା ବଲିଉଡ ସବୁଆଡେ ବାହାଘରର ସମାହାର ଚାଲିଛି । ତେବେ ଏଇ କିଛି ଦିନ ତଳେ ଓଲିଉଡ ଜଗତର ଲୋକପ୍ରିୟ ଅଭିନେତ୍ରୀ ସୋମାଲିନ ପରିଡା ଙ୍କ ବିବାହ ହୋଇଥିଲା । ତେବେ ଆଜିର ଏହି ସୋସିଆଲ ମିଡ଼ିଆ ଯୁଗରେ ସେଲିବ୍ରେଟି ମାନଙ୍କ ଲୋକପ୍ରିୟତା ବେଶ ଅଧିକ । ଯେହେତୁ ସେଲିବ୍ରେଟି ମାନଙ୍କ ଦୈନିକ ଜୀବନ ଚର୍ଯ୍ୟା,ଷ୍ଟାଇଲ, ଫ୍ୟାସନ ଆଚାର, ବ୍ୟବହାର ଆଦି ସାଧାରଣ ଲୋକଙ୍କ ଠାରୁ ସମ୍ପୂର୍ଣ୍ଣ ଭାବେ ଭିନ୍ନ ।

ତେଣୁ ସେମାନଙ୍କର ଲୋକପ୍ରିୟତା ଖୁବ ଅଧିକ । ଏମିତିକି ଲୋକ ମାନେ ସେଲିବ୍ରେଟି ମାନଙ୍କ ମଧ୍ୟରୁ ଯାହାକୁ ନିଜର ଆଦର୍ଶ ରୂପେ ମଧ୍ୟ ମାନି ନେଇଥାନ୍ତି । ତେବେ ଅଭିନେତ୍ରୀ ସୋମାଲିନ ଙ୍କ ବିବାହ କୁ ନେଇ ମଧ୍ୟ ବର୍ତ୍ତମାନ ଖୁବ ଚର୍ଚ୍ଚା ଚାଲିଛି । ତେବେ କିଛି ମାସ ତଳେ ଯାଜପୁର ରୋଡ଼ ପାଖରେ ସ୍ଥିତ ଏକ ମନ୍ଦିର ରେ ସୋମାଲିନ ଙ୍କର ଯାଜପୁର ଜିଲ୍ଲାର ପାଣିକୋଇଲି ଗ୍ରାମ ନିବାସୀ ନୀଶିତ ନାୟକ ଙ୍କ ସହ ନିର୍ବନ୍ଧ ହୋଇଥିଲା ।

ତେବେ ତା ପରେ ତାଙ୍କର ବିବାହ ର ଭିଡିଓ ସବୁ ମଧ୍ୟ ଭାଇରାଲ ହୋଇଥିଲା । ତେବେ ହଳଦୀ ମେହେନ୍ଦୀ ଠାରୁ ଆରମ୍ଭ କରି ବାହାଘର ବେଦୀ ଏବଂ ବିଦାୟୀ ପର୍ଯ୍ୟନ୍ତ ସବୁ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇଥିଲା । ତେବେ ସେହି ସବୁ ଭିଡ଼ିଓ ରେ ସୋମାଲିନ ବହୁତ ଖୁସି ଥିବାର ମଧ୍ୟ ନଜର ଆସୁଛନ୍ତି । ଏହା ସହ ସେ ସବୁ ରସମ ରେ ଭାଗ ନେଇଥିଲେ ଏବଂ ମଜା ମସ୍ତି ମଧ୍ୟ କରୁଥିଲେ ।

ତେବେ ବିବାହ ପରେ ସେ ନିଜର ଶାଶୂ ଘରେ ସୋସିଆଲ ମିଡ଼ିଆ ରେ ନିଶିତ ଙ୍କ ସହ ଲାଇଭ ଆସି ନିଜର ଫ୍ୟାନ ମାନଙ୍କ ସହ କଥା ବାର୍ତା ହୋଇଥିଲେ ଏବଂ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଜଣାଇ ଥିଲେ । ତେବେ ବର୍ତ୍ତମାନ ସେ ନିଜର ଅଷ୍ଟମଙ୍ଗଳା ପାଇଁ ବାପ ଘରକୁ ଆସିଛନ୍ତି ଏବଂ ନିଜ ଘରେ ଆସି କିପରି କଣ ରାନ୍ଧୁଛନ୍ତି ଏହା ସହ ସେଠାରେ ଜ୍ୟାକଲିନ ମଧ୍ୟ ଉପସ୍ଥିତ ଥିଲେ ଏବଂ ଦୁଇ ଭଉଣୀ କିପରି କଣ ମସ୍ତି କରୁଛନ୍ତି ସବୁର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳୁଛି ।


ଏହା ସହ ଘରକୁ ନୂଆ ଜ୍ୱାଇଁ ପୁଅ ନିଶିତ ଙ୍କ ର ମଧ୍ୟ ଖୁବ ସୁନ୍ଦର ଭାବରେ ସ୍ୱାଗତ କରାଯାଇ ଥିଲା ଏବଂ ତାଙ୍କର ଖାଇବା ପିଇବା ର ମଧ୍ୟ ଖୁବ ଧ୍ୟାନ ନିଆ ଯାଇଥିଲା । ସୋମାଲିନ ନିଜ ପରିବାର ସଦସ୍ୟ ମାନଙ୍କ ସହ ଖୁବ ଫୋଟୋ ମଧ୍ୟ ଉଠାଇ ଥିଲେ ଏବଂ ବହୁତ ଖୁସି ମଧ୍ୟ ଥିଲେ । ତେବେ ବର୍ତ୍ତମାନ ଏହି ସବୁ ର ଖବର ବର୍ତ୍ତମାନ ସୋସିଆଲ ମିଡ଼ିଆ ତଥା ଫେସବୁକ,ଇଂଷ୍ଟାଗ୍ରାମ ଏବଂ ୟୁଟିୟୁବ ରେ ଦେଖିବାକୁ ମିଳିଯାଉଛି ।

ତେବେ ଆଶା କରୁଛି ଏହି ଲେଖା ଆପଣ ଙ୍କୁ ପସନ୍ଦ ଆସିଥିବ ତେବେ ନିଜର ମତାମତ ଆମକୁ ନିଶ୍ଚିତ ଭାବରେ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *