ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନ ରେ କିଛି ଏଭଳି କାର୍ଯ୍ୟ କରିଥାଏ ଯାହାଦ୍ୱାରା ପରବର୍ତ୍ତୀ ସମୟରେ ସେ ସେହି କାର୍ଯ୍ୟ ର ଫଳ ଭୋଗ କରିଥାଏ । ଶାସ୍ତ୍ର ଅନୁସାରେ ସବୁ କାର୍ଯ୍ୟ ର ସଠିକ ସମୟ ଏବଂ ସଠିକ ଉପାୟ ରହିଥାଏ । ସମୟ ହିସାବରେ ହିଁ କୌଣସି କାର୍ଯ୍ୟ କରିବା ଉଚିତ । କିଛି ଏଭଳି ଜିନିଷ ରହିଛି ଯାହାକୁ ରାତିରେ ଶୋଇବା ସମୟରେ ନିଜ ପାଖରେ ରଖିବା ଅନୁଚିତ ହୋଇଥାଏ ।
ଏପରି କରିବା ଦ୍ୱାରା ଧନ ର ହାନି ହୋଇଥାଏ ଏବଂ ଦାରିଦ୍ର୍ୟତା ଦେଖିବାକୁ ମିଳିଥାଏ । ଆଜି ଆମେ ଆପଣ ମାନଙ୍କୁ ସେହି ଜିନିଷ ଗୁଡ଼ିକ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
୧. ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ମନି ପର୍ସ ରଖିବା ଅନୁଚିତ ଅଟେ । ଏପରି କରିବା ଦ୍ୱାରା ଘରର ଖର୍ଚ୍ଚ ବୃଦ୍ଧି ପାଇଥାଏ ଏବଂ ଏହା ସହିତ ଘରେ ଦାରିଦ୍ର୍ୟତା ମଧ୍ୟ ଦେଖିବାକୁ ମିଳିଥାଏ । ତେଣୁ କେବେବି ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ମନି ପର୍ସ ରଖନ୍ତୁ ନାହିଁ ।
୨. କେବେବି ଭୁଲ ରେ ମଧ୍ୟ ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ଘଡ଼ି ରଖନ୍ତୁ ନାହିଁ । ବାସ୍ତୁ ଶାସ୍ତ୍ର ଅନୁସାରେ ରାତିରେ ଶୋଇବା ସମୟରେ ମୁଣ୍ଡ ପାଖରେ ଘଡ଼ି ରଖିବା ଦ୍ୱାରା ଅତ୍ୟନ୍ତ ଅଶୁଭ ଦାୟକ ହୋଇଥାଏ । ଏପରି କରିବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ର ପ୍ରବେଶ ହୋଇଥାଏ ଏବଂ ସକାରାତ୍ମକ ଶକ୍ତି କୁ ଏହା ରୋକି ଥାଏ ଯାହା ଫଳରେ ଘରର ସୁଖ ଶାନ୍ତି ନଷ୍ଟ ହୋଇଥାଏ । ତେଣୁ କେବେବି ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ଘଡ଼ି ରଖନ୍ତୁ ନାହିଁ ।
୩. ରାତିରେ ଶୋଇବା ସମୟରେ ମୁଣ୍ଡ ପାଖରେ ଚପଲ ଅଥବା ଜୋତା ରଖନ୍ତୁ ନାହିଁ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ବହୁତ ବଡ଼ ଭୁଲ ହୋଇଥାଏ । ଏପରି କରିବା ଦ୍ୱାରା ଘରେ ବିଭିନ୍ନ ପ୍ରକାର ସମସ୍ୟା ଆସିଥାଏ ଏବଂ ମାତାଲକ୍ଷ୍ମୀ କେବେବି ସେହି ଘରେ ବାସ କରନ୍ତି ନାହିଁ । ତେଣୁ କଦାପି ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ଜୋତା ବା ଚପଲ ରଖନ୍ତୁ ନାହିଁ ।
୪. ଶୋଇବା ସମୟ ରେ ଭୁଲ ରେ ବି ନିଜ ତକିଆ ତଳେ ସୁନା ବା ଚାନ୍ଦି ବା ଏଥିରେ ନିର୍ମିତ ବସ୍ତୁ କୁ ରଖନ୍ତୁ ନାହିଁ । ଏପରି କରିବା ଆଦୋୖ ଉଚିତ ନୁହେଁ । ଏହାଦ୍ବାରା ସୌଭାଗ୍ୟ ବଦଳ ରେ ଦୁର୍ଭାଗ୍ୟ ଆସିଥାଏ ।
୫. ପ୍ରାୟତଃ ବ୍ୟକ୍ତି ଏଭଳି ଥାଆନ୍ତି ଯେଉଁମାନେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ଚାବିକାଠି କୁ ରଖି ଶୋଇଥାନ୍ତି । କିନ୍ତୁ ଏପରି କରିବା ଭୁଲ ଅଟେ । କାରଣ ଧାତୁ ରୁ ନିର୍ମିତ ଚାବି ଆପଣଙ୍କ ଜୀବନ ରେ ଅଭାବ ଆଣିଥାଏ । ତେଣୁ ଏପରି ଭୁଲ କରନ୍ତୁ ନାହିଁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।