‘ସାର ମୋତେ ଡାଉଟ କ୍ଲିୟର ପାଇଁ ଡାକିଥିଲେ, ସମସ୍ତେ ଗଲା ପରେ ମତେ ଏକୁଟିଆ ରଖି ସବୁ କବାଟ ଝରକା ବନ୍ଦ କରିଦେଲେ, ଆଉ ତା’ପରେ…’

ମୋତେ ଡାଉଟ କ୍ଲିୟର କରିବା ପାଇଁ ସାର ଡାକିଲେ ଯେମିତି ସବୁ ଛାତ୍ର-ଛାତ୍ରୀ ଚାଲି ଗଲେ ମୋତେ କ୍ଳାସ ଭିତରେ ଏକୁଟିଆ ରହିବାକୁ ଗଲେ । ଏହା ପରେ ରୁମ୍ ର ସବୁ ଝରକାକୁ ବନ୍ଦ କରି ଦେଲେ ଆଉ ତା ପରେ ମୋ dehaର ସବୁ ଆଡେ ହାତ ମା-ରି-ଲେ ମୁଁ ଯେତେ ମନା କରିଲି ମୋ କଥା ଜମା ବି ଶୁଣିଲେ ନାହିଁ । କହିଲେ ଯଦି ତୁ ମୋ କଥା ଶୁଣିବୁ ନାହିଁ ତେବେ ମୁଁ ତତେ ସବୁଥିରେ ଫେଲ କରିଦେବି ।

ମୋତେ ଭୟ ଦେଖାଇ ମୋତେ ବିଲକୁଲ ବି ଛାଡିଲେ ନାହିଁ । ଏମିତି କିଛି କହି କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି ଏହି ଛାତ୍ରୀ ଜଣକ । ତେବେ ଦର୍ଶକ ବନ୍ଧୁ ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ଘଟିଛି ରାଉରକେଲାର ବାସନ୍ତୀ ଭବନରେ । ଛାତ୍ରୀଙ୍କୁ ଦୁର୍ବ୍ୟବହାର କରି ବନ୍ଧା ହୋଇଛନ୍ତି ଟ୍ୟୁସନ ମାଷ୍ଟର । ଖବର ମୁତାବକ ବାସନ୍ତୀ କଲୋନୀରେ ଟ୍ୟୁସନ ମାଷ୍ଟର ହୃଦୟ ପ୍ରକାଶ ନିଜେ ରହୁଥିବା ଘରେ ଏକ କୋଚିଙ୍ଗ ସେଣ୍ଟର ଖୋଲି ଛନ୍ତି ।

ବିଭିନ୍ନ କଲେଜର ଛାତ୍ର ଛାତ୍ରୀ ମାନେ ଏହି କୋଚିଙ୍ଗ ସେଣ୍ଟରକୁ ପାଠ ପଢିବାକୁ ଆସିଥାନ୍ତି । ଦୀର୍ଘ 18 ବର୍ଷ ହେଲା ଏହି କୋଚିଙ୍ଗ ସେଣ୍ଟରକୁ ଚଲାଇ ଆସୁଛନ୍ତି ହୃଦୟ ପ୍ରକାଶ । ତେବେ ଗତ କାଲି ଥିଲା ହୃଦୟ ପ୍ରକାଶ ଟ୍ୟୁସନ ଶେଷ କରିବା ପରେ ଡାଉଟ କ୍ଲିୟର କରେଇବା ପାଇଁ ପୀଡ଼ିତାଙ୍କୁ ଡାକି ଥିଲେ । ସେ ଆସିବା ପରେ କ୍ଳାସ ରୁମ୍ ର ସବୁ ଝରକାକୁ ବନ୍ଦ କରି ଦେଇଥିଲେ ହୃଦୟ ପ୍ରକାଶ ।

ଏହା ପରେ ପୀଡ଼ିତାଙ୍କ dehaରେ ଚାରି ଆଡେ ହାତ ମା-ରି-ବାକୁ ଲାଗିଥିଲେ । ଯାହାକୁ ପ୍ରତିବାଦ କରିବାକୁ ଚାହିଁ ଥିଲେ ମଧ୍ୟ ଟ୍ୟୁସନ ସାର ଶୁଣି ନଥିବା ନେଇ ଅଭିଯୋଗ କରିଛନ୍ତି ପୀଡ଼ିତା । ଏହା ପରେ ପୀଡ଼ିତା ଏସବୁ କଥା ନିଜ ଘରେ କହିବା ପରେ ଘର ଲୋକ ଯାଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଟ୍ୟୁସନ ସାରକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସେପଟେ ଟ୍ୟୁସନ ଭିତରେ ପଶି ଟ୍ୟୁସନ ମାଷ୍ଟରଙ୍କୁ mada ମା-ରି ତାଙ୍କ ମୁଣ୍ଡ ଫଟେଇ ଦେଇଛନ୍ତି ସ୍ଥାନୀୟ ଲୋକେ । ଯାହା ପରେ ଟ୍ୟୁସନ ମାଷ୍ଟର ପୁରା ନିର୍ଦୋଷ ତାଙ୍କର କୌଣସି ଭୁଲ ନାହିଁ ତାଙ୍କ ନାମରେ ମିଛ ଅଭିଯୋଗ ହେଇଛି ବୋଲି କହିଛନ୍ତି ଟ୍ୟୁସନ ସାରଙ୍କ ସ୍ତ୍ରୀ । ତେବେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *