ନମସ୍କାର ବନ୍ଧୁଗଣ ତେବେ ଭାଇରାଲ ଗାର୍ଲ୍ ରିତିକାଙ୍କ ଗୀତ ତ ଆପଣ ନିଶ୍ଚିତ ଶୁଣିଥିବେ । କୁନି ପାଟିରେ ତାଙ୍କର ସୁନ୍ଦର୍ ଗୀତ ସାଙ୍ଗକୁ ମନୋଲୋଭା ଡାନ୍ସ ସମସ୍ତଂକ ପାଇଁ ଆକର୍ଷଣ ପାଲଟିଛି । ମାତ୍ର ୬ ବର୍ଷ ବୟସର ଏହି ଝିଅଟି ଯେଉଁଭଳି ଭାବରେ ତାର ପ୍ରଦର୍ଶନ ଦେଖାଉଛି ତାହା ଦେଖିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ସାରା ଓଡିଶାରେ ଏକ ପରିଚିତ ଏବଂ ଲୋକପ୍ରିୟ ଚେହେରା ପାଲଟି ଯାଇଛନ୍ତି ଏହି କୁନି ଝିଅ ରିତିକା ।
ତାଙ୍କୁ ସାରା ଓଡ଼ିଶା ଏବେ ଭଲ ପାଉଛି । ସଙ୍ଗୀତ ରିଏଲିଟି ଶୋ, ଓଡ଼ିଶାର ନୂଆ ସ୍ୱର’ ର ମଞ୍ଚରୁ ଆଜି ଅନେକ ଲୋକପ୍ରିୟତା ର ଅଧିକାରୀ ହୋଇ ପାରିଛନ୍ତି ଏହି କୁନି ପ୍ରତିଯୋଗୀ ଜଣଙ୍କ । ତେବେ ତାଙ୍କର କଥା, ଅଭିନୟ ଏବଂ ସଙ୍ଗୀତ ବେଶ୍ ଆକର୍ଷନୀୟ ଅଟେ, ଯାହା ସମସ୍ତଙ୍କ ହୃଦୟକୁ ଛୁଇଁବାରେ ଲାଗିଛି । ସମସ୍ତେ ତାଙ୍କୁ ଶୁଣିବାକୁ ବେଶ୍ ଭଲ ପାଉଛନ୍ତି ।
ତେବେ ଏହି କୁନି ପ୍ରତିଭାଙ୍କର ଅନେକ ଭିଡିଓ ସମୟକ୍ରମେ ସାମ୍ନାକୁ ଆସିଛି । ଯାହାକୁ ଆପଣ ଦେଖିବାକୁ ପାଇଥିବେ । ଓଡ଼ିଶାର ନୂଆ ସ୍ୱର ଶୋ ର ସବୁ ଏପିଶୋଡ ରେ ସେ ଏତେ ଚମତ୍କାର ସଙ୍ଗୀତ ତାଙ୍କ କଣ୍ଠରେ ଗାଉଥିବାର ନଜର ଆସୁଛନ୍ତି ଯେ ଯାହାକୁ ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ । ତେବେ ଷ୍ଟୁଡିଓ ରାଉଣ୍ଡ ରୁ ପିଲାଟି ତାର ଜଲୱା ଦେଖାଇ ଆସୁଛି । ଆଉ ତାଙ୍କର ଗାୟିକୀ ରେ ମୁଗ୍ଧ ହେଉଛନ୍ତି ସବୁ ବିଚାରକ ଏବଂ ଦର୍ଶକ ଓ ଅଗଣିତ ଶ୍ରୋତା ମାନେ ।
ତେବେ ରିତିକା କେବଳ ଗୀତ ନୁହେଁ ସେ ବହୁତ ସୁନ୍ଦର ଡାନ୍ସ ମଧ୍ୟ କରି ପାରନ୍ତି । ତେବେ ସିଦ୍ଧାର୍ଥ ଟିଭି ର ଡାନ୍ସ ରିୟାଲିଟି ଶୋ ଯାହାର ନାମ ଦେଵଦାସୀ । ଯେଉଁଠି କେବଳ କ୍ଲାସିକାଲ ନୃତ୍ୟ ହିଁ କରାଯାଇ ଥାଏ । ତେବେ ଏହି ଶୋ ର ଜଜ୍ ହେଉଛନ୍ତି ମାଷ୍ଟର ଶାଶ୍ୱତ ଯୋଶୀ,ଆମେଲି ପଣ୍ଡା ଏବଂ ଶ୍ରୀତମ ଦାସ ।
ତେବେ ଏହି ଶୋ ରେ ରିତିକା “ମୋର ନାହିଁ ସେଇ ରାଧାରାଣୀ ଭାବ” ଗୀତରେ ଡାନ୍ସ କରି ଜଜ୍ ଏବଂ ଦର୍ଶକ ମାନଂକୁ ଖୁସି କରେଇ ଦେଇଥିଲେ । ତେବେ ତାଙ୍କ ଡାନ୍ସ ଦେଖି ସମସ୍ତେ ତାଙ୍କର ବହୁତ ପ୍ରଶଂସା ମଧ୍ୟ କରିଥିଲେ । ତେବେ ରିତିକା ଗୀତ ଡାନ୍ସ ଏଵଂ ଅଭିନୟ ମଧ୍ୟ ବହୁତ ଭଲ କରନ୍ତି । ତେବେ ରିତିକାଙ୍କ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁ ଭିଡିଓ ରେ ଦେଖିବାକୁ ମିଳିଛି ସେ ଆସିବ ବର ତୋର, ହୋଇବ ବାହାଘର ଗୀତ ଗାଇବା ସହିତ ହିରୋଇନ୍ ଭଳି ଅଭିନୟ କରୁଛନ୍ତି ।
ରିତିକାଙ୍କୁ ଏହି ଗୀତରେ ଯେଉଁଭଳି ଭାବରେ ସଜା ଯାଇଛି ତାକୁ ଦେଖିଲେ ଆପଣ ଭାବିବେ ଯେ, ରିତିକା କୌଣସି ହିରୋଇନ୍ ଠାରୁ କମ୍ ଦେଖାଯାଉ ନାହାଁନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।