ଓଡିଆ ସିରିଏଲ ‘Sindurara Adhikara’ ରେ ଅଭିନୟ କରୁଥିବା କଳାକାର ମାନଙ୍କର ଏମାନେ ହେଉଛନ୍ତି Real life ମା’

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ଏବଂ ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି ।

ତେବେ ଆପଣ ମାନେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଧାରାବାହିକ ସିନ୍ଦୁର ର ଅଧିକାର ନିଶ୍ଚିତ ଦେଖୁଥିବେ ଏବଂ ଏହି ଧାରାବାହିକ ରେ ଅଭିନୟ କରୁଥିବା ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ର ପ୍ରକୃତ ଜୀଵନ ସାଥି କିମ୍ବା ପ୍ରେମିକା ଓ ପ୍ରେମିକ କିଏ ତେବେ ଆସନ୍ତୁ ସେହି ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ବିଷୟରେ ଏବଂ ତାଙ୍କ ମାଆ କିପରି ଦେଖା ଯାଆନ୍ତି ସେ ବିଷୟରେ ମଧ୍ୟ ଜାଣିବା ତେବେ ଆସନ୍ତୁ ସେ ବିଷୟରେ ଜାଣିନେବା ।

୧- ପ୍ରଥମ ରେ ହେଉଛନ୍ତି ଲିକୁନ ଯିଏ କି ଏହି ଧାରାବାହିକ ରେ ମିଠୁ ଚରିତ୍ର ରେ ଅଭିନୟ କରିଛନ୍ତି । ତେବେ ଲିକୁନ ଙ୍କ ମାଆ ବହୁତ ସୁନ୍ଦର ଏଵଂ ଶାନ୍ତ ମଧ୍ୟ । ଯାହାକୁ ଆପଣ ଏହି ଫୋଟୋ ରେ ଦେଖି ପାରୁଥିବେ ।

 ୨- ଦ୍ଵିତୀୟ ରେ ହେଉଛନ୍ତୁ ସୁଚରିତା ସ୍ୱାଇଁ । ଯାହାଙ୍କୁ ଆପଣ ଉର୍ବୀ ଚରିତ୍ର ରେ ଦେଖୁଥିବେ । ସେ ଏହି ଧାରା ବାହିକ ରେ ଖୁବ ସୁନ୍ଦର ଅଭିନୟ କରିଥିବା ର ନଜର ଆସୁଛନ୍ତି । ତେବେ ତାଙ୍କ ମାଆ ମଧ୍ୟ ବହୁତ ସୁନ୍ଦର ଯାହା ଆପଣ ଏହି ଫୋଟୋ ମାଧ୍ୟମରେ ଦେଖି ପାରୁଥିବେ ।

୩- ତୃତୀୟ ରେ ହେଉଛନ୍ତି ଚୁନି ରିୟା ଯିଏ କି ଏହି ଧାରାବାହିକ ରେ ଦାମିନୀ ଚରିତ୍ର ରେ ଅଭିନୟ କରୁଥିବାର ନଜର ଆସୁଛନ୍ତି । ତେବେ ସେ ନିଜର ଚମତ୍କାର ଅଭିନୟ ରେ ମଧ୍ୟ ଲୋକ ମାନଙ୍କ ହୃଦୟ ଜିଣି ବାରେ ସଫଳ ହୋଇଛନ୍ତି । ତେବେ ତାଙ୍କ ମାଆ ମଧ୍ୟ ତାଙ୍କ ଭଳି ଖୁବ ସୁନ୍ଦର ଯାହା ଆପଣ ଏହି ଫୋଟୋ ମାଧ୍ୟମରେ ଦେଖି ପାରୁଥିବେ ନିଶ୍ଚିତ ।

୪- ଚତୁର୍ଥ ରେ ହେଉଛନ୍ତି ସନୋଜ କୁମାର ଯିଏ କି ଏହି ଧାରାବାହିକ ରେ ଆରବ ଭୁମିକା ରେ ନଜର ଆସୁଛନ୍ତି । ତେବେ ସେ ଏହି ଧାରା ବାହିକ ରେ ବହୁତ ଭଲ ଅଭିନୟ କରିଛନ୍ତି । ତେବେ ତାଙ୍କ ମାଆ ଙ୍କୁ ଆପଣ ଏହି ଫୋଟୋ ମାଧ୍ୟମରେ ଦେଖି ପାରୁଥିବେ ଯିଏ କି ବହୁତ ସୁନ୍ଦର ଦେଖିବାକୁ ।

୫- ପଞ୍ଚମ ରେ ହେଉଛନ୍ତି ନିଳାଖି ପାତ୍ର ଯିଏ ଏହି ଧାରାବାହିକ ରେ ଇତି ଭୂମିକା ରେ ଅଭିନୟ କରୁଛନ୍ତି ତେବେ ସେ ଏହି ଧାରାବାହିକ ରେ ମୁଖ୍ୟ ଚରିତ୍ର ରେ ଅଭିନୟ କରିଛନ୍ତି ତେବେ ତାଙ୍କ ମାଆ ମଧ୍ୟ ତାଙ୍କ ଭଳି ସୁନ୍ଦର ଏବଂ ଶାନ୍ତ ଦେଖିବାକୁ ଆପଣ ତାଙ୍କୁ ଏହି ଫୋଟୋ ମାଧ୍ୟମରେ ଦେଖି ପାରୁଥିବେ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *