ଦିନକୁ କେତେ ଟଙ୍କା ପାଆନ୍ତି ଆପଣଙ୍କ ପ୍ରିୟ “ସିନ୍ଦୁରର ଅଧିକାର” ସିରିୟଲର କଳାକାର ମାନେ ? କଣ ଆପଣ ଜାଣନ୍ତି ?

ବନ୍ଧୁଗଣ, ଓଲିଉଡ ରେ ଏଭଳି ଅନେକ ସିରିୟଲ ରହିଅଛି ଯାହାକୁ ଆପଣ ମାନେ ଦେଖିବାକୁ ଖୁବ ପସନ୍ଦ କରିଥାନ୍ତି । ସେହି ସିରିୟଲ ଗୁଡିକ ଆପଣ ମାନଙ୍କୁ ଖୁବ ପସନ୍ଦ ହେବା ସହିତ ସେଥିରେ ଅଭିନୟ କରୁଥିବା ନାୟକ ନାୟିକା ମାନଙ୍କୁ ଆପଣ ଖୁବ ପସନ୍ଦ କରିଥାନ୍ତି । ଆଜି ଆମ୍ଭେ ଓଡିଆ ଧାରାବାହିକ “ସିନ୍ଦୁରର ଅଧିକାର” ସମ୍ବନ୍ଧରେ କହିବାକୁ ଯାଉଅଛୁ ।

ଆପଣ ମାନେ “ସିନ୍ଦୁରର ଅଧିକାର” ସିରିୟଲ ନିଶ୍ଚିତ ଭାବରେ ଦେଖୁଥିବେ । ମାତ୍ର ଆପଣ ମାନେ କଣ ଜାଣିଛନ୍ତି କି ଏହି ସିରିୟଲ ରେ ଅଭିନୟ କରିଥିବା ଅଭିନେତା ମାନଙ୍କର ଦରମା କେତେ ? ଆସନ୍ତୁ ବର୍ତ୍ତମାନ ଏହି ସିରିୟଲ ରେ ଅଭିନୟ କରିଥିବା ଅଭିନେତା ମାନଙ୍କର ଦରମା ସମ୍ବନ୍ଧରେ ଜାଣିବା ।

୧- ଉର୍ଭି;- ଏହି ଧାରାବାହିକ ରେ ଉର୍ଭି ଇତି ଙ୍କ ଭଉଣୀ ଭୂମିକାରେ ଅଭିନୟ କରୁଛନ୍ତି । ଉର୍ଭି ଗୋଟିଏ ଦିନର ଅଭିନୟ ନିମନ୍ତେ ୪୫୦୦ ଟଙ୍କା ନେଇଥାନ୍ତି ।

୨- ମିଠୁ;- ଏହି ସିରିୟଲ ରେ ମିଠୁ ଆରଭ ର ଭାଇ ଭୂମିକାରେ ଅଭିନୟ କରୁଛନ୍ତି । ସେ ଗୋଟେ ଦିନର ଅଭିନୟ କରିବା ନିମନ୍ତେ ୫୦୦୦ ଟଙ୍କା ନେଇଥାନ୍ତି ।

୩- ନିକି;- ଏହି ସିରିୟଲ ରେ ଆରଭ ଙ୍କ ଭଉଣୀ ଭୂମିକାରେ ଅଭିନୟ କରୁଛନ୍ତି । ନିକି ଗୋଟେ ଦିନର ଅଭିନୟ ନିମନ୍ତେ ୩୫୦୦ ଟଙ୍କା ନେଇଥାନ୍ତି ।

୪- କାମୟା;- ଆପଣ ମାନେ ଏହି ସିରିୟଲରେ କାମୟା ଙ୍କୁ ଖୁବ ସୁନ୍ଦର ଅଭିନୟ କରୁଥିବାର ଦେଖିଥିବେ । ସେ ଗୋଟେ ଦିନର ଅଭିନୟ କରିବା ନିମନ୍ତେ ୪୫୦୦ ଟଙ୍କା ନିଅନ୍ତି ।

୫- ଦାମିନୀ;- ଏହି ପ୍ରସିଦ୍ଧ ସିରିୟଲ ରେ ଦାମିନୀ ଆରଭ ଙ୍କ ମା ଭୂମିକାରେ ଖୁବ ସୁନ୍ଦର ଅଭିନୟ କରୁଛନ୍ତି । ଦାମିନୀ ଗୋଟିଏ ଦିନର ଅଭିନୟ ନିମନ୍ତେ ୪୫୦୦ ଟଙ୍କା ନିଅନ୍ତି ।

୬- ରଞ୍ଜନ;- ଆରଭ ଙ୍କ ବାପା ଭୂମିକାରେ ରଞ୍ଜନ ଏହି ସିରିୟଲରେ ଅଭିନୟ କରୁଛନ୍ତି । ସେ ଗୋଟିଏ ଦିନର ଅଭିନୟ ପାଇଁ ୪୦୦୦ ଟଙ୍କା ନେଇଥାନ୍ତି ।

୭- ଲାଲୀ;- ଆପଣ ମାନେ ଲାଲୀ ଙ୍କୁ ଏହି ସିରିୟଲ ରେ ଅଭିନୟ କରିଥିବାର ନିଶ୍ଚିତ ଭାବରେ ଦେଖିଥିବେ । ଲାଲୀ ଗୋଟିଏ ଦିନର ଅଭିନୟ ପାଇଁ ୩୦୦୦ ଟଙ୍କା ନେଇଥାନ୍ତି ।

୮- ପବିତ୍ରା;- ଏହି ସିରିୟଲ ରେ ଇତି ଙ୍କ ମା’ ଭୂମିକାରେ ଅଭିନୟ କରୁଛନ୍ତି । ସେ ଗୋଟିଏ ଦିନର ଅଭିନୟ ନିମନ୍ତେ ୩୦୦୦ ଟଙ୍କା ନେଇଥାନ୍ତି ।

୯- ଈତି;- ଏହି ସିରିୟଲ ରେ ଈତି ମୁଖ୍ୟ ନାୟିକା ଭାବରେ ଅଭିନୟ କରୁଛନ୍ତି । ସେ ଗୋଟିଏ ଦିନର ଅଭିନୟ ନିମନ୍ତେ ୬୦୦୦ ଟଙ୍କା ନେଇଥାନ୍ତି ।

୧୦- ଆରଭ;- ଏହି ସିରିୟଲ ରେ ଆରଭ ମୁଖ୍ୟ ନାୟକ ଭାବରେ ଅଭିନୟ କରୁଛନ୍ତି । ଆରଭ ଗୋଟିଏ ଦିନର ଅଭିନୟ ନିମନ୍ତେ ୭୦୦୦ ଟଙ୍କା ନେଇଥାନ୍ତି । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *