ଲୋକପ୍ରିୟ ଓଡିଆ ସିରିଏଲ ‘ସିନ୍ଦୁରର ଅଧିକାର’ ର Actor ମାନଙ୍କର ପ୍ରକୃତ ଘର କେଉଁଠି ? କଣ ଆପଣ ଜାଣନ୍ତି ?

ବନ୍ଧୁଗଣ ଆପଣ ମାନେ ତରଙ୍ଗ ଟିଭିରେ ପ୍ରସାରିତ ସିରିଏଲ ଗୁଇକ ନିଶ୍ଚୟ ଦେଖୁଥିବେ । ତରଙ୍ଗ ଟିଭିରେ ପ୍ରସାରିତ ଲୋକପ୍ରିୟ ସିରିଏଲ ମାନଙ୍କ ମଧ୍ୟରୁ ‘ସିନ୍ଦୂର ର ଅଧିକାର’ ସିରିଏଲ ଟି ମଧ୍ୟ ଖୁବ ଲୋକପ୍ରିୟତା ହାସଲ କରି ପାରିଛି । ଏହି ସିରିଏଲର କାହାଣୀ ଓ ଏହାର ଅଭିନେତା ଏବଂ ଅଭିନେତ୍ରୀ ମାନେ ଦର୍ଶକଙ୍କ ମନକୁ ଛୁଇଁ ପରିଛନ୍ତି ।

ଅନେକ ଯୁବା କଳାକାର ଏହି ସିରିଏଲ ଜରିଆରେ ଖୁବ ନାମ କମାଉଛନ୍ତି । ଗାଁ ଠୁ ନେଇ ସହର ଯାଏ ସବୁ ଆଡେ ଏହି ସିରିଏଲକୁ ଲୋକେ ଖୁବ ପସନ୍ଦ କରୁଛନ୍ତି । ତେବେ ଆପଣଙ୍କ ମନୋରଞ୍ଜନ କରୁଥିବା ଏହି ନାୟକ ଏବଂ ନାୟିକା ମାନଙ୍କ ପ୍ରକୃତ ଘର କେଉଁଠି ଅଛି ଜାଣିଛନ୍ତି ତେବେ ଆସନ୍ତୁ ଜାଣିନେବା ସେହି କଳାକାର ମାନଙ୍କ ର ପ୍ରକୃତ ଘର କେଉଁଠି ।

୧- ପ୍ରଥମ ରେ ହେଉଛନ୍ତି ଲିକୁନ ଯିଏ କି ଏହି ଧାରାବାହିକ ରେ ମିଠୁ ଚରିତ୍ର ରେ ଅଭିନୟ କରିଛନ୍ତି ଏବଂ ତାଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ସ୍ଵାଗତିକା । ସେମାନେ ପୁରୀ ରେ ବାସ କରନ୍ତି ।


୨- ଦ୍ଵିତୀୟ ରେ ହେଉଛନ୍ତୁ ଇତି । ସେ ଏହି ଧାରା ବାହିକ ରେ ଖୁବ ସୁନ୍ଦର ଅଭିନୟ କରିଥିବା ର ନଜର ଆସୁଛନ୍ତି । ଏହା ଛଡା ଇତି ଏବଂ ଆରବ ନଙ୍କ ଯୋଡି ମଧ୍ୟ ଖୁବ ସୁନ୍ଦର ଲାଗୁଛି ତେବେ ତାଙ୍କ ଘର ହେଉଛି ରାୟଗଡ଼ା ରେ ।

୩- ତୃତୀୟ ରେ ହେଉଛନ୍ତି ରୋମି । ତେବେ ସେ ନିଜର ଚମତ୍କାର ଅଭିନୟ ରେ ମଧ୍ୟ ଲୋକ ମାନଙ୍କ ହୃଦୟ ଜିଣି ବାରେ ସଫଳ ହୋଇଛନ୍ତି । ତେବେ ତାଙ୍କ ଗାଁ କିମ୍ବା ପ୍ରକୃତ ଘର ହେଉଛି ଜଟଣୀ ।


୪- ଚତୁର୍ଥ ରେ ହେଉଛନ୍ତି ସନୋଜ କୁମାର ଯିଏ କି ଏହି ଧାରାବାହିକ ରେ ଆରବ ଭୁମିକା ରେ ନଜର ଆସୁଛନ୍ତି । ତେବେ ସେ ଏହି ଧାରା ବାହିକ ରେ ବହୁତ ଭଲ ଅଭିନୟ କରିଛନ୍ତି । ତେବେ ତାଙ୍କ ଗାଁ ହେଉଛି ବରମପୁର ରେ ।


୫- ପଞ୍ଚମ ରେ ହେଉଛନ୍ତି ସୂଚରିତା ଯିଏ ଏହି ଧାରାବାହିକ ରେ ଉର୍ବି ଭୂମିକା ରେ ଅଭିନୟ କରୁଛନ୍ତି ତେବେ ସେ ଏହି ଧାରାବାହିକ ରେ ମୁଖ୍ୟ ଚରିତ୍ର ରେ ଅଭିନୟ କରିଛନ୍ତି ତେବେ ତାଙ୍କ ଘର ହେଉଛି ବ୍ରହ୍ମପୁର ।

୬- ଷଷ୍ଠ ରେ ହେଉଛନ୍ତି ଟ୍ଵିଙ୍କଲ । ତେବେ ଏହି ଧାରାବାହିକ ରେ ଆପଣ ମାନେ ଟ୍ଵିଙ୍କଲ ଙ୍କ ଦମଦାର ଅଭିନୟ ତ ନିଶ୍ଚିତ ଭାବରେ ଦେଖୁଥିବେ । ତେବେ ସେ ଆଲବମ କୁଇନ ଭାବରେ ମଧ୍ୟ ପରିଚିତ ତେବେ ତାଙ୍କର ପ୍ରକୃତ ଘର ହେଉଛି ଭୁବନେଶ୍ୱର ।


୭- ସପ୍ତମ ରେ ହେଉଛନ୍ତି ଚୁନୀ ରିୟା । ତେବେ ସେ ଏହି ଧାରାବାହିକ ରେ ଖଳ ନାୟିକା ଦାମିନି ଭୂମିକାରେ ଅଭିନୟ କରି ସମସ୍ତ ଙ୍କ ପସନ୍ଦ ହୋଇ ପାରିଛନ୍ତି । ତେବେ ତାଙ୍କର ପ୍ରକୃତ ଘର ହେଉଛି କଟକ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *