‘ସିଦ୍ଧାନ୍ତ କହିଲେ ବନ୍ଧୁ ହେଲା ବନ୍ଧୁକ…’ ଦେଖନ୍ତୁ ସେ ଏପରି କାହିଁକି କହିଲେ

ଦର୍ଶକ ବନ୍ଧୁ ବାପା ସୁପର ମ୍ୟାନ ଫିଲ୍ମକୁ ନେଇ ଏବେ କେବଳ ଓଡିଆ ଇଣ୍ଡଷ୍ଟ୍ରି ନୁହେଁ ସାରା ଓଡିଶାରେ ବିବାଦ ଦେଖା ଦେଇଛି । ବନ୍ଧୁଗଣ ବିବାଦ ସୃଷ୍ଟି ହେବା ପଛରେ ମୁଖ୍ୟ କାରଣ ରହିଛି ଏହି ଫିଲ୍ମର କାହାଣୀ । ତେବେ ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କର ନାମ ହେଉଛି କ୍ରୀଷ୍ଣା ତାଙ୍କର କହିବା ମୁତାବକ ଫିଲ୍ମର କାହାଣୀ ସେ ଲେଖିଛନ୍ତି । ହେଲେ ଅନ୍ୟ ପଟେ ଫିଲ୍ମର ନିର୍ମାତା ପ୍ରକାଶ ଜେନାଙ୍କ କହିବା ମୁତାବକ ଏହି ଫିଲ୍ମର କାହାଣୀ ଫିଲ୍ମର ରାଇଟର ଲେଖିଛନ୍ତି ଏଥିରେ କ୍ରୀଷ୍ଣାଙ୍କର କୌଣସି ଭୂମିକା ନାହିଁ ।

ଏବେ କ୍ରୀଷ୍ଣା କୁଆଡେ କୋର୍ଟର ଦ୍ଵାରସ୍ଥ ହେବେ ବୋଲି କହିଛନ୍ତି । ଆଉ ଏହାରି ମଧ୍ୟରେ ଏହି ଫିଲ୍ମର ମୁଖ୍ୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଗଣମାଧ୍ୟମ ସାମ୍ନାକୁ ଆସି ନିଜର ମତ ରଖିଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ସିଦ୍ଧାନ୍ତ ମହାପାତ୍ର ଗଣମାଧ୍ୟମ କହିଛନ୍ତି-‘ମୁଁ ତ ଏ ବିବାଦ ବିଷୟରେ କିଛି ଜାଣିନି ତାଙ୍କ ନାଁ କଣ କୃଷ୍ଣ ଚନ୍ଦ୍ର ତ ମୁଁ କୃଷ୍ଣ ଚନ୍ଦ୍ର ବାବୁଙ୍କୁ ନା ମୁଁ କାହିଁକି କିଛି କହି ବିବାଦ କରିବି ସେ ପୁଣି କହିବେ ସିଦ୍ଧାନ୍ତ ଭାଇ ଏମିତି କହିଲେ । ମୁଁ ତ କେବଳ ଚରିତ୍ର କରିଛି  । ସେ ଯଦି ଲେଖକ ତା ହେଲେ ସେ ଗୋଟେ ଭଲ କାହାଣୀ ତିଆରି କରିପାରିବେ ବନ୍ଧୁ ହେଲା ବ-ନ୍ଧୁ-କ ।

ଏହି ଘଟଣାକୁ ନେଇ ସେ ଲେଖନ୍ତୁ ଗୋଟେ ଯଦି ସତରେ ଏମିତି ପ୍ରକାଶ କରିଥିବ ଏମିତି ମୁଁ ତ ଜାଣିନି ଛାଡନ୍ତୁ ଏଇଟା ତ ଅଲଗା କଥା । ହେଲେ ମୁଁ କହିବି ଯେତେବେଳେ ବି କିଛି କାହାଣୀ କରୁଛନ୍ତି କି କିଛି କରୁ ଛନ୍ତି ତାର ବି ଲିଗାଲିଟି ରହିଛି । ଯଦି ବି କାହାଣୀ ଏମିତି କରୁଛନ୍ତି ଏମିତି ଘଟିଛି ତା ହେଲେ ମୁଁ ଦୁଃଖିତ ହେଲେ ମୁଁ ଭାବୁନି ଏମିତି ହୋଇପାରିଥିବ ।

କିନ୍ତୁ ସେ କହୁଛନ୍ତି ଯେହେତୁ ମୁଁ ମନା କରିପାରୁନି ଯେହେତୁ ଏଇଟା ଦୁଇ ବନ୍ଧୁଙ୍କ ଭିତରେ କଥା । ତେଣୁ କରି ମୁଁ ମଝିରେ ପଶି କାହିଁକି ବ-ନ୍ଧୁ-କ ହେବି । ତେଣୁ କରି ଏହାକୁ ରେଜିଷ୍ଟର କରେଇ ଦେବେ ଯେ ଏହି କାହାଣୀ ଟା ମୋର କହି ଯିଏ ଲେଖକ ଅଛନ୍ତି ସେ ରେଜିଷ୍ଟର କରେଇ ଦେଲେ ଭଲ’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *