ନିଜ ସ୍ବାମୀଙ୍କ ଠାରୁ ବୟସରେ ବଡ ଅଟନ୍ତି Shradha Arya, ସେମାନଙ୍କ ବୟସ ମଧ୍ୟରେ ରହିଛି ଏତେ ଗ୍ୟାପ, ଶୁଣି ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣି ଥିବେ । ଏହି ଅଭିନେତ୍ରୀ ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଥାନ୍ତି । ସଫଳତା ପାଇବା ପରେ ଏମାନେ ସୋ-ସି-ଆ-ଲ ମି-ଡି-ଆରେ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ବହୁତ ଚର୍ଚାରେ ରୁହନ୍ତି । ଏହା ସହିତ ଏମାନେ ନିଜ ଲଭ ଅଫେୟାର ଓ ନିଜ ବିବାହ ପାଇଁ ମଧ୍ୟ ବହୁତ ଚର୍ଚାରେ ରୁହନ୍ତି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ହିନ୍ଦୀ ଟିଭି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଶ୍ରଦ୍ଧା ଆରିଆ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଶ୍ରଦ୍ଧାଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ଶ୍ରଦ୍ଧା ହିନ୍ଦୀ ଲୋକପ୍ରିୟ ସିରିଏଲ ‘କୁଣ୍ଡଳୀ ଭାଗ୍ୟ’ରେ ପ୍ରୀତାର ମୁଖ୍ୟ ଭୂମିକା ପଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି ।

ବନ୍ଧୁଗଣ ଗତ ୧୬ ତାରିଖରେ ଶ୍ରଦ୍ଧା ରାହୁଲ ନାଗଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ରାହୁଲ ଜଣେ ନୌସେନା ଅଫିସର ଅଟନ୍ତି । ବନ୍ଧୁଗଣ ବିବାହ ପରଠାରୁ ଶ୍ରଦ୍ଧା ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ଅଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଶ୍ରଦ୍ଧା ଓ ତାଙ୍କ ସ୍ଵାମୀ ରାହୁଲଙ୍କ ବୟସ ସୀମା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଶ୍ରଦ୍ଧା ନିଜ ପାଠ ପଢା ଶେଷ କରିବା ପରେ ମଡେଲିଙ୍ଗ ଦୁନିଆରେ ପାଦ ଦେଇଥିଲେ । ଶ୍ରଦ୍ଧା ସିରିଏଲର ଗୋଟେ ଏପିସୋଡ କରିବା ପାଇଁ ୧ ଲକ୍ଷ ଟଙ୍କା ଚାର୍ଜ କରନ୍ତି ଓ ତାଙ୍କର ମୋଟ ସମ୍ପତ୍ତି ହେଉଛି ୧୫ କୋଟି ଟଙ୍କା । ଶ୍ରଦ୍ଧାଙ୍କ ଜନ୍ମ ୧୭ ଅଗଷ୍ଟ ୧୯୮୭ ମସିହାରେ ଦିଲ୍ଲୀରେ ହୋଇଥିଲା । ବର୍ତ୍ତମାନ ଶ୍ରଦ୍ଧା ୩୪ ବର୍ଷର ଅଛନ୍ତି । ବନ୍ଧୁଗଣ ଶ୍ରଦ୍ଧାଙ୍କ ସ୍ଵାମୀ ରାହୁଲଙ୍କ ଜନ୍ମ ୧୯୯୧ ମସିହାରେ ମୁମ୍ବାଇରେ ହୋଇଥିଲା ।

ନିଜ ପାଠ ପଢା ଶେଷ କରିବା ପରେ ସେ ନୌସେନାରେ ନିଯୁକ୍ତି ପାଇଥିଲେ । ବର୍ତ୍ତମାନ ରାହୁଲଙ୍କ ବୟସ ହେଉଛି ୩୦ ବର୍ଷ । ବନ୍ଧୁଗଣ ଦେଖିବାକୁ ଗଲେ ଏହି ଦୁଇଜଣଙ୍କ ମଧ୍ୟରେ ୪ ବର୍ଷର ବୟସ ସୀମା ଅଛି ଓ ଶ୍ରଦ୍ଧା ନିଜ ସ୍ଵାମୀଙ୍କ ଠାରୁ ୪ ବର୍ଷ ବଡ ଅଟନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଶ୍ରଦ୍ଧା ଆରିଆ ଓ ରାହୁଲଙ୍କ ଯୋଡି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *