ଶିବ ମନ୍ଦିରକୁ ଯାଇ ଚୁପଚାପ୍ ନନ୍ଦି କାନରେ କହିଦିଅନ୍ତୁ… ଏହି ଗୋଟେ ମନ୍ତ୍ର ଆପଣଙ୍କ ସବୁ ଇଚ୍ଛା 100% ପୁରଣ ହେବ !

ବନ୍ଧୁଗଣ ପ୍ରତ୍ଯେକ ବ୍ୟକ୍ତି ଚାହିଁଲେ ଭଗବାନ ଶିବଙ୍କର ନିଷ୍ଠା ସହକାରେ ପୂଜା ଅର୍ଚନା କରି ତାଙ୍କର କୃପା ପ୍ରାପ୍ତ କରିପାରିବ । ଭଗବାନ ଭୋଳାଶଙ୍କର ଅତ୍ୟନ୍ତ ଭୋଳା ଅଟନ୍ତି । କାରଣ ସେ ନିଜର ଭକ୍ତର ପୂଜାକୁ ବହୁତ ଶୀଘ୍ର ସ୍ଵୀକାର କରିନେଇଥାନ୍ତି । ତେଣୁ ଯେଉଁ ବ୍ୟକ୍ତିଙ୍କର ନିଜର କୌଣସି ମନୋସ୍କାମନା ରହିଥାଏ । ସେହି ବ୍ୟକ୍ତି ଏହୋ ଗୋଟିଏ ମନ୍ତ୍ର ଦ୍ଵାରା ଭଗବାନ ଭୋଳାନାଥଙ୍କୁ ପ୍ରସନ୍ନ କରି ନିଜର ମନବାଞ୍ଛା ପୂରଣ କରିପାରିବେ ।

ତେବେ ଭଗବାନ ଭୋଳାନାଥଙ୍କୁ ପ୍ରସନ୍ନ କରିବା ପାଇଁ ଏହା ହେଉଛି ବହୁତ ସହଜ ଓ ସରଳ ଉପାୟ । ଯେଉଁ ବ୍ୟକ୍ତି ନିଜର ଭକ୍ତି ଓ ଶ୍ରଦ୍ଧା ମନରେ ଏହି ଉପାୟଟିକୁ କରିଥାଏ । ତାହାର ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ଭଗବାନ ଶିବଙ୍କର ପ୍ରିୟ ବାହନ ନନ୍ଦୀ ଅଟନ୍ତି । ନନ୍ଦୀ ମହାରାଜ ପ୍ରଭୁ ଶିବଙ୍କୁ ନିଜ ପିଠି ଉପରେ ବସାଇ ତିନି ଲୋକ ଭ୍ରମଣ କରାଇଥାନ୍ତି ।

ନନ୍ଦୀ ମହାରାଜ ପ୍ରଭୁ ଶଙ୍କର ବହୁତ ପ୍ରିୟ ହୋଇଥିବାରୁ ପ୍ରତ୍ଯେକ ଶିବ ମନ୍ଦିରରେ ନନ୍ଦୀ ମହାରାଜଙ୍କୁ ଦେଖିବାକୁ ମିଳିଥାଏ । ତେବେ ନନ୍ଦୀ ମହାରାଜଙ୍କୁ ଭଗବାନ ଶିବଙ୍କର ଦୁତ ବୋଲି ମନା ଯାଇଥାଏ । ତେଣୁ ଯେଉଁ ବ୍ୟକ୍ତି ନିଜର ମନବାଞ୍ଛା ପୂରଣ କରିବାକୁ ଚାହୁଁଥାଏ । ସେ ନନ୍ଦୀ ମହାରାଜଙ୍କୁ ପ୍ରମାଣ କରି ତାଙ୍କ କାନରେ ଏହି ମନ୍ତ୍ରଟି ବୋଲିବା ଉଚିତ ।

ତେବେ ସେହି ମନ୍ତ୍ରଟି ହେଉଛି ଦର୍ଶନମ ବିଲବ ପତ୍ରଙ୍ଗ ସ୍ୟ ସ୍ପର୍ଶନମ ପାପ ନାଶଙ୍ଗ ଅଘୋର ପାପ ସନାହରମ ବିଲବ ପତ୍ରଙ୍ଗ ଶିବାରପଣମ । ତେବେ ବନ୍ଧୁଗଣ ପ୍ରଥମେ ନନ୍ଦୀ ମହାରାଜଙ୍କୁ ବେଲପତ୍ର ଅର୍ପଣ କରି ଦୀପ ଜାଳି ତାଙ୍କୁ ପ୍ରଣାମ କରନ୍ତୁ । ତାପରେ ନିଜର ମନବାଞ୍ଛା ନନ୍ଦୀମହାରାଜଙ୍କୁ ଜଣାନ୍ତୁ । ତାପରେ ତାଙ୍କ କାନରେ ଏହି ମନ୍ତ୍ରଟି କୁହନ୍ତୁ ।

ତାପରେ ଏହି ମନ୍ତ୍ରଟିକୁ ନନ୍ଦୀ ମହାରାଜଙ୍କୁ କହି ସାରିଲା ପରେ ଭଗବାନ ଶିବଙ୍କର ପୂଜା ଆରାଧନା କରିବେ । ଯାହା ଦ୍ଵାରା ଆପଣଙ୍କ ମନୋକାମନା ବହୁତ ଶୀଘ୍ର ପୂରଣ ହେବ । ତେବେ ଏହି ଉପାୟଟିକୁ କରିବା ସମୟରେ ଆପଣଙ୍କ ମନରେ ଭଗବାନଙ୍କ ପ୍ରତି ନିଷ୍ଠା ଓ ଭକ୍ତିଭାବନା ରହିବା ଦରର । ଯାହା ଦ୍ଵାରା ଆପଣଙ୍କର ଇଛା ଭଗବାନ ଭୋଳଶଙ୍କର ବହୁତ ଯଦି ପୂରଣ କରିପାରିବେ ।

ଏଥିସହ ଆପଣଙ୍କୁ ଭଗବାନ ଭୋଳାଶଙ୍କରଙ୍କର ଆଶ୍ରୀବାଦ ପ୍ରାପ୍ତ ହୋଇପାରିବ । ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଏଥିସହ କମେଣ୍ଟରେ ଆମକୁ ହର ହର ମହାଦେବ ନିଶ୍ଚୟ ଲେଖିକି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *