SHG ମହିଳା ମଧ୍ୟରେ ଲାଗିଲା ଜୋରଦାର ଲଢେଇ, ବିସ୍କୁଟ ଖାଇ ଫେରିଲେ ଛାତ୍ରଛାତ୍ରୀ, ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ସାଧାରଣତଃ ଆପଣ ମାନେ ଯେତେବେଳେ ସ୍କୁଲକୁ ଯାଉଥିବେ ସ୍କୁଲର ପରିବେଶ ବହୁତ ସୁନ୍ଦର ଓ ଶାନ୍ତ ଥାଏ । ହେଲେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏଭଳି ସ୍କୁଲ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖିବା ପରେ ଆପଣ ମାନେ ମୁଣ୍ଡରେ ହାତ ଦେବେ । ବନ୍ଧୁଗଣ ଏହି ଭିଡିଓରେ 4 ଜଣ ଏସଏଚଜି ମେମ୍ବର ମହିଳା ପରସ୍ପର ମଧ୍ୟରେ ଝଗଡା କରୁଥିବାର ନଜର ଆସୁଛନ୍ତି ।

ପ୍ରଥମେ ଚାରି ଜଣ ମହିଳା ପରସ୍ପର ସହ ଯୁକ୍ତି ତରକ କରୁଥିବାର ନଜର ଆସୁଛନ୍ତି ଆଉ କିଛି ସମୟ ପରେ ପରସ୍ପର ଉପରେ ହାତ ଉଠାଇ ମାରପିଟ କରିବାକୁ ଲାଗୁଛନ୍ତି । ବନ୍ଧୁଗଣ ଏମିତି କି ଜଣେ ମହିଳା ତଳେ ପଡି ଯାଉଛନ୍ତି ଆଉ ତାଙ୍କୁ ଅନ୍ୟ ଜଣେ ମହିଳା ମାରି ଚାଲି ଛନ୍ତି । ସେଠାରେ ଥିବା ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଏମାନଙ୍କ ଝଗଡାକୁ ନ ରୋକି କ୍ୟାମେରା କାଢି ଭିଡିଓ ରେକର୍ଡ କରୁଛନ୍ତି  ।

କିଛି ସମୟ ପରେ ଜଣେ ମହିଳା ଜୋତା କାଢି ହାତରେ ଧରୁଛନ୍ତି ଆଉ ଏହା ଦେଖି ଅନ୍ୟ ଜଣେ ମହିଳା ରାଗରେ ନିଜ ଜୋତା ବାହାର କରୁଛନ୍ତି । ତେବେ ଏହି ଘଟଣାଟି ସ୍କୁଲରେ ମଧ୍ୟାମ ଭୋଜନ ହେବା ସମୟରେ ଘଟିଥିବାର ସୂଚନା ମିଳିଛି । ମାରପିଟ ତ ମାରପିଟ ମହିଳା ମାନେ ଯେଉଁ ଭଳି ଭାବରେ ଅସଭ୍ୟ ଭାଷାର ବ୍ୟବହାର କରିଛନ୍ତି ତାହା ବି ସ୍କୁଲରେ ଏହା ଦେଖିବା ଅତ୍ୟନ୍ତ ଲଜ୍ୟା ଜନକ ।

ତେବେ ଏହି ଘଟଣା ର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଆଉ ଏହି ଘଟଣାକୁ ଦେଖି ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *