ସକାଳୁ ସକାଳୁ ଶାଶୁଙ୍କ ସହ Somalin ଙ୍କ ମସ୍ତି ଦେଖିଲେ ହସି ହସି ଗଡିବେ ଆପଣ ! ଦେଖନ୍ତୁ Video

ବନ୍ଧୁଗଣ, ବିବାହ ଏକ ଏମିତି ବନ୍ଧନ ଯାହା ଦୁଇଟି ମନ କୁ ଗୋଟିଏ ରେ ପରିଣତ କରିଥାଏ । ଅର୍ଥାତ ବିବାହ ବନ୍ଧନରେ ବାନ୍ଧି ହେଲା ପରେ ସ୍ଵାମୀ ସ୍ତ୍ରୀ ହୋଇ ଜନ୍ମ ଜନ୍ମାନ୍ତର ସୁଖ ଦୁଖ ର ସାଥି ପାଲଟି ଯାଇଥାନ୍ତି । ଏହି ଅନୁଭୂତି ନିଆରା ଅଟେ । ଏହା ପ୍ରତ୍ୟକ ବ୍ୟକ୍ତି ଙ୍କ ଜୀବନରେ ଦିନେ ନା ଦିନେ ଆସିଥାଏ । ଆଜି ଆମ୍ଭେ କହିବାକୁ ଯାଉଅଛୁ ଝିଅ ରୁ ନବବୋଧୂ ପାଲଟିଥିବା ସୋମାଲିନ ପରିଡା ଙ୍କ ସମ୍ବନ୍ଧରେ ।

ନିକଟରେ ସୋମାଲିନ ଙ୍କ ବିବାହ ସମ୍ପର୍ଣ୍ଣ ହୋଇସାରିଛି । ଜାଙ୍କଲିନ ଙ୍କ ଭଉଣୀ ସୋମାଲିନ ମଧ୍ୟ ପ୍ରେମ ବିବାହ କରିଛନ୍ତି । ନିଜ ମନର ମଣିଷ କୁ ଭଲ ପାଇ ତାଙ୍କ ସହିତ ବିବାହ କରି ବେସ ଖୁସ ଅଛନ୍ତି ସୋମାଲିନ । ବର୍ତ୍ତମାନ ନିଜ ଶାଶୁଘରେ ଥିବା ସମୟରେ କିଛି ଏଭଳି ଖୁସିର ମୂହୁର୍ତ୍ତ କୁ ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ ରେ ସେ-ୟ-ର କରିଛନ୍ତି ସୋମାଲିନ ।

ଏହି ଦୃଶ୍ୟରେ ସ୍ଵାମୀ ଙ୍କ ସହିତ ମଜାକ ମସ୍ତି କରୁଥିବାର ନଜର ଆସୁଛନ୍ତି । ଉଭୟ ସ୍ଵାମୀ ସ୍ତ୍ରୀ ବେସ ଖୁସି ଅଛନ୍ତି । ସୋମାଲିନ ଙ୍କ ଶାଶୁଘର ସଦସ୍ୟ ମଧ୍ୟ ଏହିଭଳି ବୋଧୂ ପାଇ ବହୁତ ଖୁସି ଅଛନ୍ତି । ବିଶେଷ କରି ସୋମାଲିନ ଙ୍କ ଶାଶୁ ତାଙ୍କୁ ଝିଅ ଭଳି ଆଦର କରୁଛନ୍ତି । ଶାଶୁ ଙ୍କ କୋଳରେ ସୋମାଲିନ ମୁଣ୍ଡରଖି ଗେହ୍ଲା ହେବାର ନଜର ଆସୁଛନ୍ତି ।

ଏହାପରେ ଏହି ଭି-ଡି-ଓ ରେ ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ହେଉଛି ନିଜ ଧର୍ମ ପତ୍ନୀ ଅର୍ଥାତ ସୋମାଲିନ ଙ୍କୁ ତାଙ୍କ ସ୍ଵାମୀ ପାଦରେ ପାଊଁଚି ପିନ୍ଧାଇ ଦେଉଛନ୍ତି । ଏହି ଦୃଶ୍ୟ ଦେଖିବାକୁ ବହୁତ ରୋମାଞ୍ଚକ ଅଟେ । ଏହା ଦେଖିଲେ ଲାଗୁଛି ଉଭୟଙ୍କ ମଧ୍ୟରେ ଅତ୍ୟନ୍ତ ପ୍ରେମ ରହିଅଛି ଏବଂ ଜୀବନ ସାଥି ରୂପେ ଦୁହେଁ ପରସ୍ପର କୁ ପାଇ ବେସ ଖୁସ ଅଛନ୍ତି । ସୋମଳିନ ଙ୍କ ସ୍ଵାମୀ ତାଙ୍କୁ ଏକ ବଡ ଉପହାର ମଧ୍ୟ ଦେଇଛନ୍ତି ।

ଏହା ପାଇ ସେ ବହୁତ ଉଲ୍ଲସିତ ହୋଇଯାଇଛନ୍ତି । ଶାଶୁ ଙ୍କ କୋଳରେ ଶୋଇ ନୃତ୍ୟ କରୁଥିବାର ଦୃଶ୍ୟ ନଜର ଆସିଅଛି । ଏହାକୁ ଦେଖି ତାଙ୍କ ପ୍ୟାନ୍ସ ମାନେ ତାଙ୍କୁ ଶୁଭ କାମନା ଦେଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଷୟ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *