ଶାଶୁ ଘରେ ସମସ୍ତଙ୍କ ପ୍ରିୟ ହୋଇଥାନ୍ତି ଏହି 5 ଟି ନାମର ଝିଅ (Astrology)

ନମସ୍କାର ବନ୍ଧୁଗଣ ତେବେ ଝିଅ ମାନେ ନିଜ ବିବାହ କୁ ନେଇ ଅନେକ କିଛି ସ୍ବପ୍ନ ଦେଖିଥାନ୍ତି । ତେବେ କୁହାଯାଏ କି ଦୁହିତା ଦୁଇ କୂଳକୁ ହିତା ଅର୍ଥାତ ଝିଅ ଟି ଉଭୟ ନିଜ ବାପ ଘର ଏବଂ ଶାଶୂ ଘର ପାଇଁ ବହୁତ ଶୁଭ ହୋଇଥାନ୍ତି । ତେବେ ଯେପରି ଗୋଟିଏ ଝିଅ ଟି ନିଜ ବାପ ଘରେ ସ୍ନେହ ଆଦର ସମ୍ମାନ ପାଇଥାଏ ସେହିପରି ସେ ଚାହେଁ କି ତା ଶାଶୂ ଘରେ ମଧ୍ୟ ସମସ୍ତେ ତାଙ୍କୁ ସମ୍ମାନ ଏବଂ ପ୍ରେମ କରନ୍ତୁ ।

ତେବେ ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଭଳି ନାମର ଝିଅ ମାନଙ୍କ ସମ୍ବନ୍ଧରେ କୁହା ଯାଇଛି । ଯେଉଁ ମାନଙ୍କୁ ନିଜ ଶାଶୁ ଘରେ ବହୁତ ଭଲ ପାଇବା ମିଳିଥାଏ ଏବଂ ସେମାନେ ନିଜ ଶାଶୁ ଘରେ ସବୁବେଳେ ଖୁସି ରେ ରୁହନ୍ତି । ତେବେ ଆସନ୍ତୁ ଜାଣିବା ଏହି ବିଷୟ ରେ । ୧- ପ୍ରଥମ ଅକ୍ଷର ହେଉଛି P ନାମ ଥିବା ଝିଅ ମାନେ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ଅଟନ୍ତି । ଏମାନଙ୍କ ହୃଦୟ ବହୁତ ସଫା ହୋଇଥାଏ ।

ଏମାନେ କେବେବି ନିଜ ମନରେ ଅନ୍ୟ ପାଇଁ ଖରାପ ଭାବନା ରଖନ୍ତି ନାହିଁ । ଏମାନେ ନିଜ ଶାଶୁ ଘର ର ସମସ୍ତ ସଦସ୍ୟ ଙ୍କୁ ବହୁତ ଭଲ ପାଆନ୍ତି । ଏହି କାରଣରୁ ଏହି ନାମର ଝିଅ ମାନଙ୍କୁ କେବଳ ଜଣେ ଭଲ ଜୀବନସାଥୀ ହିଁ ନୁହେଁ ବରଂ ଭଲ ଶାଶୂଘର ମଧ୍ୟ ମିଳିଥାଏ ଏବଂ ଏମାନେ ନିଜ ଶାଶୂ ଘରେ ସର୍ବଦା ଖୁସି ରେ ରୁହନ୍ତି ।


୨-ଦ୍ଵିତୀୟ ରେ ହେଉଛି D ନାମ ଥିବା ଝିଅ ମାନେ । ତେବେ ଏହି ନାମ ର ଝିଅ ମାନେ ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ମଧ୍ୟ ଶାଶୂଘର ମାମଲାରେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ଯେଉଁ ଘରକୁ ବୋହୁ ହୋଇ ଯାଆନ୍ତି ସେହି ଘରେ ତାଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ ଏବଂ ମାନ ସମ୍ମାନ ମିଳିଥାଏ । ଏମାନଙ୍କୁ ନିଜ ଶାଶୁ ଘରେ ପୁଅ ଠାରୁ ମଧ୍ୟ ଅଧିକ ଭଲ ପାଇବା ମିଳିଥାଏ । ଏମାନେ ଶାଶୁ ଘରେ ସମସ୍ତଙ୍କ ପ୍ରିୟ ପାତ୍ର ଅଟନ୍ତି ଏବଂ ଏମାନଙ୍କୁ କେବେବି ନିଜ ଶାଶୂଘରେ ପର ବୋଲି ଅନୁଭବ ହେବାକୁ ଦିଅନ୍ତି ନାହିଁ । ଏହି କାରଣରୁ ଏହି ନାମର ଝିଅ ସର୍ବଦା ନିଜ ଶାଶୂଘରେ ଖୁସି ରେ ରୁହନ୍ତି ।


୩- ତୃତୀୟ ରେ ହେଉଛି N ନାମ ଥିବା ଝିଅ ମାନେ । ତେବେ ଏହି ଝିଅ ମାନେ ଅତ୍ୟନ୍ତ ସୌଭାଗ୍ୟଶାଳୀ ଅଟନ୍ତି । ଏମାନଙ୍କୁ ଏକ ଭଲ ଶାଶୂଘର ମିଳିଥାଏ । ଏହି ନାମର ଝିଅ ମାନଙ୍କୁ ତାଙ୍କ ଶାଶୁ ଓ ଶ୍ୱଶୁର ଙ୍କ ବହୁତ ଭଲ ପାଇବା ଓ ସ୍ନେହ ମିଳିଥାଏ ଏବଂ ଏମାନଙ୍କୁ ତାଙ୍କ ଶାଶୁ ଓ ଶ୍ବଶୁର ନିଜ ପଲକରେ ବସାଇ ରଖନ୍ତି । ଏହାସହିତ ଏମାନଙ୍କ ଜୀବନ ସାଥି ମଧ୍ୟ ଏମାନଙ୍କର ଖୁବ ଯତ୍ନ ନେଇଥାନ୍ତି । ଏହି କାରଣରୁ ଏହି ନାମର ଝିଅ ମାନେ ନିଜ ଶାଶୁ ଘରେ ସର୍ବଦା ଖୁସି ରେ ରୁହନ୍ତି ।


୪- ଚତୁର୍ଥ ରେ ହେଉଛି S ନାମ ଥିବା ଝିଅ ମାନେ । ତେବେ ଏହି ନାମ ଥିବା ଝିଅ ମାନେ ଖୁବ ଭଲ ସ୍ବଭାବ ର ଥାଆନ୍ତି ଏବଂ ଜ୍ଞାନୀ ସହ ଟିକେ ଜିଦି ମଧ୍ୟ ଥାଆନ୍ତି । ତେବେ ଏହି ନାମ ର ଝିଅ ମାନଙ୍କ ପାଦ ତାଙ୍କ ଶାଶୂ ଘର ପାଇଁ ବହୁତ ଶୁଭ ହୋଇଥାଏ । ଏମାନେ ନିଜ ପାର୍ଟନର ର ସେବା କରିବା ସହ ଅନ୍ୟ ସଦସ୍ୟ ମାନଙ୍କ ର ମଧ୍ୟ ସେବା କରନ୍ତି ଏମାନେ କଠିନ ରୁ କଠିନ ସମସ୍ୟା କୁ ନିଜର ବୁଝ ସୁଝ ରେ ସମାଧାନ କରି ଦେଇଥାନ୍ତି ତେଣୁ ସେ ନିଜ ଶାଶୂ ଘରେ ବହୁତ ପ୍ରିୟ ମଧ୍ୟ ଥାଆନ୍ତି ।


୫- ପଞ୍ଚମ ରେ ହେଉଛି R ନାମ ଥିବା ଝିଅ ମାନେ । ତେବେ ଏହି ନାମ ର ଝିଅ ମାନେ ନିଜ ଗୁଣ ଓ ଭଲ ଗୁଣ ପାଇଁ ସେମାନେ ନିଜକୁ ସମସ୍ତଙ୍କ ପାଖରେ ପ୍ରିୟ ପାତ୍ର କରି ପାରନ୍ତି । ଏମାନେ ଘରର ସମ୍ପୁର୍ଣ୍ଣ ବୋଝ ଓ ଦାୟିତ୍ୱକୁ ସୁଚାର ରୂପେ ତୁଲେଇ ଥାଆନ୍ତି । ତାସହିତ ସମସ୍ତଙ୍କ ମାନ ସନ୍ନମାନର ବହୁତ ଭଲ ଭାବରେ ଧ୍ୟାନ ରଖନ୍ତି । ଯେଉଁକାରଣ ରୁ ସେ ସମସ୍ତ ଙ୍କ ପ୍ରିୟ ବୋହୁ ହେଇ ତାଙ୍କ ମନରେ ରାଜୁତି କରନ୍ତି ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *