ଶାଶୁ ଘରକୁ ସ୍ଵର୍ଗ ପରି ସୁନ୍ଦର ବନେଇ ଦିଅନ୍ତି ଏହି 3 ଟି ନାମର ଝିଅ (Astrology)

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ମହିଳା ମାନଙ୍କୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଇଥାଏ । ଯେତେବେଳେ କାହା ଘରେ ଝିଅ ଜନ୍ମ ହୁଏ ସେତେବେଳେ କୁହନ୍ତି ଘରକୁ ଲକ୍ଷ୍ମୀ ଆସିଛନ୍ତି । ବନ୍ଧୁଗଣ ଗୋଟେ ଝିଅ ଚାହିଁଲେ ଘରକୁ ସ୍ଵର୍ଗ କିମ୍ବା ନର୍କରେ ପରିଣତ କରିଥାଏ । କୁହାଯାଏ ଯଦି କୌଣସି ବ୍ୟକ୍ତିକୁ ଏକ ପରଫେକ୍ଟ ଲାଇଫ ପାର୍ଟନର ମିଳିଯିବ ତା ହେଲେ ସେହି ବ୍ୟକ୍ତିର ଜୀବନ ସୁଖମୟ ହୋଇ ରହିବ । ଏହା ସହିତ ଏମିତି ମଧ୍ୟ ଝିଅ ଥାନ୍ତି ଯେଉଁ ମାନେ ନିଜ ପାର୍ଟନର ଓ ନିଜ ଶାଶୁ ଘର ପାଇଁ ଖୁସି ନେଇ ଆସିଥାନ୍ତି ।

ହେଲେ କେଉଁ ଝିଅ ଆପଣଙ୍କ ପାଇଁ ଓ ଆପଣଙ୍କ ପରିବାର ପାଇଁ ଭାଗ୍ୟଶାଳୀ ହେବ ତାର ମୁହଁ ଦେଖି ତ କହିହେବ ନାହିଁ ହେଲେ ତାର ନାମ ଆଧାରରେ ଏହା ଜାଣି ହେବ । ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ବ୍ୟକ୍ତି ନାମ ଆଧାରରେ ତାର ସ୍ଵଭାବ, ଚରିତ୍ର ଓ ଭାଗ୍ୟ ବିଷୟରେ ବହୁତ କିଛି ଜାଣି ହେବ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଘରକୁ ସ୍ଵର୍ଗ କରି ରଖିଥାନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ମହିଳା ମାନଙ୍କ ବିଷୟରେ ।

P ନାମର ମହିଳା ମାନେ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି P ନାମର ମହିଳା ମାନେ । ଯେଉଁ ମହିଳା ମାନଙ୍କ ନାମ P ରୁ ଆରମ୍ଭ ହୋଇଥାଏ ସେମାନେ ନିଜ ପାର୍ଟନର ଓ ନିଜ ପରିବାରର ବହୁତ ଯତ୍ନ ନିଅନ୍ତି । ଯେଉଁ ଲୋକମାନେ ଏହି ନାମର ମହିଳାଙ୍କ ସହ ବିବାହ କରନ୍ତି ତାଙ୍କର ଦାମ୍ପତ୍ତ୍ୟ ଜୀବନ ବହୁତ ସୁଖମୟ ରହିଥାଏ । ଏହି ମହିଳା ମାନେ ନିଜ ପାର୍ଟନର ଓ ନିଜ ଶାଶୁ ଘର ଲୋକଙ୍କୁ ବହୁତ ଖୁସିରେ ରଖନ୍ତି ।

Z ନାମର ମହିଳା ମାନେ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି Z ନାମର ମହିଳା ମାନେ । ଯେଉଁ ମହିଳା ମାନଙ୍କ ନାମର ଆରମ୍ଭ Z ରୁ ହୋଇଥାଏ ସେମାନେ ନିଜ ଶାଶୁ ଘରକୁ ସ୍ଵର୍ଗ କରି ରଖିଥାନ୍ତି । ଏହି ମହିଳା ମାନେ ବହୁତ ସୁନ୍ଦର ହେବା ସହ ବହୁତ ଦୟାଳୁ ଅଟନ୍ତି । ଏହି ଝିଅ ମାନେ ସବୁଠାରୁ ଅଧିକ ନିଜ ମା ବାପାଙ୍କୁ ଭଲ ପାନ୍ତି ଓ ଏହି ଭଲ ପାଇବା ନେଇ ଏମାନେ ନିଜ ଶାଶୁ ଘରକୁ ଯାଇଥାନ୍ତି । ଏହି ଝିଅ ମାନେ ନିଜ ପାର୍ଟନର ଓ ନିଜ ଶାଶୁ ଘର ଲୋକଙ୍କୁ ସବୁବେଳେ ଖୁସିରେ ରଖନ୍ତି ।

L ନାମର ମହିଳା ମାନେ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି L ନାମର ମହିଳା ମାନେ । ଯେଉଁ ମହିଳା ମାନଙ୍କ ନାମର ପ୍ରଥମ ଅକ୍ଷର Lରୁ ଆରମ୍ଭ ହୋଇଥାଏ ସେମାନେ ନିଜ ଶାଶୁ ଘରର ବାତାବରଣ ସୁଖମୟ ରଖିଥାନ୍ତି । ଏହି ମହିଳା ମାନେ ନିଜ ଶାଶୁ ଘରେ ପାଦ ଦେବା ପରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ।

ଏମାନେ ନିଜ ପାର୍ଟନରକୁ ସମସ୍ତ ସୁଖ ଦେଇଥାନ୍ତି ଓ ନିଜ ଶାଶୁ ଘରେ ବହୁତ ଖୁସିରେ ରହିଥାନ୍ତି । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *