ନିଶାରେ ଟଳମଳ ବର ! କନ୍ୟା ବଦଳରେ ଶାଶୁ ବେକରେ ବରଣମାଳ ପକାଇଲା ଜ୍ୱାଇଁ, ଦେଖନ୍ତୁ ଏହି ଭାଇରାଲ ଭିଡ଼ିଓ…

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ବନ୍ଧୁଗଣ ଏହା ସହିତ ଲୋକମାନେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ମନୋରଞ୍ଜନ ମଧ୍ୟ କରିପାରୁଛନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓଟି ଦେଖିଲେ ବହୁତ ଖୁସି ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ବ୍ୟକ୍ତି ନିଜ ବିବାହକୁ ସ୍ପେଇଶାଲ କରିବା ପାଇଁ ଇଛା କରିଥାନ୍ତି । ସେଥିପାଇଁ ଲୋକମାନେ ବହୁତ ଟଙ୍କା ଖର୍ଚ୍ଚ କରିଥାନ୍ତି । ହେଲେ ଏଭଳି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁ ମାନଙ୍କର ବିବାହ ଆପେ ଆପେ ସ୍ପେଇଶାଲ ହେଇଯାଏ । ହେଲେ ତାଙ୍କ ବିବାହ ତାଙ୍କରି ଉପରେ ଭାରି ପଡିଯାଏ । ଠିକ ଏହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ।

ବନ୍ଧୁଗଣ ଏହି ଭିଡିଓରେ ଜଣେ ବର ମଦ୍ୟପାନ କରି ଆସିଛି । ତେବେ ବର କନ୍ୟା ବେକରେ ବରଣମାଳା ପକାଇବା ଜାଗାରେ କନ୍ୟା ମା ବେକରେ ପକାଇବାକୁ ଯାଉଛି । ହେଲେ ସେହି ସମୟରେ କନ୍ୟାର ନାମ ବର  ହାତକୁ ରୋକୁ ଛନ୍ତି । ଏହା ପରେ ବରର ସାଙ୍ଗ ମାନେ ଆସି ତାକୁ ସମ୍ଭାଳୁ ଛନ୍ତି ।

ବନ୍ଧୁଗଣ ଏହା ପରେ ବର କନ୍ୟା ବେକରେ ବରମାଳା ପକାଇବାକୁ ଯାଉଛି ହେଲେ ବନ୍ଧୁଗଣ ସେ ବରମାଳା ପକାଇବା ସମୟରେ ନିଜେ ତଳେ ପଡିଯାଉଛି । ବର ଜଣକ ଏତେ ମଦ୍ୟପାନ କରିଛନ୍ତି ଯେ, ସେ ନିଜକୁ ଠିକ ଭାବରେ ସମ୍ଭାଳି ପାରୁ ନାହାନ୍ତି । କାହା ବେକରେ ବରମାଳା ପକେଇବେ ସେ ବୁଝି ପାରୁ ନାହାନ୍ତି ।

ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *