ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ତେବେ ଓଡିଆ ଇଣ୍ଡଷ୍ଟ୍ରିର ସମସ୍ତ ଅଭିନେତା ମାନେ ନିଜ ଅଭିନୟ ଏବଂ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି ।
ବନ୍ଧୁଗଣ ଏହି ଓଡିଆ ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଅନୁଭବ ମହାନ୍ତି । ଆପଣ ମାନେ ସମସ୍ତେ ଅନୁଭବଙ୍କୁ ଅନେକ ସୁପର ହିଟ ଫିଲ୍ମରେ ଦେଖିଥିବେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତିଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଅନୁଭବ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।
ଅନୁଭବ ଜଣେ ଓଡିଆ ଅଭିନେତା ହେବା ସହ ଜଣେ ରାଜନେତା ମଧ୍ୟ ଅଟନ୍ତି । ସେ ବିଜେଡି ଦଳରେ ଥାଇ କେନ୍ଦ୍ରପଡାର ସାଂସଦ ଅଟନ୍ତି । ତେବେ ଗତ କିଛି ବର୍ଷ ହେବ ଅନୁଭବ ନିଜ ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସାରା ରାଜ୍ୟରେ ବର୍ଷା ଆଉ ଅନୁଭବଙ୍କ ପାରିବାର ବିବାଦର ଚର୍ଚ୍ଚା ଚାଲିଛି । ଉଭୟଙ୍କ ବିଚ୍ଛେଦ କାହାଣୀ ଯେତିକି ଲମ୍ବା ହେଉଛି ଲୋକଙ୍କ ମନରେ ସେତିକି ଉତ୍ସାହ ଭରି ରହୁଛି ।
ଆଜି କଟକର ପରିବାର ଅଦାଲତରେ ଉଭୟଙ୍କୁ ହାଜର ହେବା ପାଇଁ କୁହା ଯାଇଥିଲା । ଏହି ସମୟରେ ବର୍ଷା ମଧ୍ୟ ଆସିଥିଲେ ତେବେ ସେ ଆସିବା ପରେ ଜଣେ ଓକିଲଙ୍କ ପାଦ ଧୂଳି ନେଇଥିବାର ନଜର ଆସିଥିଲେ । ତାଙ୍କ ଠାରୁ ବୟସରେ ଅଧିକ ହୋଇଥିବାରୁ ସେ ପାଦ ଧୂଳି ନେଇଥିବାର ଚର୍ଚ୍ଚା ହେଉଛି । ନିଜର ସମ୍ପର୍କୀୟ ବା ବରିଷ୍ଠ ହେଇଥିବାରୁ ସେ ପାଦ ଧୂଳି ନେଇଥିବାର ଅନୁମାନ କରା ଯାଉଛି ।
ବନ୍ଧୁଗଣ ଭଲ କରି ଦେଖନ୍ତୁ ଏ ଭିଡିଓକୁ କିଭଳି ବର୍ଷା ସେହି ଓକିଲଙ୍କର ପାଦ ଧୂଳି ନେଉଛନ୍ତି । ବର୍ଷାଙ୍କର ଏଭଳି କାର୍ଯ୍ୟ ସମସ୍ତଙ୍କୁ ବେସ ପସନ୍ଦ ଆସିଛି । ଜଣେ ଆଗ ଧାଡିର ଅଭିନେତ୍ରୀ ହୋଇଥିଲେ ମଧ୍ୟ ସେ ପାଦ ଧୂଳି ନେବାକୁ ପଛେଇ ନାହାନ୍ତି । ଓଡିଆ ରୀତିନୀତି ପରମ୍ପରାକୁ ବଜାଇ ରଖି ସେ ଏପରି କରିଛନ୍ତି । ତେବେ ବର୍ଷାଙ୍କ ଏଭଳି କାମ ଆପଣ ମାନଙ୍କୁ କେତେ ପସନ୍ଦ ଆସିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।