ଶେଷ ଯାତ୍ରା ସମୟରେ Mihir Das ଙ୍କ ସାନ ପୁଅର ଆକୁଳ ଚିତ୍କାର, ଦେଖିଲେ ଆଖିରେ ଲୁହ ରହିବ ନାହିଁ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ଜାଣିଛନ୍ତି ଆପଣ ମାନଙ୍କ ସମସ୍ତଙ୍କ ପ୍ରିୟ ଅଭିନେତା ମିହିର ଦାସ୍ ଆରପାରିକୁ ଚାଲି ଯାଇଛନ୍ତି । ଓଲିଉଡ ଅଭିନେତା ମିହିର ଦାସ୍ ଙ୍କ ଅକାଳ ବିୟୋଗ ରେ ସମ୍ପୂର୍ଣ୍ଣ ଭାବରେ ଦୋହଲି ଯାଇଛି ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି । ସମସ୍ତ ଅଭିନେତା ଏବଂ ଅଭିନେତ୍ରୀ ମାନେ ଭାଙ୍ଗି ପଡ଼ିଛନ୍ତି ତାଙ୍କର ଅକାଳ ବିୟୋଗରେ । ସତେ ଯେମିତି ଏକ ଶୋକର ଛାୟା ଖେଳି ଯାଇଛି ମିହିର ଦାସ୍ ଙ୍କ ମୃତ୍ୟୁ ଖବର ଶୁଣି ।

ଆପଣ ମାନେ ଜାଣିଛନ୍ତି ଜଣେ ଜଣାଶୁଣା ଆଗ ଧାଡ଼ିର ଲୋକପ୍ରିୟ ଅଭିନେତା ଭାବରେ ମିହିର ଦାସ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ । ଯିଏକି ନିଜର ଅଭିନୟର ପାରଦର୍ଶିତା ରେ ଦର୍ଶକଙ୍କୁ ଏକ ଭିନ୍ନ ଅନ୍ଦାଜ ର ମନୋରଂଜନ ର ସୁରାକ ଯୋଗାଇଥାନ୍ତି । ଆପଣ ତ ଜାଣିଛନ୍ତି ଭାରି ନିଆରା ଏବଂ ଜୀବନ୍ତ ଅଭିନୟ ତାଙ୍କ ନିକଟରେ ଦେଖିବାକୁ ମିଳେ । ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ଜଣେ ସୁନ୍ଦର୍ ବ୍ୟକ୍ତିତ୍ଵ ର ଅଧିକାରୀ ଅଟନ୍ତି ।

ତାଙ୍କର ଅଗଣିତ ପ୍ରସଂଶକ ମାନେ ମଧ୍ୟ ତାଙ୍କୁ ବହୁତ୍ ଭଲ ପାଇଥାନ୍ତି । ଓଲିଉଡ ଇଣ୍ଡଷ୍ଟ୍ରି ର ଜଣେ ଆଗଧାଡିର ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତି ମଧ୍ଯ ମିହିର ଦାସ ଙ୍କ ବିୟୋଗ ରେ ବହୁତ୍ ଦୁଃଖ ପ୍ରକାଶ କରିଛନ୍ତି ଏବଂ ସେ ଏହାକୁ ନେଇ ଭାଙ୍ଗି ପଡ଼ିଛନ୍ତି । ସତେ ଯେମିତି କେହି ତାଙ୍କର ଏହି ମୃତ୍ୟୁକୁ ବିଶ୍ୱାସ କରି ପାରୁ ନାହାଁନ୍ତି । ତେବେ ମିହିର ଦାସ ଙ୍କ ବଡ଼ ପୁଅ ହିଁ ସବୁ କ୍ରିୟା କରିବେ ତେବେ ତାଙ୍କ ସାନ ପୁଅ ନିଜ ବାପାଙ୍କ ଦେହାନ୍ତ ଖବର କୁ ଆପଣାଇ ପାରୁ ନାହାଁନ୍ତି ଏବଂ ଦୁଃଖ ରେ ଭାଙ୍ଗି ପଡିଛନ୍ତି ନିଜ ବାପାଙ୍କ ପାଖରେ ରହି ସେ ଖୁବ ଜୋରରେ କାନ୍ଦୁଛନ୍ତି ।

ପୂର୍ବରୁ ମିହିର ଦାସ ଙ୍କ ସ୍ତ୍ରୀ ସଂଗୀତା ଦାସ ଙ୍କ ମୃତ୍ୟୁ ହୋଇ ସାରିଥିଲା ତେବେ ବାପାଙ୍କ ସାହାସ ରେ ସେମାନେ ରହିଥିଲେ ତେବେ ବର୍ତ୍ତମାନ ତାହା ବି ଚାଲିଗଲା ଏହି ଦୃଶ୍ୟ ଦେଖିବା ବହୁତ କଷ୍ଟକର ଅଟେ । ତେବେ ମିହିର ଦାସ ଙ୍କ କିଡନୀ ଜନିତ ସମସ୍ୟା ରହିଥିଲା । ସେଥିପାଇଁ ସେ ପ୍ରାୟତଃ ଏକ ମାସ ହେଲା ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ତେବେ ପରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇ ସି ୟୁ ରେ ଭର୍ତ୍ତି କରା ଯାଇଥିଲା ।

ତେବେ ନିକଟରେ ଗତକାଲି ତାଙ୍କର ମୃତ୍ୟୁ ଘଟିଛି । ଦୀର୍ଘ ଦିନ ହେଲା ଯକୃତ ରୋଗରେ ଆକ୍ରାନ୍ତ ହୋଇ କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ ମିହିର । ତାଙ୍କର ଅସୁସ୍ଥତା ଖବର ପାଇବା ପରେ ଓଡ଼ିଶା ବାସୀ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ । ତେବେ କିଛି ଦିନ ତଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା ।

ତାଙ୍କର ମଲ୍ଟି ଅର୍ଗାନ କାମ କରିବା ବନ୍ଦ କରି ଦେଇଥିଲା ଏବଂ ତାଙ୍କର କିଡନୀ ମଧ୍ୟ ସମ୍ପୂର୍ଣ୍ଣ ଅକାମୀ ହୋଇ ପଡ଼ିଥିଲା । ଆଉ ଏହି କାରଣରୁ ତାଙ୍କର ଡାଇଲିସିସ୍ ମଧ୍ଯ ଚାଲିଥିଲା । ହେଲେ ଗତ କିଛି ଦିନ ହେବ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ସଂକଟାପନ୍ନ ହେବାରେ ଲାଗିଥିଲା । ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ନେଇ ଡ଼ାକ୍ତର ମଧ୍ଯ ସୂଚନା ଦେଇଥିଲେ ।

ଆଉ ଏବେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏହା ଓଡ଼ିଆ ସିନେମା ଜଗତରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି । ତେବେ ଅନେକ ଅଭିନେତା, ଅଭିନେତ୍ରୀ ମିହିର ଦାସ୍ ଙ୍କ ଶେଷ ଦର୍ଶନରେ ଆସି ପହଞ୍ଚିଥିବା ମଧ୍ଯ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *