ଶେଷରେ ସାମ୍ନା କୁ ଆସିଲା ସତ, ଦୀପିକା ଙ୍କ ପିଲାର ଅସଲି ବାପାଙ୍କ ପରିଚୟ ମିଳିଲା

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ କେ ଦୀପିକା ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଆଉ ବିବାଦ ମଧ୍ୟ ଦେଖା ଯାଇଥିଲା । କାରଣ କେ ଦୀପିକା ଦିନେଶ ନାମକ ଯୁବକ ଙ୍କୁ ଭଲ ପାଉଥିଲେ । ଆଉ ଦୁହିଙ୍କ ପ୍ରେମ ସମ୍ପର୍କ ଏତେ ବଢି ଯାଇଥିଲା ଯେ ଦୁହେଁ ଶାରୀରିକ ସମ୍ପର୍କ ରଖିଥିଲେ । ଏହା ପରେ ଦୁହିଙ୍କର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ଏହା ପରେ ଯେବେ ଦୀପିକା ଦିନେଶ ଙ୍କୁ ବିବାହ ପାଇଁ କହିଥିଲେ ଦିନେଶ ସଫା ସଫା ମନା କରି ଦେଇଥିଲେ ।

ଏହା ପରେ ଦୀପିକା ଦିନେଶ ଙ୍କ ଘର ଆଗରେ ଦୀର୍ଘ ଦିନ ଧରି ଧାରଣାରେ ବସିଥିଲେ । ସ୍ଥିତି ଏମିତି ହୋଇଥିଲା ଯେ ଦୀପିକାଙ୍କୁ ଦିନେଶଙ୍କ ପରିବାର ଲୋକେ ଅନେକ ନିର୍ଯ୍ୟାତନା ମଧ୍ୟ ଦେଇଛନ୍ତି । ଯାହାକୁ ସାହି ଦୀପିକା ଧାରଣାରେ ବସି ରହିଥିଲେ । ଆଉ ଆଜି ଦୀପିକାଙ୍କ ମାମଲା ରେ ଆସିଛି ନୂଆ ଟ୍ଵିଷ୍ଟ । କାରଣ ଦୀପିକା ଓ ଦିନେଶ ଙ୍କ DNA ରିପୋର୍ଟ ଆସି ପହଞ୍ଚି ଯାଇଛି ।

ଯାହାକୁ ଧରି ଦୀପିକା ପୁଣି ଥରେ ଦିନେଶ ଙ୍କ ଘରେ ଆଗରେ ଧାରଣା ରେ ବସିଛନ୍ତି । ସୂଚନା ଅନୁଯାୟୀ ଦୀପିକା ଙ୍କ ପୁଅଙ୍କ ଅସଲି ବାପା ହେଉଛନ୍ତି ଦିନେଶ । ଯାହାର ସତ ଏବେ DNA ରିପୋର୍ଟ ଆସିବା ପରେ ସ୍ପଷ୍ଟ ହୋଇଛି । 2021ରେ ହୋଇଥିବା ମାମଲାରେ ରାଜ୍ୟ ଫରେନସିକ ଲାବ୍ରୋଟୋରି ଏହି ରିପୋର୍ଟ ଦେଇଛନ୍ତି ।

DNA ରିପୋର୍ଟ ର କପି ଧରି ଦୀପିକା ଏବେ ଦିନେଶ ଙ୍କ ଘରେ ପହଞ୍ଚି ଯାଇଛନ୍ତି । ଯାହାକୁ ନେଇ ଏବେ ପୁଣି ଥରେ ଦୀପିକା ଚର୍ଚ୍ଚା ରେ ଆସିଛନ୍ତି । ତେବେ ଏ ନେଇ ଦୀପିକା ଗଣମାଧ୍ୟମରେ ନିଜର ମତ ମଧ୍ୟ ରଖିଛନ୍ତି । ଦୀପିକା କହିଛନ୍ତି ଯେ ତାଙ୍କୁ ଦିନେଶ ଓ ତାଙ୍କ ପରିବାର ଲୋକେ ବହୁତ ନିର୍ଯ୍ୟାତନା ଦେଇଛନ୍ତି । ଯାହାକୁ ସେ ସହିଛନ୍ତି ମଧ୍ୟ ।

ତଥାପି ନିଜ ଧାରଣାରୁ ହଟି ନାହାନ୍ତି । ତାଙ୍କୁ ମାରିବା ମରୀଚ ପାଣି ମଧ୍ୟ ପକା ଯାଇଥିଲା । ଦିନେଶ ପିଲା ଜନ୍ମ ହେବା ଦିନ ଠାରୁ ଆଜି ଯାଏଁ କୌଣସି କଥା ବୁଝି ନାହାନ୍ତି । ସମାଜରେ ତାଙ୍କୁ ନେଇ ନେଇ ଯେଉଁ ଚର୍ଚ୍ଚା ଚାଲିଛି ସେ ସବୁ ସହିବା ବହୁତ କଷ୍ଟ ହୋଇ ପଡିଥିଲା । କିନ୍ତୁ ଆଜି DNA ରିପୋର୍ଟ ଆସିବା ପରେ ସତ ସତ ସାମ୍ନା କୁ ଆସିଲା ।

ଆଉ ଦିନେଶ ହିଁ ଦୀପିକାଙ୍କ ପୁଅର ପ୍ରକୃତ ବାପା । ତେବେ ସେ ଯାହା ବି ହେଉ ଶେଷରେ ଦୀପିକା ଯେଉଁ ଦିନକୁ ଅପେକ୍ଷା କରିଥିଲେ ତାହା ଆଜି ସମାପ୍ତ ହୋଇଛି । ଆଉ ଏବେ ଦୀପିକା ଅପେକ୍ଷା କରିଛନ୍ତି କୋର୍ଟ ର ଅର୍ଡର କୁ । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *