‘ସେ ଦିନ ମୁଁ ଖୁବ କାନ୍ଦିଥିଲି …ମୋର ସିନେମା କଥା ଭାରି ମାନେ ପଡିଥିଲା..’ ନିଜ ଜୀବନର କିଛି ଦୁଃଖ କାହାଣୀ ବଖାଣିଲେ ଅଭିନେତ୍ରୀ Nikita (ଝିଲି), ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ କାମ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଯ ଜବରଦସ୍ତ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ନିକିତା ମିଶ୍ର । ନିକିତାଙ୍କୁ ଆପଣ ମାନେ ‘ଝିଲି’ ସିରିଏଲରେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ନିକିତା ମୁଖ୍ୟ ଅଭିନେତ୍ରୀ ଭୂମିକାରେ ନଜର ଆସୁଛନ୍ତି । ନିକିତାଙ୍କ ସୁନ୍ଦରତା ଓ ତାଙ୍କ ଅଭିନୟକୁ ଓଡିଶା ବାସୀ ବେସ ପସନ୍ଦ କରନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ନିକିତାଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି ଭିଡିଓରେ ନିକିତାଙ୍କୁ ତାଙ୍କ ଜୀବନର ସବୁଠାରୁ ସ୍ପେଶିଆଲ ଟାଇମ ବିଷୟରେ ପଚରା ଯାଇଥିଲା । ନିକିତା ଏହାର ଉତ୍ତର ଦେଇ କହିଥିଲେ-‘ମୋ ପାଇଁ ସ୍ପେଶିଆଲ ଟାଇମ ହେଉଛି ମୋ ସାନ ଭାଇର ବାର୍ଥ । ସେ ମା ପେଟରେ ଥିବା ବେଳେ ଡେଲିଭରି ପୂର୍ବରୁ ତାର ଡେଲିଭର କରାଗଲା । ଡାକ୍ତର କହିଥିଲେ କାହାକୁ ଦରକାର ମା ଦରକାର ନା ଛୁଆ ଦରକାର ।

ଯେତେବେଳେ ମୁଁ ଏ କଥା ଶୁଣିଲି ସେତେବେଳେ ମୁଁ ବହୁତ ଦୁଃଖରେ ଥିଲି କାରଣ ମୋତେ ଗୋଟେ ଭାଇ ଦରକାର ବୋଲି ମୁଁ ଗୋଟେ ଫିଲ୍ମରେ ଅଭିନୟ କରିଥିଲି । ବାପାଙ୍କର ଇଛା ଥିଲା ମାକୁ ବଞ୍ଚେଇବା ପାଇଁ କାରଣ ମୁଁ ଅଛି । ମୁଁ ସେତେବେଳେ ମୋ ଅଜା ଆଇଙ୍କ ପାଖରେ ରହୁଥିଲି ହସ୍ପିଟାଲ ଯାଇ ନଥିଲି । ଆଉ ମୋର ଗୋଟେ ଭାଇ ଜନ୍ମ ହେଲା ମୁଁ ବହୁତ ଖୁସି ହେଇଗଲି ।

ସେ ବହୁତ ଛୋଟ ଥିଲା ଆଉ ତାର ପତଳା ପତଳା ହାତ ଗୋଡ ଥିଲା । ଆଉ ସେ ବେବି ଏବେ ବଡ ହେଇକି ଅଷ୍ଟମ ଶ୍ରେଣୀରେ ପଢୁଛି ମୋ ଠାରୁ ଡେଙ୍ଗା ହେଇଗଲାଣି ସେ ଆଉ ବେବି ହେଇ ନାହିଁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ନିକିତା ନିଜ ଭାଇ ବିଷୟରେ କହିଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *