ଦର୍ଶକ ବନ୍ଧୁ ଗତ କିଛି ଦିନ ହେବ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ସାରା ଓଡିଶାରେ ଚର୍ଚ୍ଚାରେ ଅଛନ୍ତି । ଜୟା ନାରାୟଣଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଜଣେ ମହିଳା ଆଇଆଇସିଙ୍କୁ ଠେ-ଲି ଥିବାର ନଜର ଆସୁଛନ୍ତି । ଧନପାଲ ଆଇଆଇସି ଅନିତା ପ୍ରଧାନଙ୍କୁ ଧ-କ୍କ-ଆ ମା-ରି-ବା ସହ ତାଙ୍କ ସହ ଦୁ-ର୍ବ୍ୟ-ବ-ହାର କରୁଥିବାର ନଜର ଆସୁଛନ୍ତି ଜୟ ନାରାୟଣ ।
ଏନେଇ ଏବେ ସମସ୍ତ ସ୍ଥାନରେ ଆଲୋଚନା ହେଉଥିବା ବେଳେ ବର୍ତ୍ତମାନ ଏହି ଘଟଣାକୁ ନେଇ ମିନତୀ ବହିଦାର ମୁହଁ ଖୋଲି ଛନ୍ତି । ସେ ଗଣମାଧ୍ୟମ ଆଗରେ ନିଜର ମତ ରଖିଛନ୍ତି ଆଉ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ମିନତୀ ବହିଦାର ଏନେଇ କହିଛନ୍ତି-‘ମୁଁ କାଲି ରାତିରେ ଦେଖୁଥିଲି ସେ ପୋଲିସ ମହିଳା ଜଣକ ଏକ ବୟସ୍କ ପିତୃ ସମାନ ଲୋକକୁ ଗୋଟେ ମୁ-ଥା ମା-ରୁ-ଛି ମୁହଁରେ । ଜଣଙ୍କୁ ମୁ-ଥା ମା-ରି-ଲେ ସେ କଣ ଛାଡି ଦେବ ସେ ଖାଲି ପେ-ଲି ଦେଉଛନ୍ତି ହାତରେ । ତମେ କେମିତି ଗୋଟେ ବୟସ୍କ ଲୋକକୁ ମୁ-ଥା ମା-ରି ଦେଉଛ । ତାଙ୍କ ଘରେ ସେ ତାଙ୍କ ବାପା-ମାଆ ଆଉ ଶାଶୁ-ଶଶୁରଙ୍କୁ ମାନୁ ଛନ୍ତି ତ ।
ତୁ ଝିଅଟେ ହାତ କେମିତି ଉଠେଇ ଦେଉଛୁ । ଏହି ଘଟଣାରେ ପୋଲିସ ବାଲାଙ୍କ ଭୁଲ ରହିଛି । ଜୟ ନାରାୟଣ ମିଶ୍ର ଯେଉଁ କହିଲେ କ୍ରା-ଆ ଇ-ମ ବ୍ରାଞ୍ଚକୁ ସେଇଟା ତାଙ୍କ ଭୁଲ ହେଇଛି କ୍ରା-ଆ ଇ-ମ ବ୍ରାଞ୍ଚ ଏଥିରେ କଣ କରିବ । ତାଙ୍କୁ ଯାହା ଅର୍ଡର ଆସୁଛି ସେ ସେଇଆ କରିବେ । ଗୋଟେ ପୋଲିସ ମହିଳା ତାଙ୍କୁ ମୁ-ଥା ମା-ରୁ-ଛି ଆପଣ ମାନେ ନିଜେ ଦେଖନ୍ତୁ । ଆପଣ ସେହି ଭିଡିଓରେ ଦେଖି ପାରୁଥିବେ ତୁ ମୁ-ଥା କେମିତି ମାରୁଛୁ ବାପା ସମାନ ଲୋକକୁ ।
ତୁ ମୁ-ଥା ମା-ରି-ବୁ ସେ ଛାଡି ଦେବେ । ଜୟ ନାରାୟଣ ମିଶ୍ର କହୁଛନ୍ତି ପୋଲିସ ବାଲା କିଛି କରୁ ନାହାନ୍ତି ସେଇଟା ତାଙ୍କ ଭୁଲ । ପୋଲିସ ବାଲା କଣ କରିବେ ତାଙ୍କର ତ ହାତ ବନ୍ଧା । ଏବେ ପୋଲିସ ବାଲା ଆଉ କଣ୍ଟ୍ରୋଲରେ ନାହାନ୍ତି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।