ନମସ୍କାର ବନ୍ଧୁଗଣ, ଗୋପାଳ ଦାସ ଏତେ ବଡ ଗୋଟିଏ ଘଟଣା ଘଟାଇବା ପରେ ମଧ୍ୟ ତାଙ୍କ ଠାରେ କୌଣସି ଅନୁତାପ ଦେଖିବା ପାଇଁ ମିଳିନାହିଁ । ଖାଇ ପିଇ ଅଏସରେ ଜୀବନ କଟାଉଛନ୍ତି ଗୋପାଳ । କ-ଏ-ଦୀ ହୋଇ ଜେଲରେ ରହିବାର ଦୁଃଖ ତାଙ୍କ ମନରେ ଟିକେ ବି ନାହିଁ । ଗୋପାଳ ମନ୍ତ୍ରୀ ନବ ଦାସଙ୍କ ମାମଲାରେ ଜେଲରେ ଥିବା ବେଳେ ତାଙ୍କ ସହ ରହୁଥିବା କ-ଏ-ଦୀ ରଖିଛନ୍ତି ଏଭଳି କିଛି ପ୍ରତିକ୍ରିୟା । ତେବେ ଗୋପାଳଙ୍କ ସହ ରହୁଥିବା କ-ଏ-ଦୀ କଣ କହିଛନ୍ତି ଗୋପାଳଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା ।
ଗୋପାଳଙ୍କ ସହ ରହୁଥିବା ସାଥି କ-ଏ-ଦୀ କହିଛନ୍ତି ଗୋପାଳଙ୍କ ମନରେ ଏଭଳି ଏକ କା-ଣ୍ଡ ଘଟାଇବା ପରେ କୌଣସି ମଧ୍ୟ ଅନୁତାପ ନାହିଁ । ମନ୍ତ୍ରୀଙ୍କୁ ମା-ରି ଅନୁତାପ କରିବା ବଦଳରେ ସେ ଜେଲ ଭିତରେ ବହୁତ ଖୁସିରେ ଜୀବନ ବିତାଉଛନ୍ତି । ଜେଲ ଭିତରେ ସୁବିଧା ଅସୁବିଧା ସବୁ ରହିଛି । ଗୋପାଳ ଜେଲରେ ପହଞ୍ଚିବା ପରେ ଅନ୍ୟ କ-ଏ-ଦୀ ମାନଙ୍କୁ ସେ ଭଲ ଲୋକ ପରି ଲାଗିଲେ ।
ଜେଲ ଭିତରେ ଥିବା ସମସ୍ତ କ-ଏ-ଦୀ ମାନଙ୍କୁ ଦେଖି ସେ ପ୍ରଥମେ ହସି ଦେଉଛନ୍ତି । ଜେଲରେ ଯାହା ଖାଇବା ରନ୍ଧା ଯାଉଛି ତାଙ୍କୁ ସର୍ବ ପ୍ରଥମେ ଗରମ ଗରମ ଦିଆ ଯାଉଛି । ଜେଲରେ ଥିବା ଅନ୍ୟ କ-ଏ-ଦୀ ମାନେ ଯାହା ଖାଉଛନ୍ତି ସେ ମଧ୍ୟ ସେଇଆ ହିଁ ଖାଉଛନ୍ତି । ଖାଇବାକୁ ନେଇ କେବେ ମଧ୍ୟ ଗୋପାଳ କିଛି ପ୍ରତିବାଦ କରନ୍ତି ନାହିଁ ।
ତାଙ୍କ କଥା ଜେଲ ଭିତରେ ଥିବା ଅନ୍ୟ କ-ଏ-ଦୀ ମାନେ ମଧ୍ୟ ଆଲୋଚନା କରନ୍ତି । ଜେଲରେ ଗୋପାଲା ବାହାରକୁ ବାହାରନ୍ତି ନାହି କିମ୍ବା ଚେଷ୍ଟା ମଧ୍ୟ କରନ୍ତି ନାହିଁ କାରଣ ବାହାରେ ଜଗୁଆଳ ଥାନ୍ତି । କ-ଏ-ଦୀ ମାନେ ପରସ୍ପର ମଧ୍ୟରେ ଏହା କଥା ହେଉଛନ୍ତି କି ସେ ଯେଉଁ ଜେଲରେ ଥିଲେ ସେଠାରେ ତାଙ୍କ କିଏ ବିବାଦିୟ ମଧ୍ୟ ଥିଲେ ।
ତେଣୁ ତାଙ୍କ ଜୀବନ ଉପରେ ବିଅପଦ ଥିବାରୁ ତାଙ୍କୁ ଚୌଦ୍ବାର ଜେଲ ଅଣାଯାଇଛି । କ-ଏ-ଦୀ ଏହା ମଧ୍ୟ କହିଛନ୍ତି କି ସେ ଏଠାରେ ତାଙ୍କ ଜୀବନ ପ୍ରତି ଥିବା ଭୟରୁ ମୁକ୍ତି ପାଇଯିବେ । ଗୋପାଳ କ-ଏ-ଦୀ ଭଳି ଶୃଙ୍ଖଳାର ସହ ଜେଲ ଭିତରେ ଜୀବନ କଟାଉଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।