ସେ ଝିଅର ଗୋଟିଏ ନୁହଁ ତିନିଟି ପ୍ରେମିକ, ନିଜ ଗୋରା ରଙ୍ଗରେ ପିଲାମାନଙ୍କୁ ଫସାଇ ମାରୁଛି…

ସେ ଝିଅର ଗୋଟେ ନୁହଁ ତିନିଟି ପ୍ରେମିକ ! ନିଜ ଗୋରା ରଙ୍ଗ ଦେଖେଇ ପିଲା ମାନଙ୍କୁ ଫସାଉଛି । ରାଜଧାନୀର ବହୁ ଚର୍ଚିତ ପ୍ରେମମାମଲାକୁ ନେଇ ହତ୍ୟାକାଣ୍ଡ ସମ୍ପର୍କରେ ଅଞ୍ଜନଙ୍କ ସହ ସମ୍ପର୍କୀୟ ଜଣେ ମହିଳା ଗଣ ମାଧ୍ୟମରେ ହତ୍ୟାକାଣ୍ଡରେ ସାମିଲ ଥିବା ନିହାରିକା ବିଷୟରେ ଏଭଳି କିଛି କହିଛନ୍ତି । ତେବେ ତାଙ୍କ କହିବା ଅନୁଯାଇ ପ୍ରେମ ପାଇଁ ଏମିତି ସବୁ ଅନ୍ଧ ହୋଇଯାଇଥିଲେ । ଯେ ଗୋଟେ ଝିଅ ହୋଇ ଏତେ ବଡ କ୍ରାଇମ କରିଦେଇଛି ।

ନିଜ ଦେହର ଗୋରା ରଙ୍ଗ ଦେଖେଇ ସେ ଖାଲି ଗୋଟେ ପରେ ଗୋଟେ ପୁଅକୁ ଫସେଇବାରେ ଲାଗିପଡିଥିଲା । ସେ ଝିଅର ଗୋଟେ ନୁହେଁ । ବଂର 3 ଟି ପ୍ରେମିକ ଥିଲେ । ସେ ପାଠ ପଢା ବାହାନାରେ ଟୋକାଙ୍କୁ ନିଜ ଗୋରା ରଙ୍ଗ ଦେଖେଇ ନିଜ ପ୍ରେମ ଜାଲରେ ଫସଉ ଥିଲା । ସେ ଝିଅ ନିଜ ମାଆର ହେଇପାରିଲା ନାହିଁ ସେ ଆଉ କାହାର ହେବ । ସେଥିପାଇଁ ତ ସେ ନିଜ ମାଆ ପାଖରୁ ଆସିକି ନିଜ ପିଉସୀ ଘରେ ରହୁଥିଲା ।

ହେଲେ ସେ ଝିଅ ପ୍ରେମକୁ ନେଇ ଏମିତି ଅନ୍ଧ ହୋଇଗଲା । ଯେ ପ୍ରେମିକ ପରେ ପ୍ରେମିକ ବଦଳେଇବାରେ ଲାଗିଲା । ତାପରେ ନିଜ ତୃତୀୟ ନମ୍ବର ପ୍ରେମିକ ସହ ଫେରାର ହେଇକି ଯାଉଥିବା ବେଳେ ଦିତୀୟ ପ୍ରେମିକ ସହ କଣ କଥାବାର୍ତ୍ତା ହେବାକୁ ଡ଼ାକିଥିଲା । ତାପରେ ପୁରୁଣା ପ୍ରେମିକ ସହ ଯେଉଁ ସାଙ୍ଗ ଯାଇଥିଲା ସେ ପୁଅର ନାମ ଅଞ୍ଜନ ଥିଲା । ସେ ଗରିବ ପିଲାଟି ହେଲେ ବହୁତ ଭଲ ପିଲା । ତାଙ୍କ ତାଙ୍କ ମଧ୍ୟରେ ସେ କଥା ସମାଧାନ କରିବାକୁ ଯାଇ ନିଜ ଫସିଗଲା ।

ସେ ଝିଅ ତା’ ନୂଆ ପ୍ରେମିକ ସହ ମିଶି ଦିତୀୟ ପ୍ରେମିକକୁ ମାରିବା ଚକରରେ ତା’ ସାଙ୍ଗକୁ ମାରିଦେଇଛନ୍ତି । ନିହାରିକାର ଯେଉଁ ନୂଆ ପ୍ରେମିକ ସେ ଖଣ୍ଡା କାଢି ଅଞ୍ଜନକୁ ମାରିଲା । ତାକୁ ଏମିତି ମାରିଥିଲା ଯେ ମୁଁ ଆଉ ସେ ବିଷୟରେ ମୁହଁ ଖୋଲି କହିବି ପାରିବି ନାହିଁ । ଅଞ୍ଜନ ଯେତେବେଳେ ଆସି ମୋତେ ଡାକିଲା ତା’ ର ଏମିତି ଅବସ୍ଥା ଦେଖି ମୋ ମୁଣ୍ଡ କିଛି କାମ କରିନଥିଲା । ତେଣୁ ସେ ଝିଅର ବହୁତ ଭୁଲ ରହିଛି । ଖବରର ଅପଡେଟ ପାଇଁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

 

Leave a Reply

Your email address will not be published. Required fields are marked *