“ସେ ଦେଢ ବର୍ଷ ମୋ ଘରେ ରହିଥିଲା, କିଛି ହେଲାନି.. ଦେଢମାସ ବାହାରକୁ ଯାଇ ଏମିତି..”ଶୁଭଲକ୍ଷ୍ମୀଙ୍କ ଅଙ୍କଲ ବୟାନ ଦେଇଛନ୍ତି

ନମସ୍କାର ବନ୍ଧୁଗଣ । ରମାଦେବୀ ବିଶ୍ଵ ବିଦ୍ୟାଳୟ ର ଛାତ୍ରୀ ଶୁଭଲକ୍ଷ୍ମୀ ସାହୁ ଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମନା କୁ ଆସିବାରେ ଲାଗିଛି । ଶୁଭଲକ୍ଷ୍ମୀ ଙ୍କ ଅଙ୍କଲ ଙ୍କୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ଏବେ ତାହାର ଖୁଲାସା ହୋଇଛି । କାରଣ ଶୁଭଲକ୍ଷ୍ମୀ ଙ୍କ ଅଙ୍କଲ ଗଣମାଧ୍ୟମରେ ନିଜର ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ” ଦେଢ ବର୍ଷ ଭିତରେ ଗୋଟେ ଝିଅର କିଛି ବି କ୍ଷତି ହେଲାନି ।

ଦେଢ ମାସ ହେବ ମୋ ଘରୁ ବାହାରିକି ପଳାଇଲି ତାର କ୍ଷତି ହୋଇଗଲା କେମିତି ହେଲା ? ମୋ ଘର ଲୋକ ଜାଣିଛନ୍ତି ସେ 2 ଜଣଙ୍କୁ ଭଲ ପାଉଥିଲା । ସେ ନିସ୍ପତି ଠିକ ନେଇ ପାରିଲାନି କାହା ପାଖରେ ରହିବ କାହା ପାଖରେ ନାହିଁ । ମୋ ନାଁ ରେ ବହୁତ କିଛି ଭିଡିଓ ଭାଇରାଲ ହୋଇଛି । ତାର କିଛି ଫୋଟୋ ମୋ ପାଖରେ ଥିଲା । ମୁଁ ସେଟା ଭାଇରାଲ କରିବାକୁ ଚାହୁଁଥିଲି ।

ସେ ତା ବାପା ମା ସହ ଝଗଡା କରି ଆସିଛି କି ନାହିଁ ମୁଁ ଜାଣିନି କିନ୍ତୁ ଏଠି ରହିକି କାମ କରୁଥିଲା । ସଞ୍ଜୟ ସହ ରିଲେସନରେ ରହିବା ପରେ ଶୁଭଲକ୍ଷ୍ମୀ ଆଉ କାହା ସହ କଥା ହେଉଥିଲା । ଯେବେ ମୁଁ ଶୁଭଲକ୍ଷ୍ମୀ ଓ ସଞ୍ଜୟ ର ଭଲ ପାଇବା ବିଷୟରେ ଜାଣିଲି ମୁଁ ତା ବାପା-ମା ଙ୍କୁ କହିଥିଲି ତମ ଝିଅକୁ ନେଇ ଯାଅ । ତା ବାପା-ମା କହିଲେ ଆଜିକାଲି ସମସ୍ତେ ଏମିତି କରୁଛନ୍ତି ଆଉ ତାକୁ ରଖନ୍ତୁ ।

ତାର ଚାଲିଚଳଣ ମୋତେ ଖରାପ ଲାଗିଲା । ତାପରେ ବାପା-ମା କୁ କହି ମୁଁ ତାକୁ ବିଦା କରିଦେଲି । ଶୁଭଲକ୍ଷ୍ମୀ ସହ 3 ମାସ ହେଲାଣି ମୋର କୌଣସି କଥାବାର୍ତ୍ତା ନାହିଁ କି ଚ୍ୟାଟିଙ୍ଗ ନାହିଁ । ଶୁଭଲକ୍ଷ୍ମୀ ଅନିଲ ପ୍ରେମରେ ପଡିବା ପରେ ସଞ୍ଜୟ ସହ ଝଗଡା ହେଲା । ତା ପରେ ମୁଁ ଘରୁ ବାହାର କରିଦେଲି । ତା ପରେ ସେ ବାର ରେ ଆସି କାମ କରୁଥିଲା କି ନାହିଁ ମୁଁ ଜାଣିନି ।

ମୃତ୍ୟୁ ଦିନ ଶୁଭଲକ୍ଷ୍ମୀ ବାର କୁ ଯାଇଥିଲା କି ନାହିଁ ମୁଁ ଜାଣିନି । ତା ଘର ଲୋକ ଜାଣିଛନ୍ତି ସେ ଦୁଇ ଜଣଙ୍କୁ ଭଲ ପାଉଥିଲା । ଦୁଇ ଜଣଙ୍କ ମଧ୍ୟରେ ଯେଉଁ ଝଗଡା ଚାଲୁଥିଲା ସେ କିଛି ନିସ୍ପତି ନେଇ ପାରିଲା ନାହିଁ । ମୋ ନାଁ ରେ ଅନେକ ଭିଡିଓ ଭାଇରାଲ ହୋଇଛି କି ମୁଁ ତା ପଇସା ଖାଉଥିଲି । ମୁଁ ତାକୁ ଧମକାଉ ଥିଲି । ଯଦିଓ ମୁଁ ସେମିତି କିଛି କରିନି । ଅଢେଇ ମାସ ହେଲା ସେ ମୋ ଘରେ ନାହିଁ ମୁଁ କେମିତି ତାକୁ ଧମକାଇବି । ସେ ମୋ ପାଇଁ କାହିଁକି କରିବ ?

ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *