ଏଥର ଖରା ଛୁଟି ପରେ School ରେ ଲାଗୁ ହେବ ନୂଆ ନିୟମ, ଦେଖନ୍ତୁ ଏ ନେଇ କଣ କହିଲେ ଗଣଶିକ୍ଷା ମନ୍ତ୍ରୀ Sameer Ranjan Das, ଦେଖନ୍ତୁ Video

କୋରୋନାର ଏକ ବଡ ଗ୍ୟାପ ପରେ ଆଉ ଥରେ ଏବେ ସବୁ କିଛି ଆଗ ଭଳି ହେବାରେ ଲାଗିଛି । ଏହା ସହ ସରକାର ଙ୍କ ତରଫରୁ ଏହା ନିର୍ଦେଶ ମଧ୍ୟ କରା ଯାଇଛି କି ଖରା ଛୁଟି ଖୋଲିଯିବା ପରେ ନିଶ୍ଚିତ ଭାବେ ଆମେ ଏହା ପାଇଁ ପ୍ରସ୍ତୁତ ହେବା କି ଆମେ ନୂଆ ଧରଣର ପାଠ ପଢିବା ଓ ନୂଆ ଧାରଣ ର କାମ କରିବା । ଆପଣ ଏହା ସହ ଜାଣି ରଖନ୍ତୁ କି ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏହା ପାଇଁ କାମ କରୁଛନ୍ତି ।

ବିଦ୍ୟାଳୟ ର ସମୟ କିଭଳି ରହିବ କେଉଁ କେଉଁ ମାନଙ୍କୁ ଟୀକା ଦିଆ ଜୀବ ଓ କେଉଁ କେଉଁ ମାନଙ୍କ ପାଇଁ ନିୟମ କଡା କଡି  କରାଯିବ ଏହା ପାଇଁ ଅନେକ ଚେଷ୍ଟା  କର ଯାଉଛି । ଏବେ ଶିକ୍ଷକ ମାନଙ୍କ ଉପରେ ଏବେ ବହୁତ ଅଧିକା ପ୍ରେସର ଅଛି । ଯାହା ଦ୍ଵାରା ଆମେ ଭଲ ଭାବେ ପିଲାଙ୍କ ପାଠ ପଢାକୁ ଧ୍ୟାନ ରେ ରଖି ପାରିବା ।

ସରକାରୀ ଲୋକମାନେ ମଧ୍ୟ ଏହାର ତଦାରଖ କରିବେ । ଯେଉଁ ଜାଗାରେ ଦୂରତା ବଜାୟ ରଖିବା କଥା ସେହି ଜାଗାରେ ଦୂରତା କରିକି ରଖିବା ଦରକାର । ଏହା ସହ ଆମେ ଏହା ପାଠ୍ୟ ଖସଡା କିଭଳି ଭାବେ ହେବ କେଉଁ ଭଳି ଭାବେ କେଉଁ କେଉଁ ଭାବେ ପାଟହ ପଢାକୁ ସହଜ କରା ଯାଇ ପାରିବ । ଯେଉଁ ପିଲାମାନେ ଅନେକ ଦିନ ଧରି ଘରେ ଥିଲେ ସେମାନେ କେଉଁ ଭଳି ଭାବେ ସେମାନେ ନିଜ ପୂର୍ବ ପାଠ ପଢାକୁ ନେଇ ନିଜକୁ ପ୍ରସ୍ତୁତ କରିବେ ।

ପ୍ରଭାବଶାଳି ପାଠ ପଢା କିଭଳି ହେବ ଏହା ସବୁ ଏହା ପ୍ଳାନ କରିବା ପାଇଁ ଏବେ ସରକର ନିର୍ଦେଶ ଦେଇଛନ୍ତି । ଏହାକୁ ମୁଖ୍ଯତଃ ପ୍ରକଳ୍ପ ମୁଖ୍ୟ ଅନୁପମ ସାହା ନିଜ ଲେଖା ମାଧ୍ୟମରେ ଦର୍ଶାଇ ଛନ୍ତି । ପୁସ୍ତକ ରେ ଥିବା ବଶ୍ୟ କୁ କିଭଳି ଭାବେ ସହଜ କରିକି ପଢାଯିବ

 

ଓ କ୍ଳାସ ରେ ପ୍ରତେକ ଛାତ୍ର ମାନଙ୍କ ପାଇଁ କିଭଳି ଭାବେ ଚାର୍ଟ ପ୍ରସ୍ତୁତ କରା ଜୀବ ଏହା ନେଇ ସଚେତନ ହେବା ପାଇଁ କହିଛନ୍ତି । ପାଠ ରେ ଥିବା ବିଷୟ କୁ ଛାଡିକି ଅଲଗା କିଛି ଶିକ୍ଷାଦାନ କରିବା ପାଇଁ ମଧ୍ୟ କୁହାଯିଛି । ଏହା ମଧ୍ୟ କୁହା ଯାଇଛି ଯେଉଁ ଭଳି ଶ୍ରେଣୀରେ ପଢା ଯାଉଥିବା ପାଠ ସବୁ ଦିନ ପାଇଁ ରିଭିସନ ହେବ ଏହା ସହ ଅନ୍ୟ ନୂଆ ପାଠ ପଢା ମଧ୍ୟ ଆଗେଇବ ।

ଏହାକୁ ନେଇକି ଏକ ନୂଆ ଧାରଣ ର ପ୍ରଣାଳୀ ମାନ ପ୍ରସ୍ତୁତ କରା ଯାଉ । ପିଲାଙ୍କ ପାଠ ପଢା ବିଶୟରେ ଯେଉଁ ଭଳି ଭାବେ ପାପା ମା ଙ୍କ ପାଖକୁ ସବୁ ରିପୋର୍ଟ ଜୀବ ଓ ପିଲାଙ୍କ ପାଠ ପଦ୍ଧହାରେ ଏବେ କିଛି ଭି ପ୍ରକାର ତ୍ରୁଟି ନ ଆସିବ ଏହା ପାଇଁ ଚେଷ୍ଟା କରିବା ଦରକାର । ଆବଶ୍ୟକ ସ୍ଥଳେ ପ୍ରଣାଳୀ ବଦଳାଇ ନୂଆ ପ୍ରଣାଳୀ ପ୍ରସ୍ତୁତ କରିବା ପାଇଁ ସ୍କୁଲ ମାନଙ୍କୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *