Odia Gk- ୭ ଟି କଦଳୀ ଅଛି ୮ ଜଣ ଲୋକ ନଭାଙ୍ଗି ନ କାଟି କିପରି ଖାଇବେ ? 99% ଲୋକ ଫେଲ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଢଗର ପ୍ରଶ୍ନ ଏବଂ ତାର ଉତ୍ତର ନେଇ ଆସିଛୁ । ଯଦି ଆପଣ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଛନ୍ତି ତେବେ ଏହି ଓଡିଆ ଢଗର ପ୍ରଶ୍ନ ଉତ୍ତର ଆପଣଙ୍କୁ ବହୁତ ସହାୟକ ହେବ । ଏହା ସହିତ ଆପଣ ଏହି ଓଡିଆ ଢଗ ବିଷୟରେ ଜାଣିଲେ ଆପଣଙ୍କ ଜ୍ଞାନର ବିକାଶ ହେବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଓଡିଆ ଢଗର ପ୍ରଶ୍ନ ଏବଂ ଉତ୍ତର ବିଷୟରେ ।

୧. ଜନସଂଖ୍ୟା ଅନୁସାରେ ଭାରତର ସବୁଠାରୁ ବଡ ସହରର ନାମ କଣ ?

ଉତ୍ତର-ଜନସଂଖ୍ୟା ଅନୁସାରେ ଭାରତର ସବୁଠାରୁ ବଡ ସହରର ନାମ ହେଉଛି ମୁମ୍ବାଇ ।

୨. ଜନସଂଖ୍ୟା ଅନୁସାରେ ବିଶ୍ଵର ସବୁଠାରୁ ବଡ ଦେଶ କିଏ ?

ଉତ୍ତର- ଜନସଂଖ୍ୟା ଅନୁସାରେ ବିଶ୍ଵର ସବୁଠାରୁ ବଡ ଦେଶର ନାମ ହେଉଛି ଚୀନ ।

୩. କ୍ଷେତ୍ରଫଳ ଅନୁସାରେ ବିଶ୍ଵର ସବୁଠାରୁ ବଡ ଦେଶ କିଏ ?

ଉତ୍ତର- କ୍ଷେତ୍ରଫଳ ଅନୁସାରେ ବିଶ୍ଵର ସବୁଠାରୁ ବଡ ଦେଶର ନାମ ହେଉଛି ଋଷ ।

୪. ଭାରତର କେଉଁ ନଦୀରୁ ହୀରା ମିଳିଥାଏ ?

ଉତ୍ତର- ଭାରତର କ୍ରୀଷ୍ଣା ନଦୀରୁ ହୀରା ମିଳି ଥାଏ ।

୫. କେଉଁ ଗ୍ରହର ଚତୁଃପାର୍ଶ୍ଵରେ ବଳୟ ରହିଛି ?

ଉତ୍ତର- ଶନି ଗ୍ରହର ଚତୁଃପାର୍ଶ୍ଵରେ ବଳୟ ରହିଛି ।

୬. କେଉଁ ଯନ୍ତ୍ର ସାହାର୍ଯ୍ୟରେ ବାୟୁର ଗତି ମାପ କରାଯାଏ ?

ଉତ୍ତର- ଏନିମୋ ମିଟର ଯନ୍ତ୍ର ସାହାର୍ଯ୍ୟରେ ବାୟୁର ଗତି ମାପ କରାଯାଏ ।

୭. ଭାରତ ରତ୍ନର ଡିଜାଇନ କେଉଁ ବୃକ୍ଷର ପତ୍ର ସଦୃଶ ହୋଇଥାଏ ?

ଉତ୍ତର – ଭାରତ ରତ୍ନର ଡିଜାଇନ ଅଶ୍ଵତ ଗଛ ପତ୍ର ସଦୃଶ ହୋଇଥାଏ ।

୮. ଗାନ୍ଧୀଜୀ କେଉଁ ଠାରେ ଆଇନ ଅଧ୍ୟୟନ କରିଥିଲେ ?

ଉତ୍ତର- ଗାନ୍ଧୀଜୀ ଇଂଲଣ୍ଡରେ ଆଇନ ଅଧ୍ୟୟନ କରିଥିଲେ ।

୯. କାହାକୁ ଜୀବ ବିଜ୍ଞାନର ଜନକ କୁହାଯାଏ ?

ଉତ୍ତର- ଆରିଷ୍ଟୋଟଲଙ୍କୁ ଜୀବ ବିଜ୍ଞାନର ଜନକ କୁହାଯାଏ ।

୧୦ . ଭାରତର କେଉଁ ସହରକୁ ସାତ ଦ୍ଵିପର ସହର କୁହାଯାଏ ?

ଉତ୍ତର- ଭାରତର ମୁମ୍ବାଇ ସହରକୁ ସାତ ଦ୍ଵିପର ସହର କୁହାଯାଏ ।

୧୧. ଭାରତର କେଉଁ ସହରକୁ ସିଲିକନ ଭାଲି ଅଫ ଇଣ୍ଡିଆ କୁହାଯାଏ ?

ଉତ୍ତର- ଭାରତର ବେଙ୍ଗାଲୁରୁ ସହରକୁ ସିଲିକନ ଭାଲି ଅଫ ଇଣ୍ଡିଆ କୁହାଯାଏ ।

୧୨. ୭ଟି କଦଳୀ ଅଛି ୮ ଜଣ ଲୋକ ନ ଭାଙ୍ଗି ନ କାଟି କିପରି ଖାଇବେ ?

ଉତ୍ତର- କଦଳୀ ସେକ କରି ଖାଇଲେ ୭ଟି କଦଳୀକୁ ୮ ଜଣ ଲୋକ ଖାଇ ପାରିବେ ।

୧୩. ଘଡିର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଘଡିର ଆବିଷ୍କାର ଭାରତରେ ହୋଇଥିଲା ।

୧୪. କେଉଁ ଦେଶରେ ଲାଲ ରଙ୍ଗର କଦଳୀ ହୋଇଥାଏ ?

ଉତ୍ତର- ଅଷ୍ଟ୍ରେଲିଆ ଦେଶରେ ଲାଲ ରଙ୍ଗର କଦଳୀ ହୋଇଥାଏ

Leave a Reply

Your email address will not be published. Required fields are marked *