କାହିଁକି ବଢିଥାଏ ପେଟ ? ଜାଣନ୍ତୁ ସେହି 7 ଟି କାରଣ ଓ ଏଥିପାଇଁ ଆପଣ କଣ କରିବେ ? (Health Tips)

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ଅଧିକାଂଶ ଲୋକ ମୋଟାପଣର ଶିକାର ହେଉଛନ୍ତି । ବ୍ୟକ୍ତିର ପେଟରେ ଯେତେବେଳେ ଚର୍ବି ଜମା ହୋଇଯାଇଥାଏ ସେତେବେଳେ ତାର ପେଟ ଫୁଲି ଯାଇଥାଏ । ମୋଟାପଣ ହେବା ଦ୍ଵାରା ଲୋକମାନେ ବହୁତ ଅସୁନ୍ଦର ଦେଖାଯାନ୍ତି । ତେବେ ବନ୍ଧୁଗଣ ଏହି ମୋଟାପଣ ସମସ୍ୟାକୁ ଦୂର କରିବା ପାଇଁ ଲୋକମାନେ ଅନେକ ପ୍ରକାର ଉପାୟ କରିଥାନ୍ତି । ବନ୍ଧୁଗଣ ଆମ ଶରୀରକୁ ଫ୍ୟାଟର ଆବଶ୍ୟକତା ଥାଏ କାରଣ ବଡି ଫ୍ୟାଟ ଆମ ଶରୀରର ଅଙ୍ଗ ଗୁଡିକୁ ଇନସୁଲେଟ କରିଥାଏ ଓ ଶରୀରର ତାପାମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ ।

ବଡି ଫ୍ୟାଟ ଆମ ଶରୀରର ହରମୋନସକୁ ବଢାଇବାରେ ମଧ୍ୟ ସହାୟକ ହୋଇଥାଏ । ହେଲେ ଯେତେବେଳେ ଆମ ପେଟ ଭିତରେ ଥିବା ଅଙ୍ଗ ତଥା ପାକସ୍ଥଳୀ, କିଡ୍ନି ଓ ଲିବର ଆଦିରେ ଅଧିକ ଫ୍ୟାଟ ଜମା ହୋଇଯାଇଥାଏ ସେତେବେଳେ ଏହା ଆମ ମାନଙ୍କ ପାଇଁ ଅନେକ ସମସ୍ୟା ଆଣିଥାଏ । ତେବେ ବନ୍ଧୁଗଣ ବେଲି ଫ୍ୟାଟ ବଢିବାର କିଛି ବିଶେଷ କାରଣ ରହିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ସବୁ କାରଣ ଗୁଡିକ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ବିଶେଷ କାରଣ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ଆମ ଶରୀରକୁ କ୍ୟାଲେରିସର ଆବଶ୍ୟକତା ଥାଏ ହେଲେ ଯଦି ଆପଣଙ୍କୁ ଶରୀରେ ୨ଟି କ୍ୟାଲେରିସ ଦରକାର ହେଲେ ଆପଣ ୩ଟି ଖାଉଛନ୍ତି ତା ହେଲେ ଆପଣଙ୍କୁ ମୋଟାପଣର ଶିକାର ହେବାକୁ ପଡିପାରେ । ତେଣୁ ବନ୍ଧୁଗଣ ଆବଶ୍ୟକତାରୁ ଅଧିକ କ୍ୟାଲେରିସର ସେବନ କରିଲେ ଆପଣଙ୍କ ବେଲି ଫ୍ୟାଟ ନିଶ୍ଚୟ ବଢିବ ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛି ମେଟାବଲିସମ । ଆମ ବୟସ ଯେତେବେଳେ ବଢି ବଢି ଯାଇଥାଏ ସେତେବେଳେ ଆମ ଶରୀରର ମେଟାବଲିସମ କମ ହୋଇଥାଏ । ବନ୍ଧୁଗଣ ଏହି କାରଣ ପାଇଁ ମଧ୍ୟ ବେଲି ଫ୍ୟାଟ ବଢିବାରେ ଲାଗିଥାଏ । ସାଧାରଣତଃ ପୁଅ ମାନଙ୍କ ଅପେକ୍ଷା ଝିଅ ମାନଙ୍କ ମଧ୍ୟରେ ଏହି ସମସ୍ୟା ଅଧିକ ଦେଖା ଦେଇଥାଏ ।


୩. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛି ବଡି ଫ୍ୟାଟ ଡିଷ୍ଟ୍ରିବ୍ୟୁସନ । ବନ୍ଧୁଗଣ ଆମ ଶରୀରରେ ଫ୍ୟାଟ ଗୁଡିକ ବିଭିନ୍ନ ଅଙ୍ଗରେ ଡିଷ୍ଟ୍ରିବ୍ୟୁଟ ହୋଇଥାଏ ଯଦି ଆମ ଶରୀରର ଫ୍ୟାଟ କେବଳ ଆମ ପେଟରେ ଜମା ହେବ ତା ହେଲେ ଆମକୁ ମୋଟାପଣର ଶିକାର ହେବାକୁ ପଡିବ ।

୩. ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ଜିନ୍ସ । ଆଦିମ ଯୁଗରେ ଖାଦ୍ୟର ଅଭାବ ଥିଲା ଯେତେବେଳେ ମଣିଷକୁ ଖାଦ୍ୟ ମିଳୁ ଥିଲା ସେତେବେଳେ ସେ ବହୁତ ଅଧିକ ମାତ୍ରାରେ ଖାଦ୍ୟ ଖାଉଥିଲା । ବନ୍ଧୁଗଣ ଅନେକ ଥର ମୋଟାପଣ ଜେନେଟିକ ଥାଏ । ଜିନ୍ସ ପାଇଁ ମଧ୍ୟ ଲୋକମାନଙ୍କୁ ମୋଟାପଣର ଶିକାର ହେବାକୁ ପଡିଥାଏ । ତା ହେଲେ ବନ୍ଧୁଗଣ ମୋଟାପଣ ହେବାର ଏହି ସବୁ କାରଣ ଗୁଡିକୁ ନିଶ୍ଚୟ ଧ୍ୟାନରେ ରଖନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ସୂଚନା ଦିଅନ୍ତୁ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *