ଏହି 7 ଟି ସଙ୍କେତ କହିଥାଏ କି ଇଶ୍ଵର ଆପଣଙ୍କ ଉପରେ ଅଛନ୍ତି ଅସନ୍ତୁଷ୍ଟ ! କଣ ଆପଣଙ୍କୁ ଏମିତି ସଙ୍କେତ ମିଳୁ ନାହିଁ ତ ?

ବନ୍ଧୁଗଣ ପରିବର୍ତ୍ତନ ହେଉଛି ପ୍ରକୃତିର ଏହି ନିୟମ ହେଲେ ଆମ ସମସ୍ତଙ୍କ ଜୀବନରେ ସବୁବେଳେ କିଛି ନା କିଛି ପରିବର୍ତ୍ତନ ଆସିଥାଏ । ଏହି ଦୁନିଆରେ ଥିବା ସମସ୍ତ ମଣିଷ ଉଭୟ ଦୁଃଖ ଓ ସୁଖ ଭୋଗ କରିଥାଏ । ବନ୍ଧୁଗଣ ଦୁଃଖ ସୁଖର ଚକ୍ର ଆମ ଭାଗ୍ୟ ସହ ଜଡିତ ଥାଏ ଓ ଲୋକମାନଙ୍କର ଭାଗ୍ୟ ଭଗବାନ ଲେଖି ଥାନ୍ତି । ଯେତେବେଳେ ଇଶ୍ଵର ଆମ ଉପରେ ନିରାଶ ଥାନ୍ତି ସେତେବେଳେ ଆମକୁ ସମସ୍ତ କ୍ଷେତ୍ରରେ ଅସଫଳତା ମିଳିଥାଏ ।

ବନ୍ଧୁଗଣ ଇଶ୍ଵର ଆମ ମାନଙ୍କ ଉପରେ ନିରାଶ ହେବାର କିଛି ସଙ୍କେତ ମଧ୍ୟ ଦେଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ସଙ୍କେତ ବିଷୟରେ କହିବାକୁ ଯାଉଛୁ ଯାହା ହେବା ଦ୍ଵାରା ବୁଝି ଯାନ୍ତୁ ଇଶ୍ଵର ଆପଣଙ୍କ ଉପରେ ନିରାଶ ଅଛନ୍ତି ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ପ୍ରଥମ ସଙ୍କେତ ହେଉଛି ଆପଣ ଯାହା ବି କାମ କରିବେ ଆପଣ ଅସଫଳ ହେବେ ଆପଣ ଯେତେ ଚେଷ୍ଟା କରିଲେ ବି ଆପଣ ନିଜ କାମରେ ସଫଳତା ପାଇବେ ନାହିଁ । ହେଲେ ଏହି ସମୟରେ ଆପଣ ମାନେ ଧର୍ଜ୍ୟହରା ହେବେ ନାହିଁ ଆପଣ ସେହି କାମ ପାଇଁ ଆହୁରି ଅଧିକ କଷ୍ଟ କରିବେ ଦେଖିବେ ଇଶ୍ଵର ଆପଣଙ୍କ ସହ ନିଶ୍ଚୟ ରହିବେ ।

୨. ବନ୍ଧୁଗଣ ଯେତେବେଳେ ଆପଣ ଅସଫଳ ହେବେ ସେତେବେଳେ ଆପଣଙ୍କ ସହ କେହି ବି ରହିବେ ନାହିଁ ଯେଉଁ ମାନଙ୍କ ଆପଣଙ୍କ ସହ ରହିଥିବେ ସେମାନେ ମଧ୍ୟ ଆପଣଙ୍କ ସହାୟତା କରିପାରିବେ ନାହିଁ । ବନ୍ଧୁଗଣ ସେତେବେଳେ ବୁଝି ଯାନ୍ତୁ ଇଶ୍ଵର ଆପଣଙ୍କ ସହ ନାହାନ୍ତି । ସେହି ସମୟରେ ଆପଣ ଭାଙ୍ଗିବେ ନାହିଁ ଆପଣ ମାନେ ଭାବନ୍ତୁ ଇଶ୍ଵର ଆପଣଙ୍କୁ ଆପଣଙ୍କ ଭୁଲର ଶାସ୍ତି ଦେଉଛି ଯେତେବେଳେ ଆପଣ ନିଜ ଭୁଲର ସମସ୍ତ ଶାସ୍ତି ଭୋଗ କରିଦେବେ ସେତେବେଳେ ଆପଣଙ୍କ ଜୀବନରେ ସବୁ କିଛି ଠିକ ହୋଇଯିବ ।

୩. ବନ୍ଧୁଗଣ ଇଶ୍ଵର ଆପଣଙ୍କ ଉପରେ ନିରାଶ ଥିଲେ ଆପଣଙ୍କୁ ଅନେକ କଷ୍ଟ ଓ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ସେହି ସମୟରେ ଲୋକ ମାନେ ଆପଣଙ୍କ ବିରୋଧ କରିବେ ଓ ଆପଣଙ୍କୁ ନିନ୍ଦା କରିବେ ସେତେବେଳେ ଆପଣ ଭାଙ୍ଗି ପଡିବେ । ହେଲେ ବନ୍ଧୁଗଣ ଆଜି ପର୍ଯ୍ୟନ୍ତ ଯେତେ ବି ମହାନ ଲୋକ ଅଛନ୍ତି ସେମାନେ ବି ଏଭଳି କଷ୍ଟ ଓ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ତେଣୁ ଆପଣ ମାନେ ଧର୍ଜ୍ୟହରା ହେବେ ନାହିଁ ।

୪. ଯେତେବେଳେ ଆପଣ କେବଳ ଅସଫଳତା ପାଇବେ ସେତେବେଳେ ଆପଣ ଅନ୍ୟ କାହା ଉପରେ ଦୋଷ ନଦେଇ ନିଜ ଉପରେ ଦୋଷ ଦେବେ । ସେହି ସମୟରେ ଆପଣ କରିଥିବା ନିଜ ଭୁଲ ଗୁଡିକ ବିଷୟରେ ଚିନ୍ତା କରିବେ ଓ ସେ ସମସ୍ତ ଭୁଲକୁ ସୁଧାରିବେ । ବନ୍ଧୁଗଣ ଏହା ପରେ ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ କଷ୍ଟ ଦୂର ହୋଇଯିବ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *