ସତ ହେବା ମାଳିକା ବଚନ! ଦବିଲା ହୀରାକୁଦ ବନ୍ଧ…ଧୀରେ ଧୀରେ ସାମ୍ନାକୁ ଆସିଲାଣି ସଙ୍କେତ ! Hirakud Dam

ସତ ହେଲା ମାଳିକା ବଚନ ଦବିଲା ହୀରାକୁଦ ବନ୍ଧ ! ଦିନକୁ ଦିନ ସତ ହେବାରେ ଲାଗୁଛି ମାଳିକା ବଚନ । ମହାପୁରୁଷଙ୍କ ଅଚ୍ୟୁତାନନ୍ଦଙ୍କ ମାଳିକାରେ ମାଳିକାରେ କଳିଯୁଗର ଶେଷ ବିଷୟରେ ଯେଉଁ ସବୁ କଥା ଲେଖା ହୋଇଥିଲା । ତାହା ଗୋଟେ ପରେ ଗୋଟେ ସତ ହେବାକୁ ଲାଗୁଛି । ପତୀତପାବନରେ ନିଆଁ ଲାଗିବା, ହୀରାକୁଦ ବନ୍ଧ ଭାଙ୍ଗିବା ହେଉ ବା ହୀରାକୁଦରେ ଚିତ୍ତଳ ମାଛ ବାହାରିବା ଏହି ସବୁ ଭଳି ଅନେକ କଥା ମାଳିକାରେ ବହୁ ବର୍ଷ ତଳ ପୂର୍ବରୁ ଲେଖାଯାଇ ସରିଛି ।

ଯାହା ଏବେ ଗୋଟେ ପରେ ଗୋଟେ ସତ ହେବାରେ ଲାଗିଛି । କାରଣ ହୀରାକୁଦ କେନାଲ ବନ୍ଧରେ ବିପଦ ଦେଖାଦେଇଛି । ସମ୍ବଲପୁରର ହୀରାକୁଦ କେନାଲ ହିଡରେ ଏକ ବଡ ଧରଣର ଲିକ୍ ହୋଇଛି । କେନାଲ କର୍ତ୍ତୁପକ୍ଷ ଅସ୍ଥାୟୀ ଭାବେ ବାଲି ବସ୍ତା ପୋତି ଛାପି ଦେବାକୁ ଉଦ୍ୟମ କରିଥିଲେ । ଚାଷୀ ମାନେ ଘଟଣା ସ୍ତଳରେ ପହଞ୍ଚିବା ପରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା । ଏହାପରେ ଡ୍ୟାମ କର୍ତ୍ତୁପକ୍ଷଙ୍କ ସହ ମୁହାଁମୁହିଁ ମଧ୍ୟ ହୋଇଥିଲା ।

ଘଟଣା ସ୍ତଳରେ ଜିଲ୍ଲାର ଚାଷୀ ମାନେ ପ୍ରତିବାଦ କରିବା ସହ ସ୍ଥାୟୀ ମରାମତି ପାଇଁ ମଧ୍ୟ ଦାବୀ କରିଥିଲେ । ରବି ଚାଷ ଯମୀରେ ହିଡରେ 20 ଫୁଟର ଗାତ ହେବାରୁ ପାଣି ଗାଁକୁ ପଶିବାରେ ଲାଗିଥିଲା। ତୁରନ୍ତ କେନାଲର ମରାମତି ନକରାଗଲେ ଏହା ବଡ ଧରଣର ଲିକ୍ ହେବ ସହ ଭାଙ୍ଗିଯିବାର ମଧ୍ୟ ଆଶଙ୍କା ରହିଛି । ଯାହା ଫଳରେ କେନାଲ ପାଖାପକ୍ଷୀ 32 ରୁ ଉର୍ଦ୍ଧ ଗାଁ 12 ହଜାର ହେକ୍ଟରର ଯମୀରେ ଜଳ ପ୍ରବାହିତ ହେବ ।

କେନାଲ ଲିକ ଘଟଣା ପରେ ଘଟଣା ସ୍ତଳରେ ହୀରାକୁଦ ବନ୍ଧ ମୁଖ୍ୟଜନ୍ତ୍ରୀ, କେନାଲ ବିଭାଗ ଓ ଜଳ ସମ୍ପଦ ବିଭାଗର କର୍ତ୍ତୁପକ୍ଷ ସ୍ଥିତିର ଅନୁଧ୍ୟାନ କରିଥିଲେ । ଯେ ଘଟଣା ସ୍ତଳରେ ଯେପରି କୌଣସି ବଡ ଦୁର୍ଘଟଣା ନଘଟିବ । ତାହା ଉପରେ 24 ଘଣ୍ଟା ପର୍ଯ୍ୟନ୍ତ ନଜର ରଖାଯିବ । ତେବେ ଡ୍ୟାମ କର୍ତ୍ତୁପକ୍ଷ କେନାଲର ଲିକ ହୋଇଥିବା ଅଂଶର ସଂପୂର୍ଣ୍ଣ ସ୍ଥାୟୀ ପ୍ରତିକାର ନକଲେ ଚାଷୀ ସଂଗଠନ ଆଗକୁ ଆନ୍ଦୋଳନ କରିବାପାଇଁ ଚେତାବନୀ ଦେଇଛନ୍ତି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇଁ ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ । ଏଥିସହ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *