ବନ୍ଧୁଗଣ, Apple ର iphone ବର୍ତ୍ତମାନ ସଂପୂର୍ଣ୍ଣ ଦୁନିଆରେ ଦେଖିବାକୁ ମିଳୁଛି । ଗ୍ରାହାକଙ୍କୁ ପ୍ରତିବର୍ଷ Apple ର iphone ର ନୂଆ ମଡେଲର ଅପେକ୍ଷା ରହିଥାଏ । ମାତ୍ର ଏହାର ମୂଲ୍ୟ ଏତେ ଅଧିକ ହୋଇଥାଏ ଯେ କିଛି ଲୋକ ଏହାକୁ କିଣି ପାରନ୍ତି ନାହିଁ । ମାତ୍ର ବର୍ତ୍ତମାନ ଏକ ଏଭଳି ଅଫର ଚାଲୁଅଛି, ଯେ ଆପଣ ମଧ୍ୟ Apple ର iphone ଶସ୍ତା ରେ କିଣି ପାରିବେ । Apple ର iphone 13 କମ୍ପାନୀ ର ଲେଟେଷ୍ଟ ଫୋନ ଅଟେ ।
ଯଦି ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ Apple ର iphone 13 କିଣି ନାହାଁନ୍ତି, ତେବେ ଆପଣ ଏହାକୁ ବର୍ତ୍ତମାନ କିଣି ପାରିବେ କାରଣ ବର୍ତ୍ତମାନ ଏହା ଉପରେ ଡିଶ୍କାଉଣ୍ଟ ସହିତ କ୍ୟାସବ୍ୟାକ ମଧ୍ୟ ମିଳିବ । ଏହା ସହିତ ଆପଣ ଏକ୍ସଚେଞ୍ଜ ଅଫରର ଫାଇଦା ମଧ୍ୟ ଉଠାଇ ପାରିବେ । ଏହି ଫୋନ ର 128 gb ଷ୍ଟୋର ଭେଡ଼ିଏଣ୍ଟ କୁ ଆପଣ କେବଳ ୫୦ ହଜାର ୯୦୦ ଟଙ୍କା ରେ କିଣିପାରିବେ । ମାତ୍ର ଏହାର ପ୍ରକୃତ ମୂଲ୍ୟ ୮୯୯୦୦ ରଙ୍କା ଅଟେ ।
ଏହି ଫୋନ ରେ ସମୁଦାଯ ୫ ହଜାର ଟଙ୍କର ଇଂଷ୍ଟାଣ୍ଟ ଷ୍ଟୋର ଡିଶ୍କାଉଣ୍ଟ ରହିଅଛି । ଏବଂ ସମୁଦାୟ ୬ ହଜାର ଟଙ୍କା ର କ୍ୟାସବ୍ୟାକ ଅଫର ମଧ୍ୟ ମିଳୁଅଛି । ଏହି ଅଫର ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କ ଡ଼େବିଡ କାର୍ଡ, କୋଟାକ ବ୍ୟାଙ୍କ ଡ଼େବିଡ କାର୍ଡ କେଡିଡ କାର୍ଡ ଏବଂ SBI କ୍ରେଡିଡ କାର୍ଡ ରେ ମିଳୁଅଛି । Apple ର iphone 13 ରେ ଆପଣଙ୍କୁ ପ୍ରାୟ ୧୮ ହଜାର ଟଙ୍କା ର ଏକ୍ସଚେଞ୍ଜ ଅଫର ମଧ୍ୟ ମିଳୁଅଛି ।
ଯଦି ଆପଣ Apple iphone 64 gb ଭେଡ଼ିଏଣ୍ଟ କୁ Apple iphone 13 ସହିତ ଏକ୍ସଚେଞ୍ଜ କରୁଛନ୍ତି ତେବେ ଆପଣଙ୍କୁ ଏହାର ଉତ୍ତମ ମୂଲ୍ୟ ନିଶ୍ଚିତ ଭାବରେ ମିଳିବ । ମାତ୍ର ଏହି ମୂଲ୍ୟ ସଂପୂର୍ଣ୍ଣ ଭାବରେ ଫୋନ ର କଣ୍ଡିସନ ଉପରେ ନିର୍ଭର ହେବ । ଏହା ବ୍ୟତୀତ ଏହି ଅଫର ୨୫୬ gb ଏବଂ ୨୧୨ gb ଭରିଏଣ୍ଟ ରେ ମଧ୍ୟ ମିଳୁଅଛି । ଗ୍ରାହକ ଙ୍କ ପାଇଁ ଏହା ବହୁତ ଉତ୍ତମ ସୁଯୋଗ ଅଟେ ।
ଯେଉଁ ମାନେ Apple ର iphone କିଣିବାକୁ ଇଛୁକ ତେବେ ସୁଯୋଗ କୁ ହାତଛଡା କରନ୍ତୁ ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ ନିଶ୍ଚିତ ଜଣାଇବେ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।