ଯଦି ଏହି ସର୍ତ୍ତ ମାନି ନେଇଥାନ୍ତେ Shilpa Shetty ତ ଆଜି ସେ ହେଇ ଯାଇଥାନ୍ତେ Akshay Kumar ଙ୍କ ପିଲାଙ୍କର ମା’

ନମସ୍କାର ବନ୍ଧୁଗଣ ତେବେ ବଲିଉଡ ରେ ଆପଣ ଖିଲାଡି ଅକ୍ଷୟ କୁମାର ଙ୍କୁ ତ ନିଶ୍ଚୟ ଜାଣିଥିବେ ତେବେ ଅକ୍ଷୟ କୁମାର ଏବଂ ତାଙ୍କ ପତ୍ନୀ ଟ୍ଵିଙ୍କଲ ଖାନ୍ନା ଙ୍କ ଯୋଡି କୁ ବଲିଉଡ ରେ ସବୁଠାରୁ ପାୱାର ଫୁଲ ଯୋଡି କୁହାଯାଏ । ତେବେ ଅକ୍ଷୟ ଙ୍କ ଘରେ ଟ୍ଵିଙ୍କଲ ଙ୍କର ହିଁ ରାଜ ଚାଲେ । ତେବେ ଅକ୍ଷୟ ମଧ୍ୟ ନିଜ ପତ୍ନୀ ଙ୍କ ସବୁ କଥା କୁ ମାନି ନେଇଥାନ୍ତେ । ଏହା ସହ ସେ ନିଜକୁ ଜୋରୁ କା ଗୁଲାମ ମଧ୍ୟ କହିଥାନ୍ତି ।

ତେବେ ବର୍ତ୍ତମାନ ନିଜକୁ ଜୋରୁ କା ଗୁଲାମ କହୁଥିବା ଅକ୍ଷୟ କୁମାର ଗୋଟିଏ ସମୟରେ ଥିଲେ ପ୍ଲେ ବୟ । ସେ ଅନେକ କଣ୍ଟ୍ରୋବସି ରେ ମଧ୍ୟ ଆସିଛନ୍ତି । ତେବେ ସେ ସମୟରେ କୌଣସି ନା କୌଣସି ଅଭିନେତ୍ରୀ ଙ୍କ ସହ ସେ ଯୋଡ଼ି ହୋଇ ଯାଉଥିଲେ କେତେବେଳେ ରବିନା ତ କେତେବେଳେ ଶିଳ୍ପା । ତେବେ ଏପରି ଏକ ସମୟ ଥିଲା ଯେବେ ଟ୍ୱିଙ୍କିଲା ଖାନ୍ନାଙ୍କ ପତି ଅକ୍ଷୟ କୁମାର ଶିଳ୍ପା ଙ୍କୁ ପ୍ରେମ କରୁଥିଲେ ।

ଅକ୍ଷୟ କୁମାର ଶିଳ୍ପା ସେଠିଙ୍କ ପାଇଁ ନିଜ ଜୀବନ ବି ଦେବାକୁ ପ୍ରସ୍ତୁତ ଥିଲେ । ଅକ୍ଷୟ କୁମାର ଓ ଶିଳ୍ପା ସେଠି ଙ୍କ ର ପ୍ରେମ କାହାଣୀ ସବୁଠାରୁ ଅଧିକ ଚର୍ଚିତ ଖବର ରହିଥିଲା । ଅନେକ ହିଟ ଫିଲ୍ମ ସହିତ ତାଙ୍କ ମଧ୍ୟରେ ବନ୍ଧୁତା ଆଗକୁ ବଢିଥିଲା ଓ ସେ ଦୁହେଁ ପ୍ରେମରେ ପଡି ଯାଇଥିଲେ । ତେବେ ୨୦୦୦ ମସିହା ରେ ଫିଲ୍ମ ଧଡକନ ରେ ଏହି ଦୁହିଁଙ୍କ ମଧ୍ୟ ରେ ପ୍ରେମ ରେ ତିକ୍ତତା ଆସିଯାଇଥିଲା ।


ସେହି ସମୟ ରେ ଶିଳ୍ପା ଜାଣିପାରିଥିଲେ କି ଅକ୍ଷୟ କୁମାର ତାଙ୍କୁ ପ୍ରେମ ରେ ଧୋକା ଦେଉଛନ୍ତି । ଏହା ପରେ ଅକ୍ଷୟ କୁମାର ସୁପର ଷ୍ଟାର ରାଜେଶ ଖାନ୍ନା ଙ୍କ ର ଝିଅ ଟ୍ୱିଙ୍କିଲା ଖାନ୍ନା ଙ୍କୁ ବିବାହ କରିଥିଲେ । ତେବେ ଆଜିକା ସମୟ ରେ ଅକ୍ଷୟ କୁମାର ଓ ଶିଳ୍ପା ଦୁହେଁ ପରସ୍ପର ଠାରୁ ପୁରା ଅଲଗା ହେଇଯାଇଛନ୍ତି । ଦିନେ ଏକ ଇଣ୍ଟରଭିୟୁ ରେ ଶିଳ୍ପା କହିଥିଲେ କି କିପରି ଅକ୍ଷୟ କୁମାର ତାଙ୍କୁ ପ୍ରେମ ରେ ଧୋକା ଦେଇଥିଲେ ।


ତେବେ ବିବାହ ପାଁଇ ଅକ୍ଷୟ କୁମାର ସେ ସମୟ ରେ ଯେଉଁ ଶର୍ତ୍ତ ରଖିଥିଲେ ଏହା କୁ ଶିଳ୍ପା ଅମାନ୍ୟ କରିଥିଲେ । ତେବେ ଶର୍ତ୍ତ ଟି ଥିଲା ଯଦି ଅକ୍ଷୟ ତାଙ୍କୁ ବିବାହ କରିବେ ତେବେ ସେ ନିଜର ଫିଲ୍ମ କ୍ୟାରିୟର ଛାଡ଼ି ଘର ସମ୍ଭାଳିବେ । ତେବେ ଏହାକୁ ଶିଳ୍ପା ମନା କରି ଦେଇଥିଲେ କିନ୍ତୁ ଟ୍ଵିଙ୍କଲ ଏହି ଶର୍ତ୍ତ କୁ ମାନି ନେଇଥିଲେ ଏବଂ ଅକ୍ଷୟ ମଧ୍ୟ ନିଜ ଵଚନ ମୁତାବକ ଟ୍ଵିଙ୍କଲ ଙ୍କୁ ରାତାରାତି ବିବାହ କରି ନେଇଥିଲେ ।

ତେବେ ଏହା ଉପରେ ଆପଣ ଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *