ପ୍ଲାଷ୍ଟିକ ସର୍ଜରୀ କରି ନିଜର ସୁନ୍ଦର ଚେହେରାକୁ ନଷ୍ଟ କରିଦେଲେ Bollywood ର ଏହି 6 ଜଣ Actress, ନମ୍ବର 1 Actress ଲାଗିଲେ ପୁରା ପୁରୁଷ ପରି

ନମସ୍କାର ବନ୍ଧୁଗଣ ତେବେ ଦୁନିଆରେ ସୁନ୍ଦର ଦିଶିବାକୁ କିଏ ବା ନ ଚାହେଁ । ଆଉ ଯଦି ବଲିଉଡ ଅଭିନେତ୍ରୀ ମାନଙ୍କ କଥା ବିଚାର କରାଯାଏ ତେବେ ସେମାନେ ନିଜ ସୌନ୍ଦର୍ଯ୍ୟକୁ ନେଇ ସବୁବେଳେ ଯତ୍ନବାନ ଥାଆନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁନ୍ଦର ଦେଖାଯିବାକୁ ଅନେକ ପ୍ଲାଷ୍ଟିକ ସର୍ଜରୀର ସାହାରା ନିଅନ୍ତି । କିଛି ଅଭିନେତ୍ରୀ ପ୍ଲାଷ୍ଟିକ ସର୍ଜରୀ ଜରିଆରେ ନିଜ ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରିଥିବାର ନଜିର ରହିଛି ।

ତେବେ ଆଉ କିଛି ଅଭିନେତ୍ରୀ ପ୍ଲାଷ୍ଟିକ ସର୍ଜରୀ କରିବା ପରେ ଟ୍ରୋଲ୍‌ର ଶିକାର ହୋଇଛନ୍ତି । ଚାଲନ୍ତୁ ସେମିତି କିଛି ଅଭିନେତ୍ରୀଙ୍କ ବିଷୟରେ ଯେଉଁମାନେ ନିଜ ଅଭିନୟ ଅପେକ୍ଷା ପ୍ଲାଷ୍ଟିକ୍ ସର୍ଜରୀ ପାଇଁ ଚର୍ଚ୍ଚିତ ହୋଇଛନ୍ତି । ୧- ପ୍ରଥମ ରେ ହେଉଛନ୍ତି ରାକ୍ଷୀ ସାଓ୍ଵନ୍ତ- ବଲିଉଡର ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାଓ୍ଵନ୍ତ ଫିଲ୍ମ ‘ଅଗ୍ନିଚକ୍ର’ ଜରିଆରେ ବଲିଉଡରେ ପାଦ ଦେଇଥିଲେ । ତେବେ ରାକ୍ଷୀ ନିଜକୁ ସୁନ୍ଦରୀ କରିବା ପାଇଁ ପ୍ଲାଷ୍ଟିକ ସର୍ଜରୀ କରାଇଥିଲେ ।

ଓଠ ଏବଂ ଶରୀରକୁ ମୋଟା କରିବା ପାଇଁ ସେ ଅନେକ ପ୍ରକାର ସର୍ଜରୀ କରାଇଛନ୍ତି । କିନ୍ତୁ ଏହି ସର୍ଜରୀ ପାଇଁ ସେ ଅନେକ ସମାଲୋଚନାର ଶିକାର ହୋଇଛନ୍ତି । ଏପରିକି ଟ୍ରୋଲର୍‌ମାନେ ତାଙ୍କୁ ପୁରୁଷ ବୋଲି ମଧ୍ୟ କହିଥାନ୍ତି । ରାକ୍ଷୀ ମଧ୍ୟ ପ୍ଲାଷ୍ଟିକ ସର୍ଜରୀ କରାଇଥିବା ସ୍ଵୀକାର କରିଛନ୍ତି । ତେବେ ସେ ବିଗ ବସ ୧୪ ରେ ମଧ୍ୟ ନଜର ଆସିଥିଲେ ।


୨- ଦ୍ଵିତୀୟ ଅଭିନେତ୍ରୀ ହେଉଛନ୍ତି ଅନୁଷ୍କା ଶର୍ମା । ତେବେ ଅନୁଷ୍କା ରବ ନେ ବନା ଦି ଯୋଡି” ଫିଲ୍ମରୁ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରିଥିବା ଅନୁଷ୍କା ଶର୍ମାଙ୍କୁ କିଏ ନ ଜାଣିଛନ୍ତି । ସେ ଫିଲ୍ମ “ପିକେ” ପାଇଁ ନିଜର ଲିପ୍ସର ସର୍ଜରୀ କରିଥିଲେ ଯାହା ପାଇଁ ତାଙ୍କ ଲୁକରେ କିଛି ନୂଆ ପରିବର୍ତ୍ତନ ନଜର ଆସିଥିଲା । ଏହି ନୂଆ ଲୁକକୁ ନେଇ ଅନୁଷ୍କାଙ୍କର ଫ୍ୟାନ୍ସ ମାନେ ବିଭିନ୍ନ ପ୍ରକାରର କମେଣ୍ଟ ମଧ୍ୟ କରିଥିଲେ । କିନ୍ତୁ ଅନୁଷ୍କା ସର୍ଜରୀ କରି ନିଜର ପୁରୁଣା ଚେହେରା କରିଥିଲେ ।

୩- ତୃତୀୟ ଅଭିନେତ୍ରୀ ହେଉଛନ୍ତି ଅନୁଷ୍କା ସେଠୀ । ତେବେ ସାଉଥ ର ସୁପର ହିଟ ଅଭିନେତ୍ରୀ ଭାବରେ ସେ ବେଶ ପରିଚିତ । ତେବେ ସେ ପ୍ରଥମେ ପ୍ରଥମେ ଟିକେ ମୋଟା ଦେଖା ଯାଉଥିଲେ ଏବଂ ନିଜର ଲୁକ କୁ ଚେଞ୍ଜ କରିବା ପାଇଁ ସେ କସମେଟିକ ସର୍ଜରୀ କରି ନିଜର ଶରୀର କୁ ସେପ ଦେଇଥିଲେ ଏବଂ ନିଜ ମୁହଁରେ ମଧ୍ୟ କିଛି ପରିବର୍ତ୍ତନ ଆଣିଥିଲେ । ତେବେ ଅନୁଷ୍କା ନିଜ ଅଭିନୟ ଜରିଆରେ ମଧ୍ୟ ଲୋକମାନଙ୍କ ହୃଦୟ ରେ ବାସ କରିଛନ୍ତି ଖାସ କରି ବାହୁବଳୀ ସିନେମା ପର ଠାରୁ ।


୪- ଚତୁର୍ଥ ଅଭିନେତ୍ରୀ ହେଉଛନ୍ତି ଆଇଶା ଟାକିଆ । ତେବେ ଫାଲ୍ଗୁନୀ ପାଟକଙ୍କ ଆଲବମ “ମେରି ଚୂନରୀ ଉଡି ଉଡି ଯାଏ”ରେ ଆଈଶା ନିଜର ଫିଲମି କ୍ଯାରିୟର ଆରମ୍ଭ କରିଥିଲେ । ଏହା ପରେ ସେ “ତାରଜନ ଦ ୱୋଣ୍ଡର କାର”, “ୱାନ୍ଟେଡ” ଫିଲ୍ମରେ କାମ କରି ସାରିଛନ୍ତି । ଏହା ପରେ ସେ ମାରେଜ କରି ବଲିଉଡରୁ ବିଦାୟ ନେଇଥିଲେ । କିଛି ଦିନ ପୂର୍ବେ ସେ ସୋସିଆଲ ଆକାଉଣ୍ଟରେ ନିଜର ଫୋଟୋ ଶେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କର ଓଠ ଓ ନାକର ପ୍ଲାଷ୍ଟିକ ସର୍ଜରୀ କରି ଏକ ନୂଆ ରୂପରେ ନଜର ଆସିଛନ୍ତି । ତେବେ ତାଙ୍କର ଏହି ଲୁକ କୁ କେହି ବି ପସନ୍ଦ କରୁ ନାହାନ୍ତି ।


୫- ପଞ୍ଚମ ଅଭିନେତ୍ରୀ ହେଉଛନ୍ତି ପ୍ରିୟଙ୍କା ଚୋପ୍ରା । ତେବେ ବଲିଉଡ ଠାରୁ ନେଇ ହଲିଉଡ଼ ପର୍ଯ୍ୟନ୍ତ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରିୟଙ୍କା ଚୋପ୍ରା ନିଜ ଫେସରେ ଅନେକ ଥର ପ୍ଲାଷ୍ଟିକ ସର୍ଜରୀ କରିଛନ୍ତି । ସେ ତାଙ୍କ ଓଠ ଆଉ ନାକର ପ୍ଲାଷ୍ଟିକ ସର୍ଜରୀ କରିଛନ୍ତି । ଏହି ଫଟୋରେ ଆପଣ ପାର୍ଥକ୍ୟ ଜାଣିପାରିବେ ।

୬- ଷଷ୍ଠ ରେ ହେଉଛନ୍ତି କରିସ୍ମା କପୂର । ତେବେ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ସୁନ୍ଦର ଅଭିନେତ୍ରୀ କରିସ୍ମା କପୁର । ମିଡିଆ ରିପୋର୍ଟସ ଅନୁସାରେ ଜଣା ପଡିଛି ଯେ, କରିସ୍ମା ନିଜ ନାକର ସର୍ଜରୀ କରିଥିଲେ ଓ ନାକ ସର୍ଜରୀ ପାଇଁ ସେ ପୂର୍ବ ଅପେକ୍ଷା ବହୁତ ଅଧିକ ସୁନ୍ଦର ମଧ୍ୟ ନଜର ଆସୁଛନ୍ତି । ଆଜି ମଧ୍ୟ ସେ ଦୁଇଟି ଛୁଆଙ୍କ ମା ହୋଇ ବହୁତ ସୁନ୍ଦର ନଜର ଆସୁଛନ୍ତି ।

ତେବେ ଏହି ଲେଖା କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *