ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଲୋକପ୍ରିୟ କମେଡିଆନ Pragyan Khatua, ସରିଲା ନିର୍ବନ୍ଧ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଡ଼ିଆ ହାସ୍ୟ ଅଭିନେତା ପ୍ରଜ୍ଞା ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ତାଙ୍କର କମେଡି ଦର୍ଶକ ମାନଙ୍କୁ ଖୁବ ପସନ୍ଦ ହୋଇଥାଏ । ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି ଓଡ଼ିଆ ଲୋକପ୍ରିୟ ହାସ୍ୟ ଅଭିନେତା ପ୍ରଜ୍ଞା । ପ୍ରଜ୍ଞା ଓଡ଼ିଶା ର ଘରେ ଘରେ ଅତି ପରିଚିତ । ହାସ୍ୟ ଅଭିନେତା ଭାବରେ ସେ ଜଣେ ସୁପରିଚିତ ଚେହେରା ।

ତେବେ ଗତକାଲି ପ୍ରଜ୍ଞା ଙ୍କ ନିର୍ବନ୍ଧ ସରିଛି ନିଜ ପ୍ରେମିକା ଙ୍କ ସହିତ । ସେ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ତେବେ ପ୍ରଜ୍ଞା ଙ୍କ ନିର୍ବନ୍ଧ କିପରି ଭାବରେ ହେଲା ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।  ବନ୍ଧୁଗଣ ଗତକାଲି ଥିଲା ହାସ୍ୟ ଅଭିନେତା ପ୍ରଜ୍ଞା ଙ୍କ ନିର୍ବନ୍ଧ । ତାଙ୍କ ନିର୍ବନ୍ଧ ରେ ତାଙ୍କର ପରିବାର ସଦସ୍ୟ ସାମିଲ ହୋଇଥିଲେ ଏବଂ ତାଙ୍କର କ୍ଲୋଜ ସାଙ୍ଗ ମାନେ ନଜର ଆସିଥିଲେ ।

ଆପଣ ମାନେ ଏହି ଭିଡିଓ ମାଧ୍ୟମରେ ଦେଖି ପାରୁଥିବେ ଯେ, କୋରନା କଟକଣା କାରଣରୁ ପ୍ରଜ୍ଞା ଙ୍କ ନିର୍ବନ୍ଧ ରେ ଅଳ୍ପ ଲୋକ ସାମିଲ ହୋଇ ପାରିଥିଲେ । କମ ଲୋକଙ୍କୁ ନେଇ ତାଙ୍କ ନିର୍ବନ୍ଧ ସେରେମନି ଅନୁଷ୍ଠିତ ହୋଇଥିଲା । କୌଣସି ଫିଲ୍ମ ଅଥବା ସିରିଆଲ କଳାକାର ନଜର ଆସି ନଥିଲେ । ତେବେ ପ୍ରଜ୍ଞା ସୁନନ୍ଦା ଙ୍କୁ ବିବାହ କରିବାକୁ ଯାଉଛନ୍ତି ।

ସୁନନ୍ଦା ମଧ୍ୟ ଜଣେ ସିରିଆଲ ଅଭିନେତ୍ରୀ ଅଟନ୍ତି । ସେ ଅନେକ ସିରିଆଲ ରେ ମଧ୍ୟ ନଜର ଆସିଛନ୍ତି । ତେବେ ଏହା ଖବର ଶୁଣିବାକୁ ମିଳୁଛି ଯେ, ନିର୍ବନ୍ଧ ପରେ ଖୁବ ଶୀଘ୍ର ପ୍ରଜ୍ଞା ଓ ସୁନନ୍ଦା ବିବାହ ବନ୍ଧନ ରେ ଆବଦ୍ଧ ହେବେ । ତେବେ ଆପଣ ମାନଙ୍କୁ ପ୍ରଜ୍ଞା ଏବଂ ସୁନନ୍ଦା ଙ୍କ ଯୋଡ଼ି କିପରି ଲାଗେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ । ଆମ ତରଫ ରୁ ମଧ୍ୟ ଉକ୍ତ ନବ ଦମ୍ପତ୍ତି ଙ୍କୁ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *