ପବିତ୍ର ସରସ୍ୱତୀ ପୂଜା (5 February)ରେ ମହାସଂଯୋଗ, ସାରିଲା ଦୁଃଖର ଦିନ, ହେବ ଧନ, ବିଦ୍ୟା ଓ ସୁଖ ଲାଭ (Astrology)

ନମସ୍କାର ବନ୍ଧୁଗଣ ତେବେ ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ମାନଙ୍କ ଚଳନର ବହୁତ ଅଧିକ ମହତ୍ୱ ପ୍ରଭାବ ଏବଂ ଭୂମିକା ରହିଥାଏ ଏବଂ ଏହି ଗ୍ରହ ମାନଙ୍କ ଚଳନ ଯୋଗୁଁ ମନୁଷ୍ୟ ମାନଙ୍କ ଜୀବନରେ ସଫଳତା ଏବଂ ଅସଫଳତା ଲାଭ କରିଥାନ୍ତି ଏବଂ ଏହି କାରଣ ଯୋଗୁ ହିଁ ଲୋକମାନେ ପ୍ରାୟତ ରାଶିଚକ୍ର କୁ ଦେଖିଥାନ୍ତି ଏବଂ ଅଲଗା ଅଲଗା ରାଶିର ପ୍ରଭାବ ଅଲଗା ଅଲଗା ରୂପରେ ପଡିଥାଏ । ତେବେ ଗ୍ରହ ମାନଙ୍କ ପ୍ରଭାବ ରାଶି ମାନଙ୍କ ଉପରେ ଏହି ପ୍ରକାର ଭାବରେ ପଡି ଥାଏ କି ତାହା ଯୋଗୁ ଲୋକ ମାନଙ୍କ ଜୀବନରେ ଏକ ନୂତନ ପରିବର୍ତନ ଆସେ ।

ଏହି ରାଶି ମାନଙ୍କ ପ୍ରଭାବ ଯୋଗୁଁ ମନୁଷ୍ୟ ମାନେ ନିଜ ଜୀବନରେ ସବୁ କାର୍ଯ୍ୟରେ ସଫଳ ହୋଇଥାନ୍ତି ଏବଂ ଏମାନଙ୍କୁ ଧନର ମଧ୍ୟ ଲାଭ ହୋଇଥାଏ , ତେବେ ପବିତ୍ର ଶ୍ରୀ ପଞ୍ଚମି ବା ସରସ୍ବତୀ ପୂଜା ରେ ଗ୍ରହ ମାନଙ୍କ ମଧ୍ୟରେ ଏକ ବିରାଟ ପରିବ୍ରତନ ହେବାକୁ ଯାଉଛି ଜାହା ଫଳରେ ଗ୍ରହ ମାନଙ୍କ ମଧ୍ୟରେ ଏକ ମହା ସଂଯୋଗ ଘଟିବାକୁ ଯାଉଛି । ଏହି ସଂଯୋଗ ରାଶି ମାନଙ୍କ ମଧ୍ୟରେ ଏକ ନୂତନ ପ୍ରଭାବ ପକେଇବାକୁ ଜାଉଛି ଜାହା ଫଳରେ କି ରାଶି ଚକ୍ରର ଏହି ତିନଟି ରାଶି ମାନଙ୍କ ଉପରେ ଏହାର ପ୍ରଭାବ ପଡିବ ଜାହା ଫଲରେ ଏହି ରାଶିର ବ୍ୟକ୍ତି ମାନଙ୍କୁ ଅଦିକ ଧନ ଲାଭ କରିବାର ନୂଆ ନୂଆ ବାଟ ଖୋଲିଯିବ ତେବେ ଆସନ୍ତୁ ଜାଣିନେବା ସେହିଁ ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ।

୧- ପ୍ରଥମରେ ହେଉଛି ବୃଷ ରାଶି । ଆଗାମୀ ସରସ୍ବତୀ ପୂଜା ପରେ ପରେ ଏହି ରାଶି ଧାରୀ ଙ୍କ ଭାଗ୍ୟ ବଦଳିବାକୁ ଯାଉଛି ଅର୍ଥାତ ଏହି ରାଶିର ବ୍ୟକ୍ତିଙ୍କ ଉପରେ ମାତା ସରସ୍ବତୀଙ୍କ କୃପା ଦୃଷ୍ଟି ବର୍ଷିବାକୁ ଯାଉଛି । ଯାହାଦ୍ୱାରା ଏହି ରାଶିର ବ୍ୟକ୍ତିଙ୍କୁ ଖୁବ ଲାଭ ହେବ । ଏହି ରାଶିର ବ୍ୟକ୍ତିଙ୍କ ସ୍ୱାମୀ ଯଦି ଉଚ୍ଚ ସ୍ଥାନରେ ରହେ ତେବେ ଏହି ବ୍ୟକ୍ତି ମାନେ ଖୁବ ଧନ ଲାଭ କରିବେ । ବିଦ୍ୟା କ୍ଷେତ୍ରରେ ଉନ୍ନତି ହେବ । ଆପଣ ଖୁବ ସ୍ୱାଭିମାନ ଏବଂ ପରିଶ୍ରମ ର ସହିତ କାର୍ଯ୍ୟ କରୁଥିବାରୁ ଫଳ ପ୍ରାପ୍ତ ହେବ । ଶୁଭ ଖବର ପାଇଁ ପ୍ରସ୍ତୁତ ରୁହନ୍ତୁ ।


୨- ଦ୍ଵିତୀୟ ରାଶି ହେଉଛି ମିଥୁନ ରାଶି । ତେବେ ମିଥୁନ ରାଶି ଏହି ରାଶିର ବ୍ୟକ୍ତି ମାନଙ୍କୁ ସବୁଠାରୁ ବଡ ଲାଭ ଧନରେ ହେବ । ବ୍ୟପାରି ମାନଙ୍କୁ ବେପାର କ୍ଷେତ୍ରରେ ଅଧିକ ଧନଲାଭ ହୋଇପାରେ ଏହି ଯୋଗର ପ୍ରଭାବରେ ଆପଣଙ୍କ ଜୀବନରେ ଯାହାବି ଧନ ଜନିତ ସମସ୍ୟା ରହିଥିଲା ତାହା ଅତିଶୀଘ୍ର ହିଁ ଦୁର ହୋଇଯିବ ।


୩- ତୃତୀୟ ରେ ହେଉଛି କନ୍ୟା ରାଶି । ତେବେ ଏହି ରାଶିର ବ୍ୟକ୍ତି ମାନେ ଏବେ ନିଜ ଜୀବନରେ ସବୁ କ୍ଷେତ୍ରରେ ସଫଳତା ହାସଲ କରିବେ ମାତା ଲକ୍ଷ୍ମୀ ଙ୍କର କୃପା ଯୋଗୁ ଏମାନେ ଧନକୁ ମଧ୍ୟ ପ୍ରାପ୍ତ କରିବେ ଜୀବନରେ ଥିବା ସମସ୍ୟା ସମସ୍ୟା କୁ ସଫଳତା ସହିତ ସମାଧାନ କରିବେ ଏବଂ ପରିବାର ରେ ମଧ୍ୟ ସମସ୍ତେ ଖୁସୀରେ ରହିବେ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *