ସରପଞ୍ଚଙ୍କ ଠାରୁ ନେଇ ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ, କାହାର ଦରମା କେତେ ? ପ୍ରଥମ ଥର ପାଇଁ ଦେଖନ୍ତୁ…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ସମସ୍ତେ ରାଜନୀତି ବିଷୟରେ ତ କିଛି ନା କିଛି ଜାଣିଥିବେ ଶୁଣିଥିବେ ନିଶ୍ଚିତ । ତେବେ ଆଜି ଆମେ ଆପଣଙ୍କୁ ସେହି ରାଜନେତା ମାନଙ୍କ ର ଦରମା କେତେ କଣ ରହିଛି ସେ ବିଷୟରେ ଆଲୋଚନା କରିବା । ତେବେ ଆସନ୍ତୁ ଜାଣିନେବା ସେହି ବିଷୟ ରେ । ୧- ଭାରତର ରାଷ୍ଟ୍ରପତି ବର୍ତ୍ତମାନ ଅଛନ୍ତି ରାମ ନାଥ କୋବିଦ । ତେବେ ତାଙ୍କ ଦରମା ହେଉଛି ୫ ଲକ୍ଷ ଟଙ୍କା । ୨- ଭାରତର ଉପ ରାଷ୍ଟ୍ରପତି ହେଉଛନ୍ତି ଏମ ଭେଙ୍କକାୟ ନାଇଡୁ ।

ତେବେ ତାଙ୍କ ଦରମା ହେଉଛି ୪ ଲକ୍ଷ ଟଙ୍କା । ୩- ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଦରମା ହେଉଛି ୩ ଲକ୍ଷ ୮୦ ହଜାର । ୪- ଓଡ଼ିଶାର ରାଜ୍ୟପାଳ ଯିଏ ହେଉଛନ୍ତି ଗଣେଶ ଲାଲ । ତେବେ ତାଙ୍କ ଦରମା ହେଉଛି ୩ ଲକ୍ଷ ୫୦ ହଜାର ଟଙ୍କା । ୫- ଉପରାଜ୍ୟପାଳ ( ଦିଲ୍ଲୀ) ହେଉଛନ୍ତି ଅନିଲ ବାଇଜଲ ।

ତେବେ ତାଙ୍କ ଦରମା ହେଉଛି ୩ ଲକ୍ଷ ୨୫ ହଜାର । ୬- ସାଂସଦ ହେଉଛନ୍ତି ଅପରାଜିତା ଷଡ଼ଙ୍ଗୀ । ତେବେ ତାଙ୍କ ଦରମା ହେଉଛି ୩ ଲକ୍ଷ ୩୦ ହଜାର ଟଙ୍କା । ୭- ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ତାଙ୍କ ଦରମା ହେଉଛି ୧ ଲକ୍ଷ ୬୦ ହଜାର ଟଙ୍କା ।

୮- ଓଡିଶା ବିଧାନସଭା ର ସଭ୍ୟ (ଏମଏଲଏ) ତାଙ୍କ ଦରମା ହେଉଛି ୧ଲକ୍ଷ ଟଙ୍କା । ୯- ଜିଲ୍ଲା ପରିଷଦ ( ଚେୟାରମ୍ୟାନ) । ତେବେ ତାଙ୍କ ଦରମା ହେଉଛି ୯୩୮୦ ଟଙ୍କା । ୧୦- ଜିଲ୍ଲା ପରିଷଦ । ତେବେ ମାସକୁ ଦରମା ହେଉଛି ୭୦୪୦ ଟଙ୍କା ।

୧୧- ପୌର ପାଳିକାର କାଉନସିଲର ଙ୍କ ଦରମା ହେଉଛି ମାସକୁ ୧୫-୨୦ ହଜାର ଟଙ୍କା । ୧୨- ବ୍ଲକ ଚେୟାରମ୍ୟାନ ଙ୍କ ଦରମା ହେଉଛି ମାସକୁ ୩୫୩୦ ଟଙ୍କା । ୧୩- ସରପଞ୍ଚ ଙ୍କ ମାସକୁ ଦରମା ହେଉଛି ୨୩୫୦ ଟଙ୍କା ।

୧୪- ନାଏବ ସରପଞ୍ଚ ଙ୍କ ମାସକୁ ଦରମା ହେଉଛି ୯୫୦ ଟଙ୍କା । ତେବେ ଆଶା କରୁଛି ଏହି ଲେଖା ଆପଣ ଙ୍କୁ ପସନ୍ଦ ଆସିଥିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *