ବନ୍ଧୁଗଣ ନମସ୍କାର ତେବେ ବର୍ତ୍ତମାନ ସମସ୍ତେ ଧନୀ ହେବାକୁ ଚାହିଁଥାନ୍ତି ଏବଂ ସର୍ଵଦା ଏହା ଚାହାନ୍ତି କି ସେମାନଙ୍କ ପାଖରେ ସବୁବେଳେ ପଇସା ରହୁଥାଉ ଏବଂ ସେ ଆହୁରି ଧନୀ ହୋଇ ଚାଲି ଯାଉଥାନ୍ତି । କିନ୍ତୁ ଲୋକମାନେ ବେଳେ ବେଳେ ଏପରି କିଛି ଭୁଲ କରି ଦିଅନ୍ତି ଯଦ୍ବାରା ସେମାନେ କେବେବି ଧନୀ ହୋଇ ପାରନ୍ତି ନାହିଁ ।
ଯେତେ ଟଙ୍କା ରୋଜଗାର କଲେ ମଧ୍ୟ ସେମାନେ କେବେବି ତାକୁ ସଞ୍ଚୟ କରି ପାରିବେ ନାହିଁ ଏବଂ ନା କେବେ ତାକୁ ଭୋଗ କରି ପାରିବେ ନାହିଁ । ତେଵେ ଆଜିର ଏହି ଆଲୋଚନା ରେ ଆମେ ସେହି ବିଷୟରେ ଚର୍ଚ୍ଚା କରିବା ଯିଏ କି କେବେବି ନିଜ ଭୁଲ ଯୋଗୁଁ ଜୀବନରେ ଧନୀ ହୋଇ ପାରିବେ ନାହିଁ । ଚାଲନ୍ତୁ ଜାଣିନେବା ।
୧- ଦ୍ଵିତୀୟ ବ୍ୟକ୍ତି ହେଉଛନ୍ତି ଯେଉଁ ବ୍ୟକ୍ତି ମାନେ ମଇଳା ପୋଷାକ ପରିଧାନ କରିଥାନ୍ତି । ଯେଉଁ ବ୍ୟକ୍ତି ମାନଙ୍କ ପାଖରେ ଭଲ ପୋଷାକ ଥାଇ କି ମଧ୍ୟ ଚିରା ଫଟା ଏବଂ ମଇଳା ପୋଷାକ ପରିଧାନ କରିଥାନ୍ତି ସେମାନେ ମଧ୍ୟ ଦରିଦ୍ର ଭୋଗିଥାନ୍ତି । ଏବଂ ନିଜ ଚତୁର୍ପାଶ୍ୱ ରେ ଥିବା ଆବର୍ଜନା କୁ ସଫା ନ ରଖନ୍ତି ସେମାନଙ୍କ ଉପରେ ମଧ୍ୟ କେବେବି ମାତା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ ନାହିଁ ।
୨- ପ୍ରଥମ ବ୍ୟକ୍ତି ଯିଏ ନିଜର ଦାନ୍ତ କୁ ସଫା ରଖନ୍ତି ନାହିଁ । ଶାସ୍ତ୍ର ଅନୁସାରେ ଏବଂ ତାହାର ନୀତି ନିୟମ ଅନୁସାରେ ଯେଉଁ ମାନେ ନିଜର ଦାନ୍ତ କୁ ସଠିକ ଭାବରେ ସଫା ରଖନ୍ତି ନାହିଁ ତେବେ ସେହି ବ୍ୟକ୍ତି କୁ ନିଶ୍ଚୟ ଦରିଦ୍ର ର ସମ୍ମୁଖୀନ ହେବାକୁ ପଡ଼ିଥାଏ । କଥା ଅଛି କି ମାତା ଲକ୍ଷ୍ମୀ କେବେବି ଯେଉଁ ବ୍ୟକ୍ତି ମାନଙ୍କ ର ଦାନ୍ତ ସଫା ରଖନ୍ତି ନାହିଁ ସେହି ବ୍ୟକ୍ତି ମାନଙ୍କ ପାଖକୁ କେବେବି ସେ ଆସନ୍ତି ନାହିଁ । ଏବଂ ସର୍ଵଦା ଦାନ୍ତ କୁ ସଫା ରଖୁଥିବା ବ୍ୟକ୍ତି ଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ରହିଥାଏ ।
୩- ତୃତୀୟ ବ୍ୟକ୍ତି ହେଉଛନ୍ତି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଶୋଇ ରହୁଥିବା ବ୍ୟକ୍ତି । ଯେଉଁ ବ୍ୟକ୍ତି ମାନେ ପ୍ରଥମେ ନିଜ କଥା ଭାବିଥାନ୍ତି ଏବଂ ଅନ୍ୟ ମାନଙ୍କ ବିଷୟରେ ଭାବନ୍ତି ନାହିଁ ସେମାନେ ମଧ୍ୟ କେବେବି ଧନୀ ହୋଇ ପାରନ୍ତି ନାହିଁ । ଏବଂ ଯେଉଁମାନେ ସକାଳୁ ସନ୍ଧ୍ୟା ଶୋଇ ରହିଥାନ୍ତି ସେମାନଙ୍କ ଉପରେ ମଧ୍ୟ କେବେବି ଲକ୍ଷ୍ମୀ ଙ୍କ କୃପା ରହେ ନାହିଁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।