ସାରା ଜୀବନ ନିଜ ସ୍ବାମୀଙ୍କ ଠାରୁ ଦୁଃଖରେ ରୁହନ୍ତି ଏହି 2 ଟି ନାମର ଝିଅ (Astrology)

ବନ୍ଧୁଗଣ ବିବାହ ବନ୍ଧନ ଏହି ଦୁନିଆରେ ସବୁଠାରୁ ବଡ ବନ୍ଧନ ହୋଇଥାଏ । ବିବାହ ପରେ ଦୁଇଟି ଆତ୍ମାର ମିଳନ ହେବା ସହ ଦୁଇଟି ପରିବାରର ମଧ୍ୟ ମିଳନ ହୋଇଥାଏ । ଗୋଟେ ଅଜଣା ପୁଅ ଓ ଗୋଟେ ଅଜଣା ଝିଅ ବିବାହ କରିବା ପରେ ସାରା ଜୀବନ ପରସ୍ପରର ଦୁଃଖ ଏବଂ ସୁଖରେ ଛିଡା ହୋଇଥାନ୍ତି । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁଠାରୁ ବଡ ସମ୍ପର୍କ ରହିଥାଏ ପ୍ରେମ ଓ ବିଶ୍ଵାସର । ଗୋଟେ ଝିଅ ଯେତେବେଳେ ନିଜ ପରିବାରକୁ ଛାଡି ନିଜ ସ୍ଵାମୀ ସହ ରହିଥାଏ ସେତେବେଳେ ସେ ବହୁତ କିଛି ଆଶା ନିଜ ସ୍ଵାମୀ ଓ ଶାଶୁ ଘର ଉପରେ ରଖିଥାଏ ।

ସମୟ ସହିତ ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ନିବିଡ ହୋଇଯାଇଥାଏ ଓ ସମ୍ପର୍କରେ ପ୍ରେମ, ବିଶ୍ଵାସ ଓ ଭାବନାର ବୃଦ୍ଧି ହୋଇଥାଏ । ହେଲେ କିଛି ଦମ୍ପତ୍ତିଙ୍କ ମଧ୍ୟରେ ସବୁବେଳେ କଳହ ଲାଗିଥାଏ କାରଣ ସ୍ଵାମୀ ମାନେ ନିଜ ସ୍ତ୍ରୀ ମାନଙ୍କ ଦୁଃଖ ବୁଝି ପାରନ୍ତି ନାହିଁ । ଆଜି ଆମେ ଆପଣ ମାନଙ୍କୁ ଏପରି ଦୁଇ ନାମର ମହିଳା ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ସବୁବେଳେ ନିଜ ସ୍ଵାମୀଙ୍କ ପାଇଁ ଦୁଃଖରେ ରହିଥାନ୍ତି ।

K ନାମ ଥିବା ମହିଳା ମାନେ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି K ନାମ ଥିବା ମହିଳା ମାନେ । ଯେଉଁ ମହିଳା ମାନଙ୍କ ନାମର ପ୍ରଥମ ଅକ୍ଷର K ରୁ ଆରମ୍ଭ ହୋଇଥାଏ ସେମାନେ ସର୍ବଦା ନିଜ ସ୍ଵାମୀଙ୍କ ଠାରୁ ଦୁଃଖ ପାଇଥାନ୍ତି । ଏମାନେ ନିଜ ସ୍ଵାମୀଙ୍କ ପ୍ରତି ପ୍ରେମ ଭାବନା ରଖିଥାନ୍ତି ଓ ନିଜ ସ୍ଵାମୀଙ୍କର ଯତ୍ନ ମଧ୍ୟ ନେଇଥାନ୍ତି ।

ଏହି ନାମର ମହିଳା ମାନେ ନିଜ ସ୍ଵାମୀ ମାନଙ୍କ ପାଇଁ ବହୁତ ସଂବେଦନ ଶୀଳ ମଧ୍ୟ ହୋଇଥାନ୍ତି । ହେଲେ ଏହି ମହିଳା ମାନଙ୍କର ଗୋଟେ ଖରାପ ଗୁଣ ପାଇଁ ସେମାନଙ୍କ ସ୍ଵାମୀ ରାଗି ଥାନ୍ତି । ଏହି ମହିଳା ମାନେ ନିଜ ସ୍ଵାମୀ ମାନଙ୍କୁ ନିଜ ନିୟମ ଅନୁସାରେ ଚଳିବା ପାଇଁ କୁହନ୍ତି ।

P ନାମ ର ମହିଳା ମାନେ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି P ନାମର ମହିଳା ମାନେ । ଯେଉଁ ମହିଳା ମାନଙ୍କ ନାମ Pରୁ ଆରମ୍ଭ ହୋଇଥାଏ ସେମାନେ ନିଜ ସ୍ଵାମୀଙ୍କୁ ବହୁତ ଭଲ ପାନ୍ତି । ଏହି ମହିଳା ମାନେ ନିଜ ସ୍ଵାମୀ ମାନଙ୍କୁ ଖୁସିରେ ରଖିବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରନ୍ତି । ଏହି ମହିଳା ମାନେ ସମସ୍ତ ପରିସ୍ଥିତିରେ ନିଜ ସ୍ଵାମୀ ମାନଙ୍କ ସହ ଛିଡା ହୋଇଥାନ୍ତି ।

ହେଲେ ଏହି ମହିଳା ମାନେ ଚାହାଁନ୍ତି ତାଙ୍କ ସ୍ଵାମୀ ମାନେ ସମସ୍ତ କାମ ଛାଡି କେବଳ ତାଙ୍କୁ ଭଲ ପାନ୍ତୁ । କେବଳ ପ୍ରେମରେ ତ ସଂସାର ଆଗକୁ ଗଡିବ ନାହିଁ ତେଣୁ ଏହି କାରଣ ପାଇଁ ତାଙ୍କ ସ୍ଵାମୀ ମାନେ ରାଗି ଯାନ୍ତି ଯାହାଫଳରେ ମହିଳା ମାନେ ଦୁଃଖ ପାଇଥାନ୍ତି । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *