ସାରା ଜୀବନ ଦୁଃଖୀ ରହିଥାନ୍ତି ଏହି 2 ଟି ନାମର ଝିଅ (Astrology)

ଆମ ସମାଜରେ ଯେତେବେଳେ ଗୋଟିଏ ବାହାଘର ହୁଏ ତେବେ ସେହି ସମୟରେ କେବଳ ପୁଅ ଓ ଝିଅର ମିଲନ ହୋଇ ନ ଥାଏ ଦୁଇ ପରିବାର ବି ପରସ୍ପର ସହ ଯୋଡିଥାନ୍ତି । ଆମ ସମାଜରେ ବିବାହକୁ ପବିତ୍ର ବନ୍ଧନ ରୂପରେ ଦେଖାଯାଏ । ସ୍ଵାମୀ ସ୍ତ୍ରୀର ବନ୍ଧନକୁ ଦୁନିଆର ସବୁଠୁ ଖାସ ଓ ପବିତ୍ର ସମ୍ପର୍କ କୁହାଯାଏ । ସବୁ ଦମ୍ପତ୍ତି ବିବାହ ପୂର୍ବରୁ ପରସ୍ପରକୁ ଜାଣି ନ ଥାନ୍ତି । ବିବାହ ପରେ ସେମାନେ ଏକତ୍ରିତ ଏକ ନୂଆ ଜୀବନ ଆରମ୍ଭ କରନ୍ତି ।

ବିବାହ ହୋଇ ଯିବା ପରେ ଦୁଇ ଜଣ ସବୁଦିନ ପାଇଁ ପରସ୍ପର ହୋଇ ରୁହନ୍ତି । ଯଦି ଏହି ସମ୍ପର୍କରେ ସ୍ଵାମୀ ସ୍ତ୍ରୀ ମଧ୍ୟରୁ କାହାର ସାଥ ମିଳିବ ନାହିଁ ତେବେ ଏହି ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ଚାଲି ନ ଥାଏ । କେତେକ କ୍ଷେତ୍ରରେ ସ୍ଵାମୀ ସ୍ତ୍ରୀ ବିବାଦ ଏତେ ବଢିଯାଏ କି ସେମାନେ ଅଲଗା ବି ହୋଇ ଯାଆନ୍ତି ।

ସ୍ଵାମୀ ସ୍ତ୍ରୀ ମଧ୍ୟରେ ଯେତେ ଝଗଡା ହୁଏ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଭଲ ପାଇବା ବି ସେତିକି ଥାଏ । ଆଜି ଆମେ ଆପଣଙ୍କୁ ଦୁଇ ବିବାହିତ ମହିଳାମାନଙ୍କ ବିଷୟରେ କହିବୁ ଯେଉଁମାନେ ନିଜ ସ୍ଵାମୀ ଉପରେ ସବୁବେଳେ ଖୁସିରେ ରୁହନ୍ତି ନାହିଁ ।

P ନାମର ଝିଅମାନେ

ଯେଉଁ ଝିଅର ନାଁ P ଅକ୍ଷୟରୁ ଆରମ୍ଭ ହୋଇଥାଏ । ସେହି ଝିଅମାନଙ୍କୁ କେବେ ବି ନିଜର ସ୍ଵାମୀଙ୍କ ଠାରୁ ଖୁସି ମିଳି ନ ଥାଏ । ଏହା ଛଡା Pର ନାମର ଝିଅମାନେ ନିଜ ସ୍ଵାମୀଙ୍କୁ ବହୁତ ଅଧିକ ଭଲ ପାଆନ୍ତି । ଏମାନଙ୍କୁ ସବୁବେଳେ ଭୟ ଥାଏ କି ଏମାନଙ୍କ ଭଲ ପାଇବା ଏମାନଙ୍କ ଠାରୁ ଦୂରେଇ ଯିବ । ସେଥିପାଇଁ ଏମାନେ ପ୍ରାୟତଃ ଦୁଃଖୀ ରହିଥାନ୍ତି ।

K ନାମର ଝିଅମାନେ

ଯେଉଁ ଝିଅମାନଙ୍କର ନାଁ K ଅକ୍ଷୟରୁ ଆରମ୍ଭ ହୋଇଥାଏ ସେମାନେ ବି ନିଜ ସ୍ଵାମୀଙ୍କ ସହିତ ଖୁସିରେ ରହି ପାରନ୍ତି ନାହିଁ । ଏହାର ମୁଖ୍ୟ କାରଣ ହେଉଛି ଏହି ନାଁର ଝିଅମାନେ ପ୍ରାୟତଃ ନିଜର ଭଲ ପାଇବା ଉପରେ ସନ୍ଦେହ କରିଥାନ୍ତି । ଏମାନେ ସ୍ଵଭାବରେ ଭଲ ହୋଇଥାନ୍ତି । ଏମାନେ କେବେ ବି ନିଜ ସ୍ଵାମୀଙ୍କୁ ଅନ୍ୟ କାହା ସହିତ ଦେଖିବାକୁ ପସନ୍ଦ କରନ୍ତି ନାହିଁ । କୌଣସି ନା କୌଣସି କାରଣରୁ ଏମାନେ ପ୍ରାୟତଃ ନିଜ ସ୍ଵାମୀଙ୍କ ଉପରେ ରାଗି ବି ଯାଆନ୍ତି ।

ସବୁଠୁ ବଡ କଥା ହେଉଛି ଏମାନଙ୍କ ମଧ୍ୟରେ ଭଲ ପାଇବା ବି ବହୁତ ଥାଏ । ଏହି ସବୁ ଛୋଟ ଛୋଟ କାରଣ ଯୋଗୁ ଏମାନଙ୍କ ସମ୍ପର୍କରେ ସବୁବେଳେ ବିବାଦ ଚାଲୁଥାଏ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *