କେତେ ବି ବିଷଧର ସାପ କାମୁଡି ଥାଉ ନା କାହିଁକି ମାତ୍ର କିଛି ମିନିଟରେ ସବୁ ବିଷ ଶେଷ କରିଦିଏ ଏହି ଗଛ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଆମ ଦେଶରେ ପ୍ରତି ବର୍ଷ ସାପ କାମୁଡାରେ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଯାଇଥାଏ । ବିଷାକ୍ତ ସାପର ବିଷ ଜୀବନ ନେଇପାରେ । ବହୁତ ଜାଗାରେ ପାଖରେ ହସ୍ପିଟାଲ ର ସୁବିଧା ନଥାଏ । ଏପରି ସ୍ଥିତିରେ ରୋଗୀଙ୍କୁ ବଞ୍ଚାଇବା ମୁସ୍କିଲ ହୋଇଥାଏ । କିନ୍ତୁ ଯଦି ଆପଣ କୌଣସି ଆୟୁର୍ବେଦିକ ଉପାୟ ଜାଣିଛନ୍ତି ତେବେ ରୋଗୀଙ୍କ ଜୀବନ ବଞ୍ଚାଇ ପାରନ୍ତି ।

କିଛି ଆୟୁର୍ବେଦିକ ଉପାୟ ବହୁତ ସହଜ ଓ ଅସରଦାର ହୋଇଥାଏ । ଆଜି ଆମେ ଏମିତି ଏକ ଉପାୟ ବିଷୟରେ କହିବୁ ଯାହା କୌଣସି ବି ବିଷଧର ସାପର ବିଷକୁ ୫ ମିନିଟ ରେ ଶେଷ କରିଦେଇଥାଏ । ତେବେ ଯଦି ଆପଣ କୌଣସି ସ୍ଥାନକୁ ବୁଲିବାକୁ ଯାଇଛନ୍ତି ଆଉ ସେଠାରେ କାହାକୁ କୌଣସି ଏକ ବିଷଧର ସାପ ଦଂଶି ଦିଏ ତେବେ ଏହି ସମୟରେ ଆପଣ କଣ କରିବେ ? ସେହିପରି ଆପଣ ଯେଉଁ ଜାଗାରେ ରହିଛନ୍ତି ସେଠାରେ କିମ୍ବା ତାର ଆଖପାଖ ଅଂଚଳରେ ଯଦି କୌଣସି ମେଡିକାଲ ନଥିବ ତେବେ କଣ କରିବେ ?

ତେଣୁ ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏଭଳି ଏକ ଉପାୟ ସଂପର୍କରେ ଜଣାଇବାକୁ ଯାଉଛୁ, ଯାହାଦ୍ୱାରା ମାତ୍ର ୫ ମିନିଟରେ ହିଁ ବଡ ବଡ ବିଷଧର ସାପର ବିଷକୁ ନଷ୍ଟ କରିହେବ । ତେବେ ସେହି ଉପାୟ କିମ୍ବା ଗଛର ନାମ ହେଉଛି କାଙ୍କଣ ଗଛ । ଏହା ଆମ ଦେଶରେ ପ୍ରାୟତଃ ସବୁ ଜାଗାରେ ମିଳିଥାଏ । କାଙ୍କଣକୁ ଆମେ ପରିବା ରୂପରେ ବ୍ୟବହାର କରିଥାଉ ।

ଏହା ଖାଇବା ପାଇଁ ବହୁତ ସ୍ଵାଦିଷ୍ଟ ହୋଇଥାଏ । ଏହି ଗଛରେ ବହୁତ ସାରା ଔଷଧୀୟ ଗୁଣ ରହିଥାଏ । ଏହି ଗଛକୁ କୌଣସି ବି ପ୍ରକାରର ବିଷକୁ ଶେଷ କରିବାର ବରଦାନ ମିଳିଛି ତାହା ନାଗ ସାପର ବିଷ ହେଉ ଥାଉ ନା କାହିଁକି ତାହାକୁ କିଛି ମିନିଟ ରେ ଭଲ କରିଦେଇଥାଏ । ତେବେ ଏହି ଗଛକୁ ଦୁଇ ଦିନ ପର୍ଯ୍ୟନ୍ତ ଖରାରେ ଶୁଖାଇ ଦିଅନ୍ତୁ । ଏହାକୁ ମିକ୍ସରରେ ପେଶି ପାଉଡର ପ୍ରସ୍ତୁତ କରନ୍ତୁ ।

ଯେଉଁ ବ୍ୟକ୍ତିକୁ ସାପ କାମୁଡିଛି ତାହାକୁ ଏହି ଗଛର ଏକ ଚାମଚ ପାଉଡର କ୍ଷୀରରେ ମିଶାଇ ପିଇବାକୁ ଦିଅନ୍ତୁ । ହାରାହାରି ୫ ମିନିଟ ରେ ବିଷର ପ୍ରଭାବ ଶେଷ ହୋଇଯାଇଥାଏ । ଏହି ପ୍ରକାରରେ ଆପଣ ସେହି ରୋଗୀର ଜୀବନ ବଞ୍ଚାଇପାରିବେ ଓ ନିଜ ଇଲାକାର ଆୟୁର୍ବେଦିକ ଡାକ୍ତର ହୋଇ ପାରିବେ ।


ଆପଣଙ୍କ ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, ଆମ ଦେଶରେ ପାଖାପାଖି ୫୫୦ ପ୍ରଜାତିର ସାପ ରହିଛନ୍ତି । ଯେଉଁମାନଙ୍କ ମଧ୍ୟରୁ ମାତ୍ର ୧୫ ହିଁ ଏଭଳି ପ୍ରଜାତି ରହିଛନ୍ତି ଯେଉଁମାନେକି ବେଶି ବିଷଧର ଅଟନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *