ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଆମ ଦେଶରେ ପ୍ରତି ବର୍ଷ ସାପ କାମୁଡାରେ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଯାଇଥାଏ । ବିଷାକ୍ତ ସାପର ବିଷ ଜୀବନ ନେଇପାରେ । ବହୁତ ଜାଗାରେ ପାଖରେ ହସ୍ପିଟାଲ ର ସୁବିଧା ନଥାଏ । ଏପରି ସ୍ଥିତିରେ ରୋଗୀଙ୍କୁ ବଞ୍ଚାଇବା ମୁସ୍କିଲ ହୋଇଥାଏ । କିନ୍ତୁ ଯଦି ଆପଣ କୌଣସି ଆୟୁର୍ବେଦିକ ଉପାୟ ଜାଣିଛନ୍ତି ତେବେ ରୋଗୀଙ୍କ ଜୀବନ ବଞ୍ଚାଇ ପାରନ୍ତି ।
କିଛି ଆୟୁର୍ବେଦିକ ଉପାୟ ବହୁତ ସହଜ ଓ ଅସରଦାର ହୋଇଥାଏ । ଆଜି ଆମେ ଏମିତି ଏକ ଉପାୟ ବିଷୟରେ କହିବୁ ଯାହା କୌଣସି ବି ବିଷଧର ସାପର ବିଷକୁ ୫ ମିନିଟ ରେ ଶେଷ କରିଦେଇଥାଏ । ତେବେ ଯଦି ଆପଣ କୌଣସି ସ୍ଥାନକୁ ବୁଲିବାକୁ ଯାଇଛନ୍ତି ଆଉ ସେଠାରେ କାହାକୁ କୌଣସି ଏକ ବିଷଧର ସାପ ଦଂଶି ଦିଏ ତେବେ ଏହି ସମୟରେ ଆପଣ କଣ କରିବେ ? ସେହିପରି ଆପଣ ଯେଉଁ ଜାଗାରେ ରହିଛନ୍ତି ସେଠାରେ କିମ୍ବା ତାର ଆଖପାଖ ଅଂଚଳରେ ଯଦି କୌଣସି ମେଡିକାଲ ନଥିବ ତେବେ କଣ କରିବେ ?
ତେଣୁ ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏଭଳି ଏକ ଉପାୟ ସଂପର୍କରେ ଜଣାଇବାକୁ ଯାଉଛୁ, ଯାହାଦ୍ୱାରା ମାତ୍ର ୫ ମିନିଟରେ ହିଁ ବଡ ବଡ ବିଷଧର ସାପର ବିଷକୁ ନଷ୍ଟ କରିହେବ । ତେବେ ସେହି ଉପାୟ କିମ୍ବା ଗଛର ନାମ ହେଉଛି କାଙ୍କଣ ଗଛ । ଏହା ଆମ ଦେଶରେ ପ୍ରାୟତଃ ସବୁ ଜାଗାରେ ମିଳିଥାଏ । କାଙ୍କଣକୁ ଆମେ ପରିବା ରୂପରେ ବ୍ୟବହାର କରିଥାଉ ।
ଏହା ଖାଇବା ପାଇଁ ବହୁତ ସ୍ଵାଦିଷ୍ଟ ହୋଇଥାଏ । ଏହି ଗଛରେ ବହୁତ ସାରା ଔଷଧୀୟ ଗୁଣ ରହିଥାଏ । ଏହି ଗଛକୁ କୌଣସି ବି ପ୍ରକାରର ବିଷକୁ ଶେଷ କରିବାର ବରଦାନ ମିଳିଛି ତାହା ନାଗ ସାପର ବିଷ ହେଉ ଥାଉ ନା କାହିଁକି ତାହାକୁ କିଛି ମିନିଟ ରେ ଭଲ କରିଦେଇଥାଏ । ତେବେ ଏହି ଗଛକୁ ଦୁଇ ଦିନ ପର୍ଯ୍ୟନ୍ତ ଖରାରେ ଶୁଖାଇ ଦିଅନ୍ତୁ । ଏହାକୁ ମିକ୍ସରରେ ପେଶି ପାଉଡର ପ୍ରସ୍ତୁତ କରନ୍ତୁ ।
ଯେଉଁ ବ୍ୟକ୍ତିକୁ ସାପ କାମୁଡିଛି ତାହାକୁ ଏହି ଗଛର ଏକ ଚାମଚ ପାଉଡର କ୍ଷୀରରେ ମିଶାଇ ପିଇବାକୁ ଦିଅନ୍ତୁ । ହାରାହାରି ୫ ମିନିଟ ରେ ବିଷର ପ୍ରଭାବ ଶେଷ ହୋଇଯାଇଥାଏ । ଏହି ପ୍ରକାରରେ ଆପଣ ସେହି ରୋଗୀର ଜୀବନ ବଞ୍ଚାଇପାରିବେ ଓ ନିଜ ଇଲାକାର ଆୟୁର୍ବେଦିକ ଡାକ୍ତର ହୋଇ ପାରିବେ ।
ଆପଣଙ୍କ ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, ଆମ ଦେଶରେ ପାଖାପାଖି ୫୫୦ ପ୍ରଜାତିର ସାପ ରହିଛନ୍ତି । ଯେଉଁମାନଙ୍କ ମଧ୍ୟରୁ ମାତ୍ର ୧୫ ହିଁ ଏଭଳି ପ୍ରଜାତି ରହିଛନ୍ତି ଯେଉଁମାନେକି ବେଶି ବିଷଧର ଅଟନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।